ପୁଣି ବଡ଼ ପରଦାରେ ନଜର ଆସିବେ ଦୀପିକା-ରଣବିର

ମୁମ୍ବାଇ: ବଡ ପରଦାରେ ଅନେକ ସୁପରହିଟ୍‌ ଫିଲ୍ମ ଭେଟି ଦେଇଛି ବଲିଉଡ ଅଭିନେତା ରଣବିର କପୁର ଏବଂ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନଙ୍କ ଯୋଡ଼ି।‘ତମାଶା’, ‘ୟେ ଜବାନୀ ହୈ ଦିଓ୍ବାନୀ’ ଆଦିରେ ଉଭୟଙ୍କ ଦମଦାର୍‌ ଅଭିନୟ ପ୍ରଶଂସକଙ୍କ ମନରେ ସ୍ବତନ୍ତ୍ର ଛାପ ଛାଡ଼ିଛି। ଏପରିସ୍ଥଳେ ପୁଣି ଥରେ ଉଭୟ ଏକାଠି ହୋଇପାରନ୍ତି ବୋଲି କୁହାଯାଉଛି। ନିର୍ଦ୍ଦେଶକ ଲବ ରଞ୍ଜନଙ୍କ ଆଗାମୀ ପ୍ରୋଜେକ୍ଟରେ ଉଭୟ କାମ କରିବେ। ନିକଟରେ ସେମାନେ ଲବଙ୍କ ଅଫିସକୁ ଯାଇ କଥାବାର୍ତ୍ତା କରି ଫେରିଛନ୍ତି। ରଣବିର-ଦୀପିକାଙ୍କ ବ୍ୟତିତ ଅଜୟ ଦେବଗନ ମଧ୍ୟ ଫିଲ୍ମରେ ନଜର ଆସିବେ। ସେ ରଣବିରଙ୍କ ବାପା ଭୂମିକାରେ ନଜର ଆସିବେ। ଚଳିତ ବର୍ଷ ଶେଷ ଆଡ଼କୁ ଚଳଚ୍ଚିତ୍ରଟି ପରଦାକୁ ଆସିବ।

ଉଭୟଙ୍କ ବର୍ତ୍ତମାନର କାମକୁ ଯଦି ଦେଖିବା, ରଣବିର ବ୍ରହ୍ମାସ୍ତ୍ରରେ ନଜର ଆସିବେ। ଏଥିରେ ତାଙ୍କ ସହ ଅଛନ୍ତି ଆଲିଆ, ମୌନି ରୟ ଏବଂ ଅମିତାଭ ବଚ୍ଚନ। ସେହିଭଳି ଦୀପିକା ସ୍ବାମୀ ରଣବୀରଙ୍କ ସହ କପିଲ ଦେବଙ୍କ ଜୀବନକାହାଣୀକୁ ନେଇ ପ୍ରସ୍ତୁତ ହେଉଥିବା ଫିଲ୍ମ ‘୮୩’ରେ ନଜର ଆସିବେ। ଏହାର ନିର୍ଦ୍ଦେଶନା ଦେଉଛନ୍ତି କବିର ଖାନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଆସିମ୍‌ଙ୍କ ସମର୍ଥନରେ WWE ଷ୍ଟାର ଜନ୍‌: ଧନ୍ୟବାଦ ଜଣାଇଲେ ପ୍ରଶଂସକ

ବମ୍ବେ: ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ବସ୍‌’ର ଫାଇନାଲ ଯେତେ ପାଖେଇ ଆସୁଛି, ପ୍ରତିଯୋଗୀମାନେ ସେତିକି ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ବଡ଼ କଳାକାର ନଚେତ...

ପ୍ରଥମେ ନା, ପରେ ହଁ

ସୋନାକ୍ଷୀ ସିହ୍ନାଙ୍କ ଅଭିନୀତ ପ୍ରଥମ ସିନେମା ଥିଲା ‘ଦବଙ୍ଗ’। ହେଲେ ତାଙ୍କୁ ଯେତେବେଳେ ଏହି ଅଫର ମିଳିଲା ସେ ରାଜି ହୋଇ ନ ଥିଲେ। ତା’ପରେ...

ଐଶ୍‌ଙ୍କ ଉପରେ ହାତ ଉଠାଇ ଦେଉଥିଲେ ସଲମାନ୍‌, ସହକଳାକାରଙ୍କ ସହ ସମ୍ପର୍କ ଥିବା ନେଇ କରୁଥିଲେ ସନ୍ଦେହ

ବମ୍ବେ: ବଲିଉଡ୍‌ର ଚର୍ଚ୍ଚିତ ପ୍ରେମ କାହାଣୀ ଭିତରୁ ସଲମାନ ଖାନ-ଐଶ୍ୱର୍ଯ୍ୟା ରାୟଙ୍କ ସମ୍ପର୍କ ଅନ୍ୟତମ। ଏକ ସମୟରେ ସେମାନଙ୍କ ବ୍ରେକ୍‌ଅପ୍‌ ପ୍ରଶଂସକଙ୍କୁ ଶକ୍ତ ଧକ୍କା ଦେଇଥିଲା।...

ବାପା ଧର୍ମେନ୍ଦ୍ରଙ୍କ କଥା ଶୁଣି ପ୍ରେମକୁ ଭୁଲିବାକୁ ବାଧ୍ୟ ହୋଇଥିଲେ ଦୁଇପୁଅ; ନଚେତ ଏହି ଦୁଇ ଅଭିନେତ୍ରୀ ହୋଇଥାନ୍ତେ ବୋହୂ

ବମ୍ବେ: ବଲିଉଡ୍‌ ଅଭିନେତା ଧର୍ମେନ୍ଦ୍ର ଦୁଇଟି ବିବାହ କରିଛନ୍ତି। ପ୍ରଥମ ପତ୍ନୀ ପ୍ରକାଶ କୌରଙ୍କଠାରୁ ତାଙ୍କର ଦୁଇ ପୁଅ ରହିଥିବା ବେଳେ ଦ୍ୱିତୀୟ ସ୍ତ୍ରୀ ହେମାମାଳିନୀ...

ମାତୃତ୍ୱ ଅବକାଶକୁ ଅନୁଷ୍କାଙ୍କ ନା: ଗର୍ଭାବସ୍ଥାର ସାତ ମାସରେ କଲେ ଶୁଟିଂ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ନିଜ ଫିଲ୍ମ ଓ ଅଭିନୟକୁ ନେଇ ତ ଆଉ କେତେବେଳେ ତାଙ୍କ କାର୍ଯ୍ୟକଳାପକୁ...

ଜ୍ଞାନବ୍ୟାପି ମସଜିଦ ବିବାଦକୁ ନେଇ କଙ୍ଗନା ଦେଲେ ‘ଧାକଡ’ ଜବାବ

ମୁମ୍ବାଇ: ବାରାଣସୀର ଜ୍ଞାନବ୍ୟାପି ମସଜିଦ ବିବାଦ ମଧ୍ୟରେ ବଲିଉଡ ନାୟିକା କଙ୍ଗନା ରାନାୱତ କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ କରିବାକୁ ଯାଇଛନ୍ତି । ସୋସିଆଲ ମିଡିଆରେ...

କୃଷ୍ଣସାର ଶିକାର ମାମଲା: ସଲମାନ ଆଶ୍ୱସ୍ତ

ନୂଆଦିଲ୍ଲୀ, ୧୧।୨: କୃଷ୍ଣସାର ଶିକାର ମାମଲାରେ ବଲିଉଡ୍‌ ଷ୍ଟାର ସଲମାନ ଖାନଙ୍କ ବିରୋଧରେ ରାଜସ୍ଥାନ ସରକାରଙ୍କ ପକ୍ଷରୁ ଦାୟର ହୋଇଥିବା ଯାଚିକାକୁ ଗୁରୁବାର ଜୋଧପୁର ଜିଲା...

ବିବାଦରେ ହନି ସିଂ: ‘ମଖନା’ ଗୀତକୁ ନେଇ ମାମଲା ରୁଜୁ

ଚଣ୍ଡିଗଡ଼,୯।୭: ର଼୍ୟାପ୍‌ ଗାୟକ ହନି ସିଂ ପୁଣି ବିବାଦ ଘେରକୁ ଚାଲିଆସିଛନ୍ତି। ମୋହାଲିରେ ତାଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି। ହନି ସିଂଙ୍କ...

Advertisement
Archives

Model This Week