Posted inଫୁରସତ

ପୋଲ୍‌କା ଡଟ୍‌ ବେବି ଜେବ୍ରା

ଜେବ୍ରା, ଦେହସାରା ଧଳାରଙ୍ଗର ଷ୍ଟ୍ରାଇପ୍‌ ଥିବା ସୁନ୍ଦର ପ୍ରାଣୀ। ହେଲେ ନିକଟରେ କେନିଆର ମାସାଇ ମାରା ନ୍ୟାଶନାଲ ରିଜର୍ଭରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଜେବ୍ରା ଛୁଆ। ଯାହାର ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। କାରଣ ଉକ୍ତ ଜେବ୍ରା ଛୁଆର ଶରୀରରେ ଧଳାରଙ୍ଗର ପଟି ଭଳି ଦାଗ ନ ଥାଇ ଅଛି ହରିଣଙ୍କ ପରି ପୋଲ୍‌କା ଡଟ୍‌ ଦାଗ। ପାମେଲା ଲେମିନ୍‌ ଯେ କି ଜଣେ ଓ୍ବାଇଲ୍ଡ ଲାଇଫ୍‌ ସ୍ପେଶାଲିଷ୍ଟ କହନ୍ତି, ବୋଧହୁଏ ଜେବ୍ରା ଛୁଆଟି ମେଲାନିଜମ୍‌, ଯାହାକି ଅଲ୍‌ବିନିଜମ୍‌ର ବିପରୀତ ରୋଗରେ ଆକ୍ରାନ୍ତ। ତାଙ୍କ କହିବାନୁସାରେ ଏଭଳି ଜେବ୍ରା ୬ ମାସରୁ ଅଧିକ ସମୟ ବଞ୍ଚି ନ ଥାଆନ୍ତି। ସେ ଯାହା ବି ହେଉ ଏହି ଜେବ୍ରା ଛୁଆଟି ଅନେକଙ୍କ ହୃଦୟ ଜିଣିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତି କି ରେଳ ବଗି ଲାଲ୍‌, ସବୁଜ ଏବଂ ନୀଳ ରଙ୍ଗର କାହିଁକି ହୋଇଥାଏ…

ଭାରତର ଲୋକମାନେ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତୀୟ ରେଳ ଦୁନିଆର ଚତୁର୍ଥ ବୃହତ୍ତମ ରେଳ ନେଟ୍‌ଓ୍ବାର୍କ ଏବଂ ଏସିଆର ଦ୍ୱିତୀୟ ବୃହତ୍ତମ ରେଳ...

ନଦୀରୁ ବାହାରିଲା ରୁପା କଏନ୍‌, ଗାଁ ଲୋକଙ୍କ ଜମିଲା ଭିଡ଼…

ଭୋପାଳ,୯।୮: ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଲାଗି ରହିଛି। ଏପରିସ୍ଥଳେ ସିନ୍ଦ୍‌ ନଦୀ କୂଳରେ ଥିବା ଅଶୋକ ନଗର ଅଞ୍ଚଳର ପଞ୍ଚାବଳୀ ଗାଁର ଲୋକଙ୍କ ମଧ୍ୟରେ ଏକ...

ପୃଥିବୀର ସର୍ବ ବୃହତ୍‌ ଆବାସିକ କଲୋନୀ: ୧୩୫୦୦ ଆପାର୍ଟମେଣ୍ଟରେ ରହିପାରିବେ ୩୦ ହଜାର ଲୋକ

କାହିରା,୪।୨: ମିଶରର ରାଜଧାନୀ କାହିରାରେ ପୃଥିବୀର ସର୍ବ ବୃହତ୍‌ ଆବାସିକ କଲୋନୀ ନିର୍ମାଣ କରାଯାଉଛି। ଏଠାରେ ନିର୍ମିତ ହେବାକୁ ଥିବା ୩୫୦୦ ଆପାର୍ଟମେଣ୍ଟରେ ୩୦ ହଜାର...

ଉତ୍ତର କୋରିଆର ଅଭିଶପ୍ତ ହୋଟେଲ: ୧୯୮୭ରୁ ଆଜିଯାଏ ଶେଷ ହୋଇପାରୁନି ନିର୍ମାଣ କାମ

ଉତ୍ତର କୋରିଆ ଭିନ୍ନ ଆଇନ କାନୁନ ଏବଂ ମିସାଇଲ ପରୀକ୍ଷଣ ପାଇଁ ବିଶ୍ୱରେ ପରିଚିତ। ଏହା ବ୍ୟତିତ ସେଠାରେ ଏମିତି ଅନେକ କିଛି ରହିଛି ଯାହା...

ପକ୍ଷୀକୁ ଉଦ୍ଧାର ପାଇଁ ମଣିଷ କରୁଛି ଏପରି, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ସୁଇମିଂପୁଲରୁ ଝିଣ୍ଟିକାକୁ ଉଦ୍ଧାର କଲା କୁକୁର

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ପଶୁପକ୍ଷୀଙ୍କ ଭିଡିଓ ଭାଇରଲ ହେଉଛି। ଏକ କୁକୁର ପାଣିରେ ଫଶି ଯାଇଥିବା ଝିଣ୍ଟିକାକୁ ଉଦ୍ଧାର କରୁଥିବା ଭିଡିଓ ବର୍ତ୍ତମାନ ଭାଇରାଲ...

ସାଇକେଲ୍‌ରେ ଗଲାବେଳେ ଡେଇଁଲା ବାଘ ଆଉ ତା’ ପରେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ତୁଳସୀ

ବିଷ୍ଣୁପ୍ରିୟା ସେ। ଘରେ ଘରେ ପୂଜିତା । ପବିତ୍ର ଏହାର ପତ୍ରରୁ ମୃତ୍ତିକା ପର୍ଯ୍ୟନ୍ତ । ମୂଳରେ ଏହାର ସବୁ ତୀର୍ଥ । ପୁଣି ପତ୍ରରେ...

Advertisement
Archives

Model This Week