ପ୍ରେମରେ ପଡିଲେ ହୁମା

ମୁମ୍ବାଇ: ବଲିଉଡ୍‌ ପ୍ରେମ କାହାଣୀ ସବୁବେଳେ ଥାଏ ଚର୍ଚ୍ଚାରେ। ଏବେ ପୁଣି ଏକ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ଯୋର ଧରିଛି। କାରଣ ବଲିଉଡ୍‌ ଅଭିନେତ୍ରୀ ହୁମା କୁରେଶି ଏବେ ଜଣେ ନିର୍ଦ୍ଦେଶକଙ୍କ ପ୍ରେମରେ ପଡିଥିବା କୁହାଯାଉଛି। ସେ ହେଉଛନ୍ତି ‘ପତି ପତ୍ନୀ ଔର ଓ୍ବ’ର ନିର୍ଦ୍ଦେଶକ ମୁଦ୍ଦସର ଅଜିଜ। ଏବେ ଜଣାପଡିଛି ଯେ ଏମାନେ ପରସ୍ପରକୁ ଡେଟ୍‌ କରୁଛନ୍ତି। କାରଣ ନିକଟରେ ହୁମା ଏମିତି କିଛି ଫଟୋ ଶେୟାର କରିଥିଲେ ଯେଉଁଥିରେ ମୁଦ୍ଦସରଙ୍କୁ ଦେଖିବାକୁ ମିଳିଥିଲା। ହେଲେ ଏମାନଙ୍କ ମଧ୍ୟରୁ କେହି ଏହାକୁ ଖୋଲାଖୋଲି କହି ନ ଥିବା ବେଳେ ନିକଟରେ ମୁଦ୍ଦସରଙ୍କ ଜନ୍ମଦିନରେ ହୁମାଙ୍କୁ ଦେଖିବାକୁ ମିଳିଥିଲା। ଆଉ ସେଠାରେ ସେ ରିଲେସନଶିପରେ ଥିବା କଥା କହିଥିଲେ। ହେଲେ କାହା ସହ ତାହା ସେ ସ୍ପଷ୍ଟ କରି ନ ଥିଲେ। ଏହାସହ ନିକଟରେ ହୁମା ମଧ୍ୟ ଏକ ରୋମାଣ୍ଟିକ୍‌ ପୋଷ୍ଟ କରିବା ପରେ ଅନୁମାନ କରାଯାଉଛି କି ହୁମା ନିଶ୍ଚିତ ଭାବେ ପ୍ରେମରେ ପଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାଜଗତର ଭର୍ସାଟାଇଲ୍‌ ବ୍ୟକ୍ତିତ୍ୱ ଦୀପକ ରଞ୍ଜନ ବୋଷ: ଗାୟକ-ଘୋଷକ-ନାୟକ-ଖଳନାୟକ ଚରିତ୍ରକୁ ପ୍ରଦର୍ଶିତ କରିପାରନ୍ତି

ଶୀର୍ଷକରେ ଚାରିଗୋଟି ଚରିତ୍ରର କଥା କୁହାଯାଇଛି। ଅର୍ଥାତ୍‌, ଗୀତ ଗାଉଥିବା ଗାୟକ। ଆଙ୍କରିଂ କରୁଥିବା ଘୋଷକ। ଯାତ୍ରାରେ ହିରୋ ଭୂମିକା ନିର୍ବାହ କରୁଥିବା ନାୟକ। ପୁଣି...

କଙ୍ଗନାଙ୍କ ନାମରେ ଚୋରି ଅଭିଯୋଗ

ବଲିଉଡ୍‌ର କୁଇନ୍‌ ଗର୍ଲ କଙ୍ଗନା ରଣାଓ୍ବତ୍‌ଙ୍କୁ ଫିଲ୍ମ ‘ମଣିକର୍ଣ୍ଣିକା’ର ଆଗାମୀ ଫ୍ରାଞ୍ଚାଇଜ୍‌ ‘ମଣିକର୍ଣ୍ଣିକା ରିଟର୍ଣ୍ଣସ: ଦି ଲିଜେଣ୍ଡ ଅଫ୍‌ ଦିଦ୍ଦା’ରେ ଦେଖିବାକୁ ମିଳିବ। ମଣିକର୍ଣ୍ଣିକା’ରେ ଝାନସୀର...

ରିଲିଜ୍‌ ହେଲା ଫିଲ୍ମ ‘ଡ୍ରାଇଭ୍‌’ର ଗୀତ

ମୁମ୍ବାଇ: ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌ ଓ ଶୁଶାନ୍ତ ସିଂ ରଜପୁତଙ୍କ ଦ୍ୱାରା ଅଭିନୀତ ଫିଲ୍ମ ‘ଡ୍ରାଇଭ୍‌’ର ଦ୍ୱିତୀୟ ଗୀତ ରିଲିଜ୍‌ ହୋଇଛି। ଅବଶ୍ୟ ଗୀତଟି ବେଶି ଫୋକସ୍‌...

ମାତ୍ର ୧ ଟଙ୍କା ନେଇ ଗୀତ ଗାଉଥିଲେ ଏହି ପ୍ରସିଦ୍ଧ ଗାୟକ

ବଲିଉଡ୍‌ର ପ୍ରସିଦ୍ଧ ଗାୟକ ମହମ୍ମଦ ରଫିଙ୍କ ଆଜି ଜନ୍ମଦିନ। ୧୯୨୪ ଡିସେମ୍ବର ୨୪ ତାରିଖରେ ପଞ୍ଜାବର କୋଟଲ ସୁଲତାନ ସିଂହ ଗ୍ରାମରେ ହୋଇଥିଲା। ପିତା ହାଜି...

କରନ ଦେଓଲଙ୍କ ଅଭିନୀତ ଫିଲ୍ମର ଟିଜର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସନ୍ନି ଦେଓଲଙ୍କ ପୁଅ କରନ ଦେଓଲଙ୍କ ଅଭିନିତ ଫିଲ୍ମ ‘ପଲ ପଲ ଦିଲ୍‌ କେ ପାସ’ର ଟିଜର ରିଲିଜ୍‌ ହୋଇଛି। ଏହା...

‘୩-ଜି’ର ୩୦ କିସିଂ ସିନ୍‌ ନୀତିନ୍‌ଙ୍କୁ ଦେଇଥିଲା ପରିଚିତି…

ମୁମ୍ବାଇ,୧୫।୧: ବଲିଉଡ୍‌ ଷ୍ଟାର ନୀଲ୍‌ ନୀତିନ୍‌ ମୁକେଶଙ୍କୁ ଶୁକ୍ରବାର ୩୯ ବର୍ଷ ପୂରଣ ହୋଇଛି। ସେ ୪୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୨ ଜାନୁୟାରୀ...

ବିଗ୍‌ ବସ୍‌ରୁ ଓହରିଲେ କବିତା କୌଶିକ

ମୁମ୍ବାଇ,୨ା୧୨- ଚଳିତ ବିଗ୍‌ ବସ୍‌ରୁ ଓହରି ଯାଇଛନ୍ତି ଓ୍ବାଇଲ୍ଡ କାର୍ଡ ମାଧ୍ୟମରେ ଏଣ୍ଟ୍ରି କରିଥିବା କବିତା କୌଶିକ। ସେ ମଙ୍ଗଳବାର ଏଭଳି ନିଷ୍ପତ୍ତି ନେଇଥିବା ବେଳେ...

ଖୋଲାଖୋଲି ପ୍ରେମ କଲେ ଆଲିଆ-ରଣବୀର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ନାୟକ ରଣବୀର କପୁରଙ୍କ ରିଲେସନଶିପକୁ ନେଇ ଏବେ ସବୁଠି ଚାଲିଛି ଚର୍ଚ୍ଚା। ବିବାହ ଉତ୍ସବ ହେଉ କି...

Play 250+ Trending Games
Archives

Model This Week

Why Dharitri