ପ୍ରତିଦ୍ୱନ୍ଦ୍ୱୀ ବିମୁଖ ରାଧିକା ମଦନ

ମୁମ୍ବାଇ: ବଲିଉଡରେ ବହୁ ନୂଆ ମୁହଁ ଆବିର୍ଭାବ ହେଉଥିଲେ ବି ଅଭିନେତ୍ରୀ ରାଧିକା ମଦନ ପ୍ରତିଦ୍ୱନ୍ଦ୍ୱିତାରେ ବିଶ୍ୱାସ କରନ୍ତି ନାହିଁ। ହିଟ୍‌ ଟିଭି ଶୋ’ ‘ମେରୀ ଆଶିକ୍‌ ତୁମ୍‌ ସେ ହୈ’ରେ ଅଭିନୟ କରିବା ଏବଂ ପରେ କିଛି ରିୟଲିଟି ଶୋ’ରେ ନିଜର କଳାନୈପୁଣ୍ୟ ପ୍ରଦର୍ଶନ କରିବା ପରେ ସେ ଗତବର୍ଷ ‘ପଟାଖା’ରେ ଅଭିନୟ କରି ବଲିଉଡ କଳାକାରର ମାନ୍ୟତା ପାଇଥିଲେ। ଏଥିରେ ତାଙ୍କୁ ଦର୍ଶକଙ୍କ ପକ୍ଷରୁ ଢେର ପ୍ରଶଂସା ମିଳିଥିଲା। ସଫଳତାର ମନ୍ତ୍ର ସମ୍ପର୍କରେ ସେ କହିଲେ, ‘ମୁଁ ସବୁବେଳେ ନିଜର ଦକ୍ଷତା ଉପରେ ନିର୍ଭର କରେ। ଅନ୍ୟ କାହାପରି ହେବାକୁ କିମ୍ବା କାହା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହେଁନାହିଁ।’ ବର୍ତ୍ତମାନର ସାମାଜିକ ଗଣମାଧ୍ୟମ ଯୁଗରେ ଅନେକ ଲୋକ ଚଟୁଳ ବାକ୍ୟରେ ଅନ୍ୟମାନଙ୍କୁ ପ୍ରଭାବିତ କରିପାରୁଛନ୍ତି। ଆମର ସାଧୁତାପୂର୍ଣ୍ଣ କାର୍ଯ୍ୟ, ବିଶ୍ୱାସ ଓ ସ୍ବପ୍ନ ଆମକୁ ସଫଳତା ଦିଗରେ ବାଟ କଢ଼ାଇନେବ।
ରାଧିକା ଏବଂ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’ ଅଭିନେତା ଆଦିତ୍ୟଙ୍କୁ ନିକଟରେ ‘ଟାଇମ୍ସ ଫ୍ରେଶ୍‌ ଫେସ୍‌’ର ଶେଷ ସଂସ୍କରଣ ଲଞ୍ଚ୍‌ ଅବସରରେ ଏକତ୍ର ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଇଫା ୨୦୨୨କୁ ହୋଷ୍ଟ କରିବେ ସଲମାନ

ମୁମ୍ବାଇ: ଅନ୍ତରାଷ୍ଟ୍ରୀୟ ଭାରତୀୟ ଫିଲ୍ମ ଏକାଡେମୀ ୱିକେଣ୍ଡ ଆଣ୍ଡ ଆୱାର୍ଡସର ୨୨ତମ ସଂସ୍କରଣ ୧୮ ଓ ୧୯ ମାର୍ଚ୍ଚ ୨୦୨୨ରେ ୟାଶ ଆଇଜଲ୍ୟାଣ୍ଡ ବା ୟାଶ...

ପ୍ରଶଂସକଙ୍କୁ ଏହି ସୁନ୍ଦର ଉପହାର ଦେଲେ ଦୀପିକା

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ମାଧ୍ୟମରେ ପ୍ରଶଂସକଙ୍କୁ ବାନ୍ଧି ରଖିଛନ୍ତି। ଏବେ ସେ ଗୋଟିଏ ପରେ ଗୋଟିଏ ଫିଲ୍ମରେ ସାଇନ...

ଚର୍ଚ୍ଚାରେ ଶମିତା

ବଲିଉଡ୍‌ରେ ଭାଗ୍ୟ ଏବଂ ପରିଶ୍ରମ ଏକାସାଙ୍ଗରେ କାମ କରିଥାଏ। ସୁପରହିଟ୍‌ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ ମଧ୍ୟ ଭାଗ୍ୟ ବେଳେ ବେଳେ ସାଥ୍‌ ଦେଇ ନ...

ରାନୁ ମଣ୍ଡଳଙ୍କ ପରେ ଏବେ ଭାନୁ ମଣ୍ଡଳଙ୍କ ଗୀତ ‘ଓ ମେରେ ଦିଲ୍‌ କି ଚୈନ୍‌’ ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ,୯।୯: ପଶ୍ଚିମବଙ୍ଗର ରେଳ ଷ୍ଟେଶନ୍‌ରେ ଗୀତ ଗାଇ ପେଟ ପୋଷୁଥିବା ରାନୁ ମଣ୍ଡଳ ସୋସିଆଲ୍‌ ମିଡ଼ିଆ ଯୋଗୁ ଏବେ ମୁମ୍ବାଇରେ ପରିଚିତି ହାସଲ କରିଛନ୍ତି। ହିମେଶ୍‌...

ସାନ ଭାଇଙ୍କୁ ଭେଟିବାକୁ ବାପାଙ୍କ ଘରେ ପହଞ୍ଚିଲେ ସାରା

ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ନିକଟରେ ସାରା ବାପା ସୈଫ୍‌ ଅଲ୍ଲୀ...

ଦିନେ ଚୁମ୍ବନ ଦେଇ ଚର୍ଚ୍ଚାରେ ଥିଲେ, ଆଜି ମିକାଙ୍କ ପାଦ ଛୁଇଁଲେ ଡ୍ରାମା କୁଇନ୍‌

ବଲିଉଡର ପ୍ରସିଦ୍ଧ ଗାୟକ ମିକା ସିଂ ତାଙ୍କ ଗୀତ ଅପେକ୍ଷା ମନ୍ତବ୍ୟ ପାଇଁ ଅଧିକ ଚର୍ଚ୍ଚାରେ ଥା’ନ୍ତି। ମିକା ଆଜି ଜଣେ ବଲିଉଡର ଜଣେ ସଫଳ...

ସେଲିବ୍ରେଶନ ମୁଡ୍‌ରେ ‘କୁଲି ନଂ-୧’ ବରୁଣ

ମୁମ୍ବାଇ: ବରୁଣ ଧାଓ୍ବନ ଏବଂ ସାରା ଅଲି ଖାନ୍‌ଙ୍କ ଅପ୍‌କମିଂ ଫିଲ୍ମ ‘କୁଲି ନଂ-୧’ର ଶୁଟିଂ ଶେଷ ହୋଇଯାଇଛି। ଏହାପରେ ଏକଦମ୍‌ ସେଲିବ୍ରେଶନ ମୁଡ୍‌ରେ ଅଛନ୍ତି...

ଛାଡ଼ପତ୍ର ପରେ ଏହି ଅଭିନେତ୍ରୀମାନେ କରିନାହାନ୍ତି ଦ୍ୱିତୀୟ ବିବାହ

ମୁମ୍ବାଇ: ବଲିଉଡ୍‌ରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଅନେକ ବର୍ଷରୁ ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେଇ ମଧ୍ୟ ଏକାକୀ ଜୀବନ ବିତାଉଛନ୍ତି। ଜାଣନ୍ତୁ ଏହି ଅଭିନେତ୍ରୀଙ୍କ ବିଷୟରେ…...

Advertisement


Archives

Model This Week