ପୁଣି ଦୀପିକା ମା’ ହେବାକୁ ଯାଉଥିବା ନେଇ ଚର୍ଚ୍ଚା

ମୁମ୍ବାଇ: ପୁଣି ଦୀପିକା ମା’ ହେବାକୁ ଯାଉଥିବା ନେଇ ଚର୍ଚ୍ଚା। ଚଳିତ ବର୍ଷ ଆଇଫା ଆଓ୍ବାର୍ଡସ୍‌ରେ ଦୀପିକା ପର୍ପଲ(ବାଇଗେଣୀ) ରଙ୍ଗର ଏକ ଗାଉନ୍‌ ପିନ୍ଧିଥିଲେ। ନିଜ ଗ୍ଲାମରସ୍‌ ଲୁକ୍‌ର କିଛି ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରିଥିଲେ।  ଏବେ ଏହି ଫଟୋକୁ ନେଇ ପୁଣି ଥରେ ଦୀପିକା ମା’ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି। ଫଟୋଟିରେ ଦୀପିକାଙ୍କ ବେବି ବମ୍ପ ଦିଶୁଥିବା ପ୍ରଶଂସକମାନେ ମତ ରଖୁଛନ୍ତି। ଏପରିକି କେହି କେହି ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ମଧ୍ୟ ପଛାଉ ନାହାନ୍ତି। ପୂର୍ବରୁ ମଧ୍ୟ ଦୀପିକା ମା’ ହେବାକୁ ଯାଉଥିବା ଚର୍ଚ୍ଚା ହୋଇଛି। ହେଲେ ତାହା ମିଥ୍ୟା ବୋଲି ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ହେଲା ଭିଲେର ଟ୍ରେଲର

ମୁମ୍ବାଇ: ଅଭୟ ଦେୱଲ ଓ କରନ ଦେୱଲଙ୍କ ଆଗାମୀ ଫିଲ୍ମ ‘ଭିଲେ’ର ଟ୍ରେଲର ରିଲିଜ୍ ହୋଇଛି । ଗୁରୁବାର ଏହା ରିଲିଜ୍ ହୋଇଥିବା ବେଳେ କମେଡିରେ...

ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତାଙ୍କ ବାପା

ବଲିଉଡ୍‌ ଅଭିନେତା ଶର୍ମନ ଯୋଶୀଙ୍କ ପିତା ଅରବିନ୍ଦ ଯୋଶୀଙ୍କର ଶୁକ୍ରବାର ମୃତ୍ୟୁ ଘଟିଛି। ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଛି। ତେବେ ମୃତ୍ୟୁର କାରଣ...

ମା’ଙ୍କ ମୃତ୍ୟୁରେ ଭାଙ୍ଗି ପଡିଲେ ଅକ୍ଷୟ

ଅକ୍ଷୟ କୁମାରଙ୍କ ମା ଅରୁଣା ଭାଟିଆଙ୍କ ଦେହାନ୍ତ ହୋଇଛି। ବୁଧବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏହି ଦୁଃଖଦ ଖବର ବିଷୟରେ ଅକ୍ଷୟ...

‘ଗଜନି’ ଲୁକ୍‌ରେ ପୁଣି ଫେରିବେ ଆମିର!

‘ଗଜନି’ ଲୁକ୍‌ରେ ପୁଣି ଫେରିବେ ଆମିର! ମୁମ୍ବାଇ: ବଲିଉଡ୍‌ ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କ ଜନ୍ମଦିନ ପୂର୍ବରୁ ଏକ ଖୁସି ଖବର ଆସିଛି। ଆମିର ପୁଣିଥରେ...

ଏମିତି ଡ୍ରେସ୍‌ ପିନ୍ଧି ଟ୍ରୋଲ୍‌ ହେଲେ ଶାହାରୁଖଙ୍କ ଝିଅ

ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରରେ କିଙ୍ଗ୍‌ଖାନ୍‌ ଶାହାରୁଖଙ୍କ ଝିଅ ସୁହାନାଙ୍କୁ ଦେଖିବାକୁ ମିଳିଛି। ସେ ଲଣ୍ଡନରୁ ଫେରିଛନ୍ତି। ଏବେ ତାଙ୍କୁ ବହୁତ ଟ୍ରୋଲ୍‌ କରାଯାଉଛି। ସୁହାନା ଏକ...

ଏହି ଦିନ ଓଟିଟିରେ ରିଲିଜ୍‌ ହେବ ଫିଲ୍ମ ‘କାନ୍ତାରା’

ଋଷବ ଶେଟ୍ଟୀଙ୍କ ଫିଲ୍ମ ‘କାନ୍ତାରା’ ଚଳିତ ବର୍ଷ ସବୁଠାରୁ ହିଟ ଫିଲ୍ମ ମଧ୍ୟରୁ ଅନ୍ୟତମ। ଏହି ଫିଲ୍ମଟି ପ୍ରଥମେ କନ୍ନଡରେ ମୁକ୍ତିଲାଭ କରିଥିଲା। ପରେ ଏକ...

ବିବାହର ୧୧ ବର୍ଷ ପରେ ମା’ ହେଲେ ଏହି ଅଭିନେତ୍ରୀ

ଟିଭି ଅଭିନେତ୍ରୀ ଦେବିନା ବାନାର୍ଜୀ ମା’ ହୋଇଛନ୍ତି। ବିବାହର ୧୧ ବର୍ଷ ପରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଦେବିନାଙ୍କ ସ୍ବାମୀ ତଥା...

ସବୁଠାରୁ ବଡ ଏଜେନ୍ସି ସହ ସାଇନ୍ କଲେ ଦୀପିକା!

ମୁମ୍ବାଇ; ବଲିଉଡ୍ ନାୟିକା ଦୀପିକା ପାଦୁକୋନ ହଲିଉଡ୍‌ର ଟ୍ୟାଲେଣ୍ଟ ଏଜେନ୍ସି ଆଇସିଏମ୍ ସହ ହାତ ମିଳାଇଛନ୍ତି । ଆଇସିଏମ୍ ସୂଚିରେ ବଡ ବଡ ହଲିଉଡ କଳାକାରଙ୍କ...

Advertisement
Archives

Model This Week