Posted inଜାତୀୟ

ପୁଣି ଜମ୍ମୁ-କଶ୍ମୀରରେ ଗସ୍ତରେ ଗଲେ ଅଜିତ ଡୋଭାଲ

ଶ୍ରୀନଗର,୨୬।୯: ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ପରେ ବୁଧବାର ପୁଣି ଥରେ ଶ୍ରୀନଗରରେ ପହଞ୍ଚିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଗତ ଦେଢ ମାସ ଭିତରେ ଡୋଭାଲଙ୍କ ଏହା ଦ୍ୱିତୀୟ କଶ୍ମୀର ଗସ୍ତ। ଏହି ଗସ୍ତ କାଳରେ ସେ ସୁରକ୍ଷା ଅଧିକାରୀଙ୍କ ସହ ରାଜ୍ୟ ସୁରକ୍ଷା ପରିସ୍ଥିତି ଅନୁଧ୍ୟାନ କରିବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରୁ ଗତ ଅଗଷ୍ଟ ୫ରେ ୩୭୦ ଅନୁଚ୍ଛେଦ ଉଠାଦିଆଯାଇଥିଲା। ଏହାପରେ ଡୋଭାଲ ପ୍ରଥମଥର ସେଠାକୁ ଯାଇ ୧୧ ଦିନ ରହି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେରଳ ବିମାନ ଦୁର୍ଘଟଣା: ଉଦ୍ଧାର କାର୍ଯ୍ୟରେ ନିୟୋଜିତ ୨୨ ଅଧିକାରୀ କରୋନା ପଜିଟିଭ

ତିରୁଭାନନ୍ତପୁରମ,୧୪।୮: କେରଳ ବିମାନ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ୨୨ ଅଧିକାରୀ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରେ ଜଣେ ଜିଲାପାଳ ଓ...

ଶ୍ମଶାନ ଆଗରେ ଲମ୍ବା ଲାଇନ୍‌: ଦିନରାତି ଜଳୁଛି ଜୁଇ….

ନୂଆଦିଲ୍ଲୀ,୧୫।୪: ଦେଶରେ କରୋନା ସଂକ୍ରମଣ ବେଲଗାମ ହେବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ଥିତି ଅଣାୟତ୍ତ ହୋଇଛି। ଆକ୍ରାନ୍ତଙ୍କ...

ପାଇଲଟଙ୍କୁ ମନାଇବେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୩।୭: ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ ହୁଏତ ଅଶୋକ ଗେହଲଟଙ୍କ ସରକାର ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି। କିନ୍ତୁ ଦଳ ତାଙ୍କୁ ହରାଇବାକୁ ଚାହୁଁନାହିଁ। ରାଜନୈତିକ...

ହସ୍ପିଟାଲରେ ମିଳିଲାନି ଶଯ୍ୟା: ହାତରେ ସାଲାଇନ୍‌ ବୋତଲ ଧରି ଆହତ ପିତାଙ୍କ ସହ ବୁଲିଲେ ନାବାଳକ

ଆରା,୬।୧୧: ଲୋକଙ୍କୁ ଭଲ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ତାହା କେତେଦୂର ସତ? ଦେଶରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ...

ରାହୁଲ ପର୍ଦ୍ଦାପଛର ନାୟକ: ସୋନିଆ ନାମକୁ ମାତ୍ର ଅଧ୍ୟକ୍ଷା

ନୂଆଦିଲ୍ଲୀ, ୨୬।୮: କଂଗ୍ରେସର ନେତୃତ୍ୱ ସଙ୍କଟ ନେଇ ଦଳୀୟ ଅସନ୍ତୋଷ ଏବେ ପଦାରେ ପଡ଼ିଛି। ଦଳରେ ସୋନିଆ ଗାନ୍ଧୀ ଅଧ୍ୟକ୍ଷା ବୋଲାଉଥିଲେ ମଧ୍ୟ ପ୍ରକୃତ ନିୟନ୍ତ୍ରଣ...

ନେପାଳରେ ମୃତ ଓଡ଼ିଆ ତୀର୍ଥଯାତ୍ରୀଙ୍କ ପରିବାରକୁ ସମବେଦନା ଜଣାଇଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ, ୧୨।୬: ନେପାଳରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଓ ତୀର୍ଥଯାତ୍ରୀଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ମୃତକଙ୍କ ପରିବାରକୁ...

୧୧୨ କରୋନା ରୋଗୀଙ୍କ ଚିକିତ୍ସା କରୁଛନ୍ତି ମାତ୍ର ୨ ନର୍ସ

ବେଙ୍ଗାଲୁରୁ,୧୯।୭: କର୍ନାଟକରେ କରୋନା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବେଙ୍ଗାଲୁରୁରେ ସର୍ବାଧିକ ମାମଲା ସାମ୍ନାକୁ ଆସୁଛି। ଫଳରେ ୨୨ ଜୁଲାଇ ପର୍ଯ୍ୟନ୍ତ ଏଠାରେ ଲକ୍‌ଡାଉନ୍‌ ଘୋଷଣା...

ଆତଙ୍କବାଦୀ ଅନୁପ୍ରବେଶ ପାଇଁ ସୁଯୋଗକୁ ଚାହିଁ ବସିଛି ପାକିସ୍ତାନ: ଜାଣିଶୁଣି କରୁଛି ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର,୧୧।୧୧: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଲଗାତାର ଉତ୍ତେଜନା ବଢ଼ିବାରେ ଲାଗିଛି। ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ସୁଯୋଗ ପାଇଁ ପାକିସ୍ତାନ ଜାଣିଶୁଣି ଏଭଳି କରୁଥିବା...

Advertisement
Archives

Model This Week