ଫିଟ୍‌ନେସ୍‌ ଅନ୍ତରାଳେ..

‘ଭୈରବ’ ଚଳଚ୍ଚିତ୍ରରୁ ଓଡ଼ିଆ ସିନେମା କ୍ୟାରିୟର ଆରମ୍ଭ କରିଥିଲେ ଆହାନା। ତା’ପରେ ‘ବ୍ଲାକ୍‌ମେଲ୍‌’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ନିଜକୁ ଫିଟ୍‌ ରଖିବା ପଛରେ କି ରହସ୍ୟ ରହିଛି ସେ ବିଷୟରେ ଆହାନା କହନ୍ତି…

ଆଜିକାଲିର ବ୍ୟସ୍ତ ଜୀବନଶୈଳୀରେ ଆମକୁ ଫିଟ୍‌ନେସ୍‌ ପ୍ରତି ସତର୍କ ରହିବାକୁ ପଡୁଛି। ବିଶେଷଭାବରେ ସେଲିବ୍ରିଟିମାନେ ଏଥିପ୍ରତି ଅଧିକ ନଜର ଦେଇଥାଆନ୍ତି। ଆଉ ଏହି ତାଲିକାରୁ ନିଜକୁ ଓଡ଼ିଆ ସିନେମା ନାୟିକା ଦୌଡ଼ରେ ସାମିଲ କରିଥିବା ଆହାନା ବାଦ୍‌ ପଡ଼ନ୍ତେ କିପରି? କିପରି ଆରମ୍ଭ ହୁଏ ତାଙ୍କ ପ୍ରତିଦିନର ସକାଳ, ଲଞ୍ଚ୍‌ ହେଉ କି ଡିନର, ସେଥିରେ ସେ କ’ଣ ଖାଆନ୍ତି-ଏଭଳି ପ୍ରଶ୍ନର ଉତ୍ତରରେ ସେ କହନ୍ତି, ‘ସକାଳୁ ଉଠିବା ପରେ ମୁଁ ଅଧଘଣ୍ଟା ଜଗିଂ କରେ। ଯେହେତୁ ଏବେ ପାଠ ପଢ଼ା ଚାଲିଛି ତେଣୁ ସକାଳ ୮.୩୦ରେ କଲେଜ ଯିବାକୁ ପଡ଼େ। ଜଗିଂରୁ ଫେରିବା ପରେ ଜୁସ୍‌ ପିଏ। ତା’ପରେ ରୁଟି, ସନ୍ତୁଳା ଖାଏ। ଯେହେତୁ ଡାଏଟିଂ କରୁଛି ତେଣୁ ଭାତ ଆଦୌ ଖାଏନା। ଖରାବେଳେ ରୁଟି। ପ୍ରତିଦିନ ଡିନର ମୁଁ ସନ୍ଧ୍ୟାରୁ ହିଁ ଶେଷ କରିଦିଏ। ଆଉ ରାତିରେ କେବଳ ଏକ ଗ୍ଲାସ୍‌ ପାଣି। ବାସ୍‌, ଇଏ ହେଉଛି ମୋ ଡେଲି ରୁଟିନ୍‌। ଗତ କିଛିବର୍ଷ ଧରି ଏହାକୁ ମୁଁ ଫଲୋ କରୁଛି।’


Enter your email to get our daily news in your inbox.

All Right Reserved By Dharitri.Com

ଗୁଆହାଟୀ ଫିଲ୍ମ ଫେଷ୍ଟିଭାଲରେ ‘ଅନ୍ତର୍ଧ୍ୱନୀ’

ଶାନ୍ତନୁ ଏବଂ ଶାଲିନୀ ଦୁଇ ଜଣ ସାଙ୍ଗ। ଦିନେ ହଠାତ୍‌ ଶାଲିନୀ ଅନ୍ତର୍ଦ୍ଧାନ ହୋଇଯାଉଛି। ତାକୁ କିପରି ଠାବ କରିବ ସେଥିପାଇଁ ଶାନ୍ତନୁ ନିଜ ଜୀବନକୁ...

ଗୋଟିଏ ଫିଲ୍ମର ଆୟ ସହ ସମାନ ସଲମାନଙ୍କ ବିଗ୍‌ବସ୍‌ ୧୪ର ପାରିଶ୍ରମିକ!

ମୁମ୍ବାଇ: ଟେଲିଭିଜନ ଦୁନିଆର ସବୁଠାରୁ ବିବାଦୀୟ ରିୟଲିଟି ଶୋ’ ପୁଣିଥରେ ଛୋଟ ପରଦାରେ ଦେଖିବାକୁ ମିଳିବ। ଏଥର ବିଗ୍‌ ବସ୍‌-୧୪କୁ ନୂଆ ଟ୍ବିଷ୍ଟ ଓ ନୂଆ...

କୋହଲି ନୁହନ୍ତି, ବରଂ ଛାଇ ଭଳି ଅନୁଷ୍କାଙ୍କ ପାଖେ ପାଖେ ରହିଥାନ୍ତି ଏହି ବ୍ୟକ୍ତି; କୋଟିରେ ନିଅନ୍ତି ଦରମା…

ବମ୍ବେ: ସେଲିବ୍ରିଟି ହେବା ପରେ ସୁରକ୍ଷା ଚିନ୍ତା ସମସ୍ତଙ୍କୁ ଘାରିଥାଏ। ଏଣୁ ସେମାନଙ୍କୁ ସାଙ୍ଗରେ ବଡିଗାର୍ଡ ରଖିବାକୁ ପଡ଼ିଥାଏ। ସେହିଭଳି ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ତଥା...

ପ୍ରଭାସଙ୍କ ସହ ନଜର ଆସିବେ ଦୀପିକା

ମୁମ୍ବାଇ: ବାହୁବଳୀ ରିଲିଜ୍‌ ହେବା ପରେ ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଷ୍ଟାରଡମ୍‌ ସାରା ଭାରତରେ ଛାଇ ଯାଇଥିଲା। ଏହି ଫିଲ୍ମ ତାଙ୍କୁ ଇଣ୍ଟରନ୍ୟାଶନାଲ ଷ୍ଟାର ମଧ୍ୟ...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ମାଧୁରୀଙ୍କ ଡ୍ୟାନ୍ସ

ମୁମ୍ବାଇ: ବଲିଉଡ୍‌ର ଧକ୍‌ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତ ଜବରଦସ୍ତ ଡ୍ୟାନ୍ସ କୌଶଳ ପାଇଁ ବେଶ୍‌ ଜଣାଶୁଣା। ଏବେ ସୋସିଆଲ ମିଡିଆରେ ମାଧୁରୀଙ୍କ ଫିଲ୍ମ ‘ତେଜାବ୍‌’ର ଏକ...

ବଲିଉଡ୍‌ରେ ଡେବ୍ୟୁ କରିବାକୁ ଖୁବ୍‌ ଉତ୍ସାହିତ କିର୍ତ୍ତି

ମୁମ୍ବାଇ: ସାଉଥ୍‌ ଫିଲ୍ମ ଜଗତର ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି କିର୍ତ୍ତି ସୁରେଶ। ଏବେ ସେ ବଲିଉଡ୍‌ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅଜୟ ଦେବଗନଙ୍କ...

ଇଶାନ-ଜାହ୍ନବୀଙ୍କ ସମ୍ପର୍କକୁ ନେଇ କ’ଣ କହିଲେ ବାପା ବୋନି କପୁର

ମୁମ୍ବାଇ: ବି ଟାଉନରେ ଲଭ୍‌ବାର୍ଡ ଜାହ୍ନବୀ କପୁର ଓ ଇଶାନ ଖଟ୍ଟରଙ୍କ ସମ୍ପର୍କକୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହିଥାଏ। ଫିଲ୍ମ ‘ଧଡକ’ରୁ ଜାହ୍ନବୀ ବଲିଉଡ୍‌ରେ ଡେବ୍ୟୁ...

ଅସହାୟଙ୍କୁ ସାହାଯ୍ୟ ପାଇଁ ୨ ଦୋକାନ, ୮ ଫ୍ଲାଟ୍‌ ବନ୍ଧା ପକାଇଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତା ସୋନୁ ସୁଦ ଏବେ ସବୁଠୁ ବେଶି ଚର୍ଚ୍ଚାରେ। କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ସୋନୁ ପ୍ରବାସୀ ଶ୍ରମିକଙ୍କଠାରୁ ଆରମ୍ଭ କରି...

Advertisement
Seven Jackpot


Archives

Model This Week