Posted inଜାତୀୟ

‘ପୁଲଓ୍ବାମା ଭଳି ଘଟଣା ହିଁ ମହାରାଷ୍ଟ୍ର ଭାବାବେଗ ବଦଳାଇପାରିବ’

ଔରଙ୍ଗାବାଦ,୨୧ା୯: ମହାରାଷ୍ଟ୍ରରେ ଭାଜପା ନେତୃତ୍ୱାଧୀନ ସରକାର ବିରୋଧରେ ପ୍ରବଳ ଜନଅସନ୍ତୋଷ ଓ ଆକ୍ରୋଶ ରହିଛି। କେବଳ ପୁଲଓ୍ବାମା ଆକ୍ରମଣ ଭଳି ଘଟଣା ରାଜ୍ୟବାସୀଙ୍କ ଭାବାବେଗ ବଦଳାଇପାରେ ବୋଲି ଜାତୀୟବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର କହିଛନ୍ତି। ଔରଙ୍ଗାବାଦରେ ଏନ୍‌ସିପି କର୍ମୀ ସମ୍ମିଳନୀ ପରେ ଖବରଦାତାଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ବିରୋଧରେ ପ୍ରବଳ ଜନଅସନ୍ତୋଷ ଥିଲା। କିନ୍ତୁ ପୁଲଓ୍ବାମା ଆକ୍ରମଣ ପରେ ବାଲାକୋଟ ଏୟାରଷ୍ଟ୍ରାଇକ୍‌ ସମ୍ପୂର୍ଣ୍ଣ ସ୍ଥିତିକୁ ବଦଳାଇଦେଇଥିଲା। ଏଥିରୁ ମୋଦି ସରକାର ଲୋକପ୍ରିୟତା ହାସଲ କରିଥିଲେ। ଆଉ ଏକ ପୁଲଓ୍ବାମା ଆକ୍ରମଣ ଭଳି ସ୍ଥିତି ମହାରାଷ୍ଟ୍ରବାସୀଙ୍କ ମନରେ ପରିବର୍ତ୍ତନ ଆଣିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଦାମ୍‌ ବଢ଼ିଲା, ଚାହିଦା କମିଲା, ୧୫ ଦିନରେ ୧୦ ପ୍ରତିଶତ ହ୍ରାସ…

ନୂଆଦିଲ୍ଲୀ, ୧୬।୪ : ଦେଶରେ ପେଟ୍ରୋଲ ଡିଜେଲ ଦାମ୍‌ରେ ଲଗାତାର ବୃଦ୍ଧି ଜାରି ରହିଛି। ଦାମ୍‌ ବଢ଼ିବା ଯୋଗୁ ଗତ ୧୫ ଦିନ ମଧ୍ୟରେ ଦେଶରେ...

ରାଜନୀତିରୁ ମୋହଭଙ୍ଗ: ପୁଣି ସିଭିଲ୍‌ ସର୍ଭିସ୍‌କୁ ଫେରିବେ ଫୈସଲ!

ମୁମ୍ବାଇ,୨୭।୪: ପୂର୍ବତନ ଆଇଏଏସ ଅଧିକାରୀ ଶାହ ଫୈସଲ ରାଜନୀତିରେ ନିରାଶ ହୋଇଛନ୍ତି। ଜମ୍ମୁ କାଶ୍ମୀରର ପ୍ରଥମ ୟୁପିଏସ୍‌ସି ଟପ୍ପର ହୋଇଥିବା ଫୈସଲ ସିଭିଲ ସର୍ଭିସକୁ ଫେରିବା...

ସନ୍ଧ୍ୟାରେ ଶେଷ ହେବ ପ୍ରଚାର, ଏବେ ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ ଉପରେ ନଜର

ନୂଆଦିଲ୍ଲୀ,୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେବ। ଶେଷ ଦିନରେ ଦିଲ୍ଲୀର ଶାସକ ଦଳ ଆମ ଆଦମୀ ପାର୍ଟି(ଏଏପି)...

କରୋନା ସଂକ୍ରମଣ ରୋକିବା ଲାଗି ଦେଶବ୍ୟାପୀ ଲାଗୁ ହୋଇପାରେ ଭୀଲ୍‌ଓ୍ବାଡ଼ା ମଡେଲ

ନୂଆଦିଲ୍ଲୀ,୬।୪: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଦେଶବ୍ୟାପୀ ରାଜସ୍ଥାନର ଭୀଲଓ୍ବାଡ଼ାରେ ହୋଇଥିବା କାର୍ଯ୍ୟକ୍ରମ ଲାଗୁ କରାଯିବାକୁ ଯୋଜନା କରାଯାଉଛି। ଗତ ମାସରେ...

କୃଷକଙ୍କ ପାଇଁ ବଡ଼ ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୭।୮: କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। ସ୍ବଳ୍ପ ମିଆଦି ଋଣ ଠିକ ସମୟରେ ପରିଶୋଧ କରୁଥିବା ଚାଷୀଙ୍କ ପାଇଁ କ୍ୟାବିନେଟ...

ନଭେମ୍ବର ୪ରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ଏଏପି

ଅହମ୍ମଦାବାଦ,୨୯।୧୦: ଗୁଜରାଟରେ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ନଭେମ୍ବର ୧ କିମ୍ବା ୨ରେ ତାରିଖ ଘୋଷଣା ହୋଇପାରେ। ଦୁଇଟି ପର୍ଯ୍ୟାୟରେ ଏହି ନିର୍ବାଚନ ହୋଇପାରେ। ତେବେ...

୨ ବର୍ଷର ଶିଶୁକୁ ଝୁଣି ମାରିଦେଲେ କୁକୁର

ସୁରଟ,୨୪।୨(ଆଇଏଏନ୍‌ଏସ୍‌):ସୁରଟରେ ୨ ବର୍ଷର ଶିଶୁକନ୍ୟାକୁ ୩/୪ଟି କୁକୁର ଆକ୍ରମଣକରି ଗୁରୁତର ଆହତ କରିଥିଲେ। ୩୦ରୁ ୪୦ କାମୁଡ଼ା କ୍ଷତ ଥିବା ଶିଶୁଟି ସୁରଟର ଏକ ସରକାରୀ...

୨୦୨୨ରେ ଦୁଇଟି ଏସ୍‌-୪୦୦ ପ୍ରତିରକ୍ଷା ପ୍ରଣାଳୀ ମୁତୟନ କରିବ ଭାରତ…

ନୂଆଦିଲ୍ଲୀ,୨୦।୧୧: ଭାରତ ୨୦୨୨ରେ ଦୁଇଟି ଏସ୍‌-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ ମୁତୟନ କରିବ। ରୁଷିଆର ଏହି ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଭାରତୀୟ ସେନାଙ୍କ ଶକ୍ତି ବୃଦ୍ଧି...

Advertisement
Archives

Model This Week