ବଜ୍ରପାତରେ ଯୁବତୀଙ୍କ ଜୀବନଗଲା

ଭଞ୍ଜନଗର,୧୯।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ହାତୀଗୁଡ଼ାରେ ଗୁରୁବାର ମଧ୍ୟାହ୍ନରେ ବଜ୍ରପାତ ଘଟି ଜଣେ ଯୁବତୀଙ୍କ ଜୀବନ ଚାଲିଯାଇଛି। ସେ ହେଲେ ଟୁନି ପୋଲାଇ। ସେ ଜମିରେ କାମ କରୁଥିବା ସମୟରେ ବଜ୍ରପାତ ହୋଇଥିଲା। ଫଳରେ ସେ ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଭଞ୍ଜନଗର ଡାକ୍ତରଖାନା ଆଣଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଗୁଡ଼ା ସାହିକୁ ଭରସା କାଠପୋଲ

ବିଶୋଇ,୨୦।୮(ଡି.ଏନ.ଏ.): ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ମୟୂରଭଞ୍ଜ ଜିଲା ଶିମିଳିପାଳ ପାଦଦେଶରେ ଥିବା ଆଦିବାସୀ ଅଧ୍ୟୁଷିତ ବିଶୋଇ ବ୍ଲକର ବିଭିନ୍ନ ଉପାନ୍ତ ଅଞ୍ଚଳର ଲୋକେ...

ଧାର୍ଯ୍ୟ ଲକ୍ଷ୍ୟରୁ ଅଧିକ କାର୍ଯ୍ୟ ଦିବସ ସୃଷ୍ଟି କରାଯାଇଛି

ଡାବୁଗାଁ, ୨୯।୩ (ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ୧ ଏପ୍ରିଲ ୨୦୨୨ରୁ ୩୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ପ୍ରଧାନମନ୍ତ୍ରୀ ଆବାସ...

ମାଟ୍ରିକ୍‌ ପରୀକ୍ଷା ନେଇ ଛାତ୍ରୀଛାତ୍ର ତତ୍ପର

କଟକ ଅଫିସ,୬ା୨:ଆସନ୍ତା ମାର୍ଚ୍ଚ ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍‌ ସମ୍ମେଟିଭ-୨ ପରୀକ୍ଷା ଅନୁଷ୍ଠିତ ହେବ। ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ହାଇସ୍କୁଲ, ମଧ୍ୟମା ଓ...

ବିଉଟି ପାର୍ଲର ଖୋଲିବାକୁ ଦାବି

ଝାରସୁଗୁଡା ଅଫିସ,୨୮।୫- ଓଡିଶା ବିଉଟି ଆସୋସିଏଶନ ଝାରସୁଗୁଡା ଜିଲା ଶାଖା ପକ୍ଷରୁ ଗୁରୁବାର ସହରର ସମସ୍ତ ବିଉଟି ପାର୍ଲର ଖୋଲିବାକୁ ଦାବି କରାଯାଇଛି। ସଂଘର ସଭାନେତ୍ରୀ...

କୋଭିଡ୍‌ ଗାଇଡ୍‌ଲାଇନ୍‌ ସହ ଶେଷ ହେଲା ନୂଆଗୁଡ଼ା ଫଗୁ ମହୋତ୍ସବ

ଜୁନାଗଡ଼,୨୯।୩(ଡିଏନଏ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରେ ଗତ କିଛି ଦିନ ହେଲା ଚାଲିଥିବା ଫଗୁମହୋତ୍ସବ ସୋମବାର ହୋଲି ଉତ୍ସବ ସହ ଶେଷ ହୋଇଯାଇଛି।...

ନୂଆବର୍ଷ ପାଇଁ ନେଉଥିଲେ ବାର୍‌ହା ମାଂସ

ରାଜନଗର,୧ା୧(ଡି.ଏନ.ଏ.): ନୂଆବର୍ଷରେ ଭିତରକନିକା ଜାତୀୟ ଉଦ୍ୟାନରୁ ବାର୍‌ହା ଶିକାର କରାଯାଇ ମାଂସ ଚାଲାଣ କରାଯାଉଥିଲା। ଖବରପାଇ ଶନିବାର ସକାଳ ପ୍ରାୟ ସାଢ଼େ ୭ଟାରେ କନିକା ରେଞ୍ଜ...

ଲୁଟିନେଲେ ୨୯ ଟନ୍‌ ଲୁହାଛଡ଼

ପରଜଙ୍ଗ, ୨୪।୮(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୧୪୯ନଂ. ଜାତୀୟ ରାଜପଥର ପରମହଂସପୁର ଛକ ନିକଟରୁ ଗୁରୁବାର ଅପରାହ୍ନରେ ବଡ଼ଧରଣର ଲୁଟ୍‌ ହୋଇଛି। ବୋଲେରୋରେ ଆସିଥିବା...

ମତୁଆଲା କରେ ଐଶାନୀଙ୍କ ତବଲା ବାଦନ

ବାଲେଶ୍ୱର ଅଫିସ, ୮।୯-ବୟସ ତାଙ୍କୁ ୯। ଏଇ ବୟସରୁ ତବଲା ବାଦନ କରି ଶ୍ରୋତାଙ୍କୁ ମତୁଆଲା କରି ଦେଉଛନ୍ତି। ନିଜର ପ୍ରତିଭା ପ୍ରଦର୍ଶନ କରି ଦି...

Advertisement
Archives

Model This Week