Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନିଆଁ

ନୂଆଦିଲ୍ଲୀ,୩୧ା୧୨(ଆଇଏଏନ୍‌ଏସ୍‌): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ଲୋକକଲ୍ୟାଣ ମାର୍ଗ ବାସଭବନ କମ୍ପ୍ଲେକ୍ସରେ ସୋମବାର ସନ୍ଧ୍ୟାରେ ଛୋଟ ଧରଣର ଅଗ୍ନିକାଣ୍ଡ ହୋଇଛି। ସର୍ଟ ସର୍କିଟରୁ ନିଆଁ ଲାଗିଥିବାବେଳେ ଏହାକୁ ତୁରନ୍ତ ନିୟନ୍ତ୍ରଣ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ଫୋନ କଲ୍‌ ପାଇ ୯ଟି ନିଆଁଲିଭା ଗାଡ଼ି ପହଞ୍ଚତ୍ଥିଲା। ଇନ୍‌ଭର୍ଟରରୁ ସ୍ପାର୍କିଂ ହୋଇ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନ କିମ୍ବା କାର୍ଯ୍ୟାଳୟ ନୁହେଁ ଏସ୍‌ପିଜି ରିସେପଶନ୍‌ ଅଞ୍ଚଳରେ ନିଆଁ ଲାଗିଥିଲା ବୋଲି ପିଏମ୍‌ଓ ପକ୍ଷରୁ ଟୁଇଟ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଗସ୍ତରେ ଆସିବେ ରୁଷିଆ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୬ ।୧୧: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଭାରତ-ରୁଷିଆ ମଧ୍ୟରେ ୨୧ତମ ଶିଖର ବାର୍ତ୍ତା ପାଇଁ ୬ ଡିସେମ୍ବରକୁ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି ।...

ଲଗାତାର ୫ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ…

ନୂଆଦିଲ୍ଲୀ, ୧୬।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଲଗାତାର ୫ ଦିନ ଧରି...

ଆସାମରେ ୧୯ ଲକ୍ଷ ୯୬ ହଜାର ଭୂତ ଅଙ୍ଗନଓ୍ବାଡ଼ି ହିତାଧିକାରୀ ଖାଉଛନ୍ତି ରନ୍ଧା ଖାଦ୍ୟ

ନୂଆଦିଲ୍ଲୀ,୨୨।୯: ଦେଶରେ ଗର୍ଭବତୀ ଏବଂ ଶିଶୁ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ୧୪ ଲକ୍ଷ ଅଙ୍ଗନଓ୍ବାଡ଼ି କେନ୍ଦ୍ର କାର୍ଯ୍ୟ କରୁଛି। ଏହାଦ୍ୱାରା ୧୦ କୋଟି ହିତାଧିକାରୀ ଉପକୃତ...

ପୁଣି ଉତ୍କଟ ହେଲା ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ,୭ା୬(ଆଇଏଏନ୍‌ଏସ୍‌): ଲକ୍‌ଡାଉନର ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଶର ୬ଟି ପ୍ରମୁଖ ସହରରେ ବାୟୁ ପ୍ରଦୂଷଣ ଯଥେଷ୍ଟ ହ୍ରାସ ପାଇଥିଲା। ତେବେ ଧୀରେ ଧୀରେ ଲକ୍‌ଡାଉନ ଖୋଲିବା ସହ...

ରାଜ୍ୟ ସଭାରେ ସୁଷମାଙ୍କ ପାଇଁ ଶୋକ

ନୂଆଦିଲ୍ଲୀ, ୭।୮: ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପରଲୋକରେ ବୁଧବାର ରାଜ୍ୟ ସଭାରେ ଶୋକ ପ୍ରସ୍ତାବ ଆଗତ ହୋଇଛି। ଅଧ୍ୟକ୍ଷ ଭେଙ୍କୟା ନାଇଡୁ ସୁଷମାଙ୍କ...

ପନିପରିବା-ଫଳ ବିକ୍ରେତାଙ୍କର ହେବ କରୋନା ଟେଷ୍ଟ

ଦୋଡା,୩୧।୫: କରୋନା ଭାଇରସ ସଂକ୍ରମଣ ଧିରେ ବୃଦ୍ଧି ପାଉ ଥିବାରୁ ଏବେ ଏହା ସରକାରଙ୍କ ସମେତ ସାଧାରଣ ଜନତାଙ୍କୁ ମଧ୍ୟ ଚିନ୍ତାରେ ପକାଇ ଦେଇଛି। ଜମ୍ମୁ-କଶ୍ମୀରର...

ନିର୍ଭୟା ମାମଲା: ଫାଶୀଦଣ୍ଡର ସିଧାପ୍ରସାରଣ ପାଇଁ ଚିଠି ଲେଖିଲା ପରି

ନୂଆଦିଲ୍ଲୀ,୧୦।୧: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଅପରାଧୀଙ୍କୁ ଆସନ୍ତା ୨୨ ତାରିଖରେ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।...

ବଢିଲା ସିଦ୍ଧୁଙ୍କ ଅଡୁଆ

ଚଣ୍ଡିଗଡ଼,୧୬।୫: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗିରହିଛି। ଏବେ...

Advertisement
Archives

Model This Week