ପ୍ରଶାସନ ଉପରେ ବଢ଼ିଲା ଚାପ: ପରିବହନ ସ୍ବାଭାବିକ ପାଇଁ ଦାବିପତ୍ର

ତାଳଚେର,୪ା୮(ନି.ପ୍ର.)-ଭରତପୁର କୋଇଲା ଖଣି ଦୁର୍ଘଟଣାରେ ମୃତ ୪ ଶ୍ରମିକଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ପ୍ରଦାନ ସହ ପୂର୍ବପରି ଟ୍ରକ୍‌ ଗୁଡିକରେ କୋଇଲା ପରିବହନ ପାଇଁ ପଦକ୍ଷେପ ନେବାକୁ ତାଳଚେର କୋଲ୍‌ କଞ୍ଜ୍ୟୁମର ଆସୋସିଏଶନ ଓ ଟ୍ରକ୍‌ ମାଲିକମାନଙ୍କ ପକ୍ଷରୁ ଶନିବାର ପ୍ରଶାସନ ନିକଟରେ ଦାବି କରାଯାଇଛି।
ଉକ୍ତ ଦାବିପତ୍ରରେ ଦର୍ଶାଯାଇଛି ଯେ, ଖଣି ବନ୍ଦ ଆନ୍ଦୋଳନ ଯୋଗୁ ତାଳଚେର କୋଇଲା ପରିବହନରେ ନିୟୋଜିତ ହଜାର ହଜାର ଟ୍ରକ୍‌ ୧୦ ଦିନ ତାଳଚେରରେ ଚାଲିଥିବା ଖଣି ବନ୍ଦ ଆନ୍ଦୋଳନ ସ୍ଥାନୀୟ ଜନସାଧାରଣଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପକାଉଛି। ତେଣୁ ଉକ୍ତ ଆନ୍ଦୋଳନକୁ ସ୍ଥଗିତ ରଖାଯିବା ଦିଗରେ ପଦକ୍ଷେପ ନେବାକୁ ତାଳଚେର ଯୁବ ସଙ୍ଗଠନ ପକ୍ଷରୁ ଶନିବାର ଏକ ଦାବିପତ୍ର ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ସଙ୍ଗଠନ ସଭାପତି ତୁଷାର କୁମାର ସାହୁଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଥିବା ଦାବିପତ୍ରରେ ଦର୍ଶାଯାଇଛି ଯେ, ଭରତପୁର ଖଣି ଦୁର୍ଘଟଣାରେ ମୃତ ଶ୍ରମିକମାନଙ୍କ ପରିବାରକୁ ଏଯାଏ ଉପଯୁକ୍ତ କ୍ଷତିପୂରଣ ଦିଆଯାଇ ନାହିଁ। ଏଥିପାଇଁ


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନ ହେଲା ଗାଁରେ ଜଳୁନି ଚୁଲି

ବନ୍ତ,୬।୩(ଡି.ଏନ.ଏ.)- ଭଦ୍ରକ ଜିଲା ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତର ଏକ ଗାଁରେ ଗତ ୪ ଦିନ ହେବ ଅଗ୍ନିକାଣ୍ଡ ଗୁଜବ ବ୍ୟାପିବାରୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।...

ସକାଳୁ ଗଲେ ସଞ୍ଜରେ ଆସୁଛି

ଅନୁଗୋଳ ଅଫିସ, ୧୩।୬ – ବାହାରେ ତାତି, ଘର ଭିତରେ ଗୁଳଗୁଳିରେ ଲୋକେ ହନ୍ତସନ୍ତ ହେଉଥିବାବେଳେ ସମସ୍ୟା ବଢାଉଛି ଘନଘନ ଅଘୋଷିତ ବିଦ୍ୟୁତ୍‌ କାଟ୍‌। ଅନେକ...

ଚାଷୀଙ୍କ ଉପରେ କରୋନା ଚଡ଼କ: ଜମିରେ ସଢୁଛି ପନିପରିବା

ଛତ୍ରପୁର,୧୯ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଚଡ଼କ ଚାଷୀ, ମୂଲିଆ ଓ କୃଷି ଶ୍ରମିକଙ୍କ ଉପରେ ଅଧିକ ପଡ଼ିଥିବା ଜଣାପଡ଼ିଛି। ଲକ୍‌ଡାଉନ୍‌ ଓ ପ୍ରତ୍ୟହ ୧୯ଘଣ୍ଟିଆ ସଟ୍‌ଡାଉନ...

ପୃଥକ୍‌ ୨ ନାବାଳିକାଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ, ଜଣେ ଅଟକ

ଭଞ୍ଜନଗର,୨୧।୯(ଡି.ଏନ.ଏ.)-ଯେତେ କଠୋର ଆଇନ ପ୍ରଣୟନ କରାଗଲେ ମଧ୍ୟ ନାବାଳିକାଙ୍କ ପ୍ରତି ଅସଦାଚରଣ ଘଟଣା ବନ୍ଦ ହେଉନହିଁ। ପୃଥକ ୨ ନାବାଳିକାଙ୍କୁ ଅଶ୍ଳୀଳ ଇଙ୍ଗିତ କରାଯାଇଥିବା ନେଇ...

ବଦଳିପାରେ ୨୦ ବର୍ଷର ସମୀକରଣ

ପରଜଙ୍ଗ, ୧୦ା୩(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲାର ୨୭ ଜିଲା ପରିଷଦ ଜୋନ୍‌ରୁ ୨୬ଟି କବ୍‌ଜା କରିଛି ବିଜେଡି। ଦଳକୁ ବିପୁଳ ଜନସମର୍ଥନ ମିଳିଛି ସତ, ହେଲେ ପରଜଙ୍ଗ...

୧୭ଶହ କିମି ସାଇକେଲ ଚଳାଇ ଘରକୁ ଫେରିଲେ ୮ଶ୍ରମିକ

ସୋହେଲା,୧୦ା୫(ଡି.ଏନ.ଏ.): ପେଟପାଟଣା ପାଇଁ ନିଜ ଭଟାମାଟି ଛାଡି ଗୁଜରାଟର ସୁରଟ ଯାଇଥିଲେ। ହେଲେ ଲକ୍‌ଡାଉନ ପରେ କର୍ମସଂସ୍ଥାନ ହରାଇ ହାହୁତାଶ ମଧ୍ୟରେ ଦିନ କାଟୁଥିବା ୮ପ୍ରବାସୀ...

ଜୁନାଗଡ ଅବକାରୀ ବିଭାଗର ଚଢ଼ାଉ: ୪୧ ଲିଟର ଚୋରାମଦ ଜବତ, ୩ କୋର୍ଟ ଚାଲାଣ

ଜୁନାଗଡ,୧୫।୮(ଡି.ଏନ.ଏ.)  ଜିଲା ଅବକାରୀ ଅଧୀକ୍ଷକ ବିଶ୍ୱନାଥ ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ଜୁନାଗଡ ଅବକାରୀ ବିଭାଗ ଓ ଜିଲା ଭ୍ରାମ୍ୟମାଣ କର୍ମଚାରୀଙ୍କ ମିଳିତି ଉଦ୍ୟମରେ ବୁଧବାର ଜୁନାଗଡ ବ୍ଲକର...

ଖୋର୍ଦ୍ଧା ଜିଲା ଭାଜପା ସଭାପତିଙ୍କ ହୋଟେଲ ସିଲ୍‌

ଖୋର୍ଦ୍ଧା ଅଫିସ,୬ା୪: ଋଣ ଖିଲାପ ଅଭିଯୋଗରେ ବୁଧବାର ଖୋର୍ଦ୍ଧା ଜିଲା ଭାଜପା ସଭାପତି ରଶ୍ମିରଞ୍ଜନ ମହାପାତ୍ରଙ୍କ ମୁକୁନ୍ଦପ୍ରସାଦସ୍ଥିତ ସୂର୍ଯ୍ୟମୁଖୀ ହୋଟେଲକୁ ସିଲ୍‌ କରାଯାଇଛି। ପଞ୍ଜାବ ନ୍ୟାଶନାଲ...

Advertisement
Archives

Model This Week