Posted inଖେଳ

ପୁଣି ସେହ୍ବାଗ-ସଚିନ କରିବେ ଓପନିଂ: ମାରିବେ ଛକା, ଚୌକା

ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର। ପୁଣିଥରେ କ୍ରିକେଟ ମୈଦାନରେ ସଚିନ ତେନ୍ଦୁଲକର ଏବଂ ବିରେନ୍ଦ୍ର ସେହ୍ବାଗଙ୍କ ଓପନିଂ ଯୋଡିଙ୍କୁ ଖେଳୁଥିବାର ଦେଖାଯିବ। ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ୍‌ରେ ବିଶ୍ୱର ପ୍ରସିଦ୍ଧ ଖେଳାଳିଙ୍କୁ ନେଇ ଅନୁଷ୍ଠିତ ହେବ। ଏହି ସିରିଜରେ ମୋଟ ୧୧ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ ଇଣ୍ଡିଆ ଲିଜେଣ୍ଡସ ଏବଂ ଓ୍ବେଷ୍ଟଇଣ୍ଡିଜ ଲିେଣ୍ଡେସ ମଧ୍ୟରେ ମାର୍ଚ୍ଚ ୭ରେ ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ। ଇଣ୍ଡିଆ ଲିଜେଣ୍ଡସ ପକ୍ଷରୁ ସଚିନ ଏବଂ ସେହ୍ବାଗ ଓପନିଂ କରିବେ। ଏହି ସିରିଜରେ ମୋଟ ୬ଟି ଟିମ୍‌ ଇଣ୍ଡିଆ ଲିଜେଣ୍ଡସ, ଅଷ୍ଟ୍ରେଲିଆ ଲିଜେଣ୍ଡସ, ଦକ୍ଷିଣ ଆଫ୍ରିକା ଲିଜେଣ୍ଡସ, ଶ୍ରୀଲଙ୍କା ଲିଜେଣ୍ଡସ ଏବଂ ଓ୍ବେଷ୍ଟଇଣ୍ଡିଜ ଲିଜେଣ୍ଡସ ଦଳ ଭାଗ ନେବେ। ୬ଟି ଟିମ୍‌ ମଧ୍ୟରେ ୧୦ଟି ଲିଗ୍‌ ମ୍ୟାଚ୍‌ ଖେଳାଯିବ। ଦୁଇଟି ଶ୍ରେଷ୍ଠ ଟିମ୍‌ ମଧ୍ୟରେ ଫାଇନାଲ ମ୍ୟାଚ୍‌ ମୁମ୍ବାଇର ବ୍ରାବ୍ରୋର୍ନ ଷ୍ଟାଡିୟମରେ ମାର୍ଚ୍ଚ ୨୨ରେ ଖେଳାଯିବ। ସଡକ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରିବା ଲାଗି ଏହି ସିରିଜ୍‌ ଖେଳାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କିସ୍‌ ପୁରୁଷ ରଗ୍‌ବୀ ଦଳ ବିଜୟୀ

ଭୁବନେଶ୍ୱର, ୩୦ା୧(ସ୍ପୋଟର୍‌ସ ବ୍ୟୁରୋ): କିଟ୍‌ ୟୁନିଭର୍ସିଟିର ରଗ୍‌ବୀ ଷ୍ଟାଡିୟମରେ ନ୍ୟାଶନାଲ ୧୫ଏସ୍‌ ମେନ୍‌ ଡିଭିଜନ-୧ ରଗ୍‌ବୀ ଚାମ୍ପିୟନଶିପ୍‌ ୨୦୨୩ ଆରମ୍ଭ ହୋଇଛି। ଏହା ଫେବୃୟାରୀ ୪...

ବିଶ୍ୱ ଚାମ୍ପିୟନଶିପ୍‌: ସିନ୍ଧୁଙ୍କ ବିଜୟ ଅଭିଯାନ

ବାସେଲ(ସୁଇଜରଲାଣ୍ଡ), ୨୧।୮ (ପି.ଟି.): ଅଲିମ୍ପିକ ରୌପ୍ୟ ପଦକ ବିଜୟିନୀ ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ବ୍ୟାଡ୍‌ମିଣ୍ଟନର ସର୍ବୋଚ୍ଚ ପ୍ରତିଯୋଗିତା ବିଶ୍ୱ ଚାମ୍ପିୟନଶିପ୍‌ରେ ବିଜୟରୁ ଅଭିଯାନ ଆରମ୍ଭ...

ଭାରତ ଗସ୍ତ ପୂର୍ବରୁ ଚିନ୍ତାରେ ଇଂଲଣ୍ଡ କୋଚ୍‌: ସିରିଜକୁ ନେଇ କହିଲେ ଏଭଳି…

ନୂଆଦିଲ୍ଲୀ,୨୭।୧: ଚିନ୍ତାରେ ଇଂଲଣ୍ଡ କୋଚ୍‌ କ୍ରିସ୍‌ ସିଲ୍‌ଭରହୁଡ୍‌। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ଦେଖିବା ପରେ ଭାରତୀୟ ଟିମ୍‌କୁ ହରାଇବା କଠିନ ହେବ। ଆଗାମୀ ଟେଷ୍ଟ ସିରିଜ୍‌ରେ...

ଏସିଆନ ବକ୍ସିଂ ଚାମ୍ପିୟନଶିପ୍‌: ଭାରତର ଆଉ ୫ ପଦକ ନିଶ୍ଚିତ

ଦୁବାଇ, ୨୭।୫(ପି.ଟି.)- ତିନି ମହିଳାଙ୍କୁ ମିଶାଇ ଭାରତର ଆଉ ୫ ବକ୍ସର ଏଠାରେ ଚାଲିଥିବା ଏସିଆନ ବକ୍ସିଂ ଚାମ୍ପିୟନଶିପ୍‌ରେ ପଦକ ନିଶ୍ଚିତ କରିଛନ୍ତି। ଏହି ବକ୍ସରମାନେ...

ଦ୍ୱିତୀୟ ଅନ୍‌ଅଫିସିଆଲ ଟେଷ୍ଟ: ଭାରତ-ଏ’ର ସହଜ ବିଜୟ

ପୋର୍ଟ ଅଫ୍‌ ସ୍ପେନ୍‌,୪।୮(ପି.ଟି.)- ଅଫ୍‌ ସ୍ପିନର କ୍ରିଷ୍ଣାପ୍ପା ଗୋଥାମଙ୍କ ୫ ଉଇକେଟ ସଫଳତା ଏବଂ ମୟଙ୍କ ଅଗ୍ରଓ୍ବାଲ, ପ୍ରିୟଙ୍କ ପଞ୍ଜଲ, ଅଭିମନ୍ୟୁ ଈଶ୍ୱରନ ଓ ଅନମୋଲପ୍ରୀତ୍‌...

ମାର୍‌କ୍ରାମ, ମଲ୍‌ଡରଙ୍କ ଶତକ

ମହୀଶୂର, ୧୯।୯(ପି.ଟି.)- ଘରୋଇ ଭାରତ-ଏ ବିପକ୍ଷରେ ସ୍ଥାନୀୟ ଶ୍ରୀକାନ୍ତ ଦତ୍ତ ନରସୀମା ରାଜା ଓ୍ବାଡିୟର ଗ୍ରାଉଣ୍ଡରେ ଚାଲିଥିବା ଅନ୍ତିମ ତଥା ୨ୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ...

‘ଶୂନ’ରେ ଆଉଟ୍‌ ହେବା ପରେ ଏମିତି କାମ କରି ଟ୍ରୋଲ୍‌ ହେଲେ ରସେଲ

ମୁମ୍ବାଇ,୨୯।୪: ଆଇପିଏଲ ୨୦୨୨ର ୪୧ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଯାଇଥିବା କୋଲକାତା ନାଇଟ ରାଇଡର୍ସ (କେକେଆର୍‌)କୁ ୪ ଉଇକେଟରେ ପରାସ୍ତ କରିଛି। କୋଲକାତା ନାଇଟ...

ସମ୍ମାନ ରଖିଲା ଶତକୀୟ ଭାଗୀଦାରି

ଭୁବନେଶ୍ୱର,୧୪।୧୨(କ୍ରୀଡ଼ା ପ୍ରତିନିଧି): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆନୁକୂଲ୍ୟରେ ରଣଜୀ ଟ୍ରଫି ସିଜନ ୨୦୨୨-୨୩ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ସ୍ଥାନୀୟ ବିକାଶ ଗ୍ରାଉଣ୍ଡରେ ବରୋଦା...

Advertisement
Archives

Model This Week