ପୁରୀରୁ ନକଲି ମାଟ୍ରିକ୍‌ ପରୀକ୍ଷାର୍ଥୀ ଗିରଫ

ପୁରୀ ଅଫିସ,୨୨।୨: ପୁରୀ ଜିଲା ସଦର ଥାନା ବାସୁଦେବପୁରର କନକ ଦୁର୍ଗା ହାଇସ୍କୁଲରେ ମାଟ୍ରିକ୍‌ ପରୀକ୍ଷା ଚାଲିଥିବା ବେଳେ ଜଣେ ନକଲି ପରୀକ୍ଷାର୍ଥୀଙ୍କୁ ଶନିବାର ସଦର ପୋଲିସ ଗିରଫ କରିଛି। ଗିରଫ ନକଲି ପରୀକ୍ଷାର୍ଥୀ ହେଉଛନ୍ତି ସୌମ୍ୟ ରଞ୍ଜନ ମହାନ୍ତି। ସେ ପଥରପଦା ହାଇସ୍କୁଲର ଜନୈକ ଛାତ୍ରଙ୍କ ଆଡ୍‌ମିଟ କାର୍ଡ ନେଇ ତାଙ୍କ ନାଁରେ ପରୀକ୍ଷା ଦେଉଥିଲେ। ସେଣ୍ଟର ଶିକ୍ଷକଙ୍କର ସନ୍ଦେହ ହେବାରୁ ପଚରାଉଚରା କରିଥିଲେ। ପରେ ପରୀକ୍ଷାକେନ୍ଦ୍ର ଅଧୀକ୍ଷକ ମଧ୍ୟ ନକଲି ପରୀକ୍ଷାର୍ଥୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ତାଙ୍କ କଥାରୁ ସନ୍ଦେହ ଜାତ ହୋଇଥିଲା । ପରେ ସେ ନକଲି ବୋଲି ଜଣାପଡିବା ପରେ ସୌମ୍ୟ ରଞ୍ଜନଙ୍କୁ ପୋଲିସ ଜିମା ଦେଇଥିଲେ ସ୍କୁଲ କର୍ତ୍ତୃପକ୍ଷ । ଏହି ଘଟଣାକୁ ନେଇ କନକ ଦୁର୍ଗା ସ୍କୁଲର ପ୍ରଧାନଶିକ୍ଷକ ବିଜୟ କୁମାର ରଥ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ଅଭିଯୁକ୍ତଙ୍କୁ ନେଇ କ୍ରାଇମ୍‌ ସିନ୍‌ ରିକ୍ରିଏଶନ୍‌

ବ୍ରହ୍ମପୁର ଅଫିସ,୬ା୩:ବ୍ରହ୍ମପୁର ହିଲ୍‌ପାଟଣା ଅଞ୍ଚଳର କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଶଙ୍କର ମୁନଙ୍କୁ ଗୋଷାଣୀନୂଆଗଁା ଥାନା ପୋଲିସ ଗତ ୩ତାରିଖରୁ...

ସୁଭଦ୍ରାଙ୍କ ରଥ ଚକ ତୁମ୍ବରେ ଫାଟ

ପୁରୀ ଅଫିସ, ୨୯ା୫: ଆସନ୍ତା ଜୁଲାଇ ୪ରେ ରଥଯାତ୍ରା। ଏଥିପାଇଁ ରଥଖଳାରେ ତିନିରଥ ନିର୍ମାଣ ଚାଲିଛି। ସବୁ ରଥର ତୁମ୍ବ ନିର୍ମାଣ ଶେଷ ହୋଇ ଚକ...

ଘାଟିରେ ଅଟୋ ଓଲଟି ୩ ଗୁରୁତର

ଦାରିଙ୍ଗବାଡି/ବ୍ରାହ୍ମଣୀଗଁ।,୨୩।୨(ଡି.ଏନ୍‌.ଏ.)-ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗଁ। ଥାନା ପୁଇଗୁଡା ଘାଟିରେ ଶନିବାର ଅପରାହ୍ନରେ ଏକ ଅଟୋ ଓଲଟି ୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ...

ବଢ଼ୁଛି ପରିକ୍ରମା ପ୍ରକଳ୍ପ ଅଡ଼ୁଆ

ପୁରୀ ଅଫିସ,୧।୩:ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ୧୦୦ ମିଟର ପରିଧିରେ ନିର୍ମାଣ କାର୍ଯ୍ୟ ହୋଇପାରିବନାହିଁ ବୋଲି...

ରମାଦେବୀ ଛାତ୍ରୀ ଝରାଫୁଲ ହତ୍ୟା ମାମଲା: ପୋଲିସ ହାତରେ ରାକେଶର ସାଙ୍ଗ

ଯାଜପୁର/ଭୁବନେଶ୍ୱର,୧୧।୪: ବହୁଚର୍ଚ୍ଚିତ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ହତ୍ୟା ମାମଲାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଯାଜପୁର ପୋଲିସ ପ୍ରାୟ ୩ ମାସ ପରେ ଗିରଫ...

ରାଜସ୍ବ ଆଦାୟରେ ରେକର୍ଡ

କାମାକ୍ଷାନଗର, ୧୪।୬(ଡି.ଏନ.ଏ.) ଲଘୁ ଖଣିଜର ଯଥେଷ୍ଟ ଉତ୍ସ ଥିଲା। ହେଲେ ଠିକ୍‌ ସମୟରେ ସେସବୁ ନିଲାମ ହୋଇ ପାରୁ ନ ଥିଲା। ବାଲି ସଇରାତ, ପଥର ଖାଦାନରୁ...

‘ଦେଶପ୍ରେମର ଅଲିଭା ଦୀପ ବାଘାଯତୀନ’

ବାଲେଶ୍ୱର ଅଫିସ,୧୧।୯-ଭାରତକୁ ସ୍ବାଧୀନତା ମିଳିବାରେ ଅହିଂସା ଆନ୍ଦୋଳନ ସହିତ ସଶସ୍ତ୍ର ଆନ୍ଦୋଳନର ଭୂମିକା କିଛି କମ୍‌ ନ ଥିଲା। ଏଥିପାଇଁ ମାତୃଭୂମିର ବହୁ ବୀରପୁତ୍ର ପ୍ରାଣବଳି...

ପୋଲିସ ପାଇଁ ୧୧ ହଜାର ଟଙ୍କା ଦେଲେ ୬ ବର୍ଷର ଶିଶୁ

ଭୁବନେଶ୍ୱର,୧୩ା୫(ବ୍ୟୁରୋ):କରୋନା ମୁକାବିଲାରେ ଆଗଧାଡ଼ିର ଯୋଦ୍ଧା ସାଜିଛନ୍ତି ପୋଲିସ କର୍ମଚାରୀ। ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଛନ୍ତି। ଲୋକଙ୍କ ପାଇଁ ରାସ୍ତାରେ ଜଗୁଥିବାବେଳେ ଅମାନିଆଙ୍କୁ ଧରି...

Advertisement
Archives

Model This Week