ପୁଣି ଚର୍ଚ୍ଚାରେ ଅମିରଙ୍କ ଝିଅ ଇରା

ଅମିର ଖାଁଙ୍କ ଝିଅ ଇରା ଏବେ ଚର୍ଚ୍ଚାରେ। କେତେବେଳେ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ନେଇ ତ ଆଉ କେତେବେଳେ ନିଜର ଫଟୋଶୁଟ୍‌କୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ଏବେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏସବୁ ଫଟୋ ଶେୟାର କରିଛନ୍ତି। ଇରା ପ୍ରତିଥର ଭିନ୍ନ ଭିନ୍ନ ପୋଜ୍‌ରେ ଫଟୋ ଉଠାଇଛନ୍ତି।

ଏବେ ଏକ ନୂଆ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସେ ଏକ ଗଛରେ ଲାଲ୍‌ ରଙ୍ଗର ଗାଉନ୍‌ ପିନ୍ଧି ଚଢ଼ିଥିବା ଦେଖିବାକୁ ମିଳିଛି। ଏହା ସହିତ କ୍ୟାପଶନ ମଧ୍ୟ ଲେଖିଛନ୍ତି। ସବୁବେଳେ ଗୋଟିଏ ଟ୍ରି ହାଉସ୍‌ ଚାହୁଁଛି ବୋଲି ଲେଖିଛନ୍ତି। ଏହି ଫଟୋ ଶେୟାର ପରେ ଫ୍ୟାନ୍‌ମାନେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି। କିଛି ୟୁଜର ମଧ୍ୟ ଟ୍ରୋଲ କରିଛନ୍ତି। ଗଛରୁ ଯେମିତି ପଡ଼ି ନ ଯାଅ।


Enter your email to get our daily news in your inbox.

All Right Reserved By Dharitri.Com

ଆଇପିଏଲ୍‌କୁ ଅଧିକ ରୋମାଞ୍ଚକର କଲା ସୁହାନାଙ୍କ ଏକ୍ସପ୍ରେଶନ: ଫଟୋ ଭାଇରାଲ

ମୁମ୍ବାଇ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସିଜିନରେ ଚାଲୁରହିଛି। ଶୁକ୍ରବାର ଶାହାରୁଖ୍‌ ଖାନ୍‌ଙ୍କ ଟିମ୍‌ କୋଲକାତା ନାଇଟ୍‌ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁହାଁମୁହିଁ...

ସାମ୍ନାକୁ ଆସିଲା ସତୀଶଙ୍କ ବ୍ୟବଚ୍ଛେଦ ରିପୋର୍ଟ

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ପରଲୋକ ଘଟିଛି। ତେବେ ଶେଷ ରୀତିନୀତି ପୂର୍ବରୁ ସତୀଶଙ୍କ ପୋଷ୍ଟମର୍ଟମ କରାଯାଇଥିଲା। ବର୍ତ୍ତମାନ ସତୀଶଙ୍କ...

ସ୍ବୟଂବର ରଚିବେ ମିକା

ପ୍ରସିଦ୍ଧ ଗାୟକ ମିକା ସିଂ ୪୪ ବର୍ଷ ବୟସରେ ମଧ୍ୟ ସିଙ୍ଗ୍‌ଲ ଅଛନ୍ତି। ଯଦିଓ ତାଙ୍କ ନାମ କିଛି ଯୁବତୀଙ୍କ ସହ ଯୋଡାଯାଇଛି, କିନ୍ତୁ ସେ...

ଅନେକ ଭୁଲ୍‌ ନିଷ୍ପତ୍ତି ନେଇଛନ୍ତି ରାଧିକା

ମୁମ୍ବାଇ: କ୍ୟାରିୟର୍‌ରେ ବହୁ ଭୁଲ୍‌ ନିଷ୍ପତ୍ତି ନେଇଥିବା କହିଛନ୍ତି ବଲିଉଡ୍‌ ଅଭିନେତ୍ରୀ ରାଧିକା ଆପ୍‌ତେ। ୨୦୧୦ରେ ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଲ ବର୍ମାଙ୍କ ଚଳଚ୍ଚିତ୍ର ‘ରକ୍ତ...

ଓକିଲ ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର କୁଲ୍‌ ଅଭିନେତ୍ରୀ ଇଶା ଗୁପ୍ତା ନିଜ ପାଇଁ ଏକ ବିଶେଷ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ମୁଁ ଦୁଃଖିତ ଯେ, ପିଲାଦିନେ କୌଣସି...

ଯନ୍ତ୍ରଣା ବଖାଣିଲେ ଡ୍ରାମା କୁଇନ୍

ଅଭିନେତ୍ରୀ ରାଖୀ ସାୱନ୍ତ ତାଙ୍କ ସ୍ବାମୀ ରିତେଶଙ୍କଠାରୁ ଅଲଗା ହୋଇଛନ୍ତି। ସେମାନେ ସେମାନଙ୍କର ତିନି ବର୍ଷର ବିବାହକୁ ଭାଙ୍ଗି ଦେଇଛନ୍ତି। ଭାଲେଣ୍ଟାଇନ୍ସ ଡେ’ର ଗୋଟିଏ ଦିନ...

ଦର୍ଶକଙ୍କୁ ପସନ୍ଦ ଆସିଲା ଅକ୍ଷୟ-ମାନୁଷିଙ୍କ ଖୁବ୍ ସୁନ୍ଦର କେମେଷ୍ଟ୍ରି

ମୁମ୍ବାଇ: ବଲିଉଡ ମୁଭି ‘ପୃଥ୍ୱିରାଜ’ର ଟ୍ରେଲର ରିଲିଜ୍ ହୋଇ ସାରିଛି । ଏବେ ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ବଢି ଯାଇଛି । ଟ୍ରେଲରରେ...

କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲଙ୍କୁ ପଦ୍ମଶ୍ରୀ

ଭୁବନେଶ୍ୱର,୫।୪(ବ୍ୟୁରୋ): ପଦ୍ମ ସମ୍ମାନରେ ସମ୍ମାନିତ ହେଲେ ଲୋକପ୍ରିୟ କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ। ରଙ୍ଗବତୀ ଗୀତର ମୂଳ ଗାୟିକା କ୍ରିଷ୍ଣା ପଟେଲଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମଶ୍ରୀ...

Advertisement
Archives

Model This Week