Posted inଜାତୀୟ

ଫାଶୀ ପୂର୍ବରୁ ଜେଲ୍‌ରେ ରୋଜଗାର: ଅକ୍ଷୟ କରିଛନ୍ତି ଅଧିକ; ମୁକେଶ କରି ନାହାଁନ୍ତି କିଛି କାମ

ନୂଆଦିଲ୍ଲୀ,୧୫।୧: ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଜାନୁୟାରୀ ୨୨ରେ ସକାଳ ୭ଟାରେ ଫାଶୀ ଦିଆଯିବ। ଏନେଇ ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଦୋଷୀଙ୍କୁ ଜେଲ୍‌ ନମ୍ବର ୩ରେ ଫାଶୀ ଦିଆଯିବ। ଜେଲ୍‌ରେ ଥିବା ସମୟରେ ଅକ୍ଷୟ ଠାକୁର, ପଓ୍ବନ ଗୁପ୍ତା, ବିନୟ ଶର୍ମା ବିଭିନ୍ନ କାମ କରି ରୋଜଗାର କରିଛନ୍ତି। ସେମାନଙ୍କ ମଧ୍ୟରୁ ଅକ୍ଷୟ ଅଧିକ ଟଙ୍କା ରୋଜଗାର କରିଛନ୍ତି। ଅକ୍ଷୟ ୬୯ ହଜାର ରୋଜଗାର କରିଥିବାବେଳେ ବିନୟ ୩୯ ହଜାର ଏବଂ ପଓ୍ବନ ୨୯ ହଜାର ଟଙ୍କା ରୋଜଗାର କରିଛନ୍ତି। ତେବେ ମୁକେଶ ସିଂ କୌଣସି କାମ କରି ନ ଥିବା ଜେଲ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏବେ ସେମାନଙ୍କ ରୋଜଗାର ପରିବାର ବର୍ଗଙ୍କୁ ପ୍ରଦାନ କରି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌ଷ୍ଟାଗ୍ରାମର ବଡ଼ ତ୍ରୁଟି ବାହାର କରିଥିବା ଛାତ୍ରଙ୍କୁ ଫେସ୍‌ବୁକ ଦେଲା ପୁରସ୍କାର

ମୁମ୍ବାଇ,୧୬।୬: ଭାରତୀୟ ହ୍ୟାକରଙ୍କୁ ଫେସ୍‌ବୁକ ଦେଲା ୨୨ଲକ୍ଷ ଟଙ୍କା ପୁରସ୍କାର ରାଶି। ପୁରସ୍କାର ରାଶି ପଛରେ ଥିବା କାରଣ ଜାଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ସୂଚନା...

ଲଲନ ସିଂ ଜେଡିୟୁ ଅଧ୍ୟକ୍ଷ

ପାଟନା,୩୧ ।୭: ରାଜଧାନୀ ଦିଲ୍ଲୀରେ ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲାଗି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି ।...

ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କଲେ ୬୦ ମାଓବାଦୀ

ବିଶାଖାପାଟନମ୍‌,୨୯।୬: ଆନ୍ଧ୍ରପ୍ରଦେଶରେ କୁଖ୍ୟାତ ମାଓବାଦୀ ଭନାଥାଲା ରାମ କୃଷ୍ଣଙ୍କୁ ଗିରଫ କରାଯିବା ପରେ ୬୦ରୁ ଊର୍ଦ୍ଧ୍ୱ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ବୁଧବାର ବିଶାଖାପାଟନମ୍‌ ରେଞ୍ଜର ଡିଆଇଜି...

ଶସ୍ତାରେ ମିଳିବ କରୋନା ଟିକା

ନୂଆଦିଲ୍ଲୀ,୨୪।୪: କୋଭିଡ୍‌ -୧୯ ଟିକା ଆମଦାନୀ ଉପରେ କଷ୍ଟମ୍‌ ଡ୍ୟୁଟି ଛାଡ଼ କଲେ କେନ୍ଦ୍ର ସରକାର। ଅକ୍ସିଜେନ ଉପରୁ ମଧ୍ୟ ସ୍ବାସ୍ଥ୍ୟ ସେସ୍‌ ଛାଡ଼ କରାଯାଇଥିବା...

୫ମ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କଲେ ମୋଦି

ବେଙ୍ଗାଲୁରୁ,୧୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ଓ ହିମାଚଳ ପ୍ରଦେଶର ନିର୍ବାଚନ ଗସ୍ତ ପରେ ଏବେ ଦକ୍ଷିଣ ଭାରତ ଯାତ୍ରାରେ ଅଛନ୍ତି। ଇତିମଧ୍ୟରେ ଶୁକ୍ରବାର ପ୍ରଧାନମନ୍ତ୍ରୀ...

୩୫ ଲକ୍ଷ ଶ୍ରମିକଙ୍କୁ ୧ହଜାର ଲେଖାଏଁ ସହାୟତା ଦେବେ ଯୋଗୀ ସରକାର

ଲକ୍ଷ୍ନୌ,୨୧।୩: କରୋନା ଭାଇରସ ଯୋଗୁ ସମଗ୍ର ବିଶ୍ୱ ଏକ ପ୍ରକାର ଠପ୍‌ ହୋଇଯାଇଛି କହିଲେ ଚଳେ। ଭାରତରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ...

ଓ୍ବର୍ଲିରୁ ଲଢ଼ିବେ ଆଦିତ୍ୟ

ମୁମ୍ବାଇ,୩୦ା୯: ମହାରାଷ୍ଟ୍ର ବିଧାନସଭା ଲାଗି ଭାଜପା-ଶିବସେନା ମଧ୍ୟରେ ଆସନ ବୁଝାମଣା ଚୂଡାନ୍ତ ହୋଇ ନ ଥିବାବେଳେ ଶିବସେନା ପକ୍ଷରୁ ଟିକେଟ ବଣ୍ଟନ ଆରମ୍ଭ ହୋଇଯାଇଛି। ଦଳର...

ଲାଇଫ ସପୋର୍ଟ ମେଡିସିନରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ମୁଲାୟମ

ନୂଆଦିଲ୍ଲୀ,୬ ।୧୦: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ସ୍ୱାସ୍ୟାବସ୍ଥା ଏବେବି ଜଟିଳ ରହିଛି । ତାଙ୍କର ଚିକିତ୍ସା ହିରିୟାଣା ସ୍ଥିତ ଗୁରୁଗ୍ରାମର...

Advertisement
Archives

Model This Week