ପୁଣିଥରେ ଏକାଠି କାମ କରିବେ ସଲମାନ, ସତିଶ

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ସତିଶ କୌଶିକ ଓ ଅଭିନେତା ସଲମାନ ଖାଁ ପୁଣିଥରେ ଏକାଠି ହେବାକୁ ଯାଉଛନ୍ତି। ଶୁଣିବାକୁ ମିଳିଛି କି ପୂର୍ବରୁ ଏମାନଙ୍କ ଯୋଡି ‘ତେରେନାମ୍‌’ ଭଳି ହିଟ୍‌ ଫିଲ୍ମ ଭେଟି ଦେଇଥିବା ବେଳେ ଏବେ ଏହାର ସିକ୍ୟୁଏଲ ନିର୍ମାଣ କରାଯିବ ବୋଲି ଶୁଣାଯାଉଛି। ତେବେ ଏହାର ସିକ୍ୟୁଏଲରେ ସତିଶ ଓ ସଲମାନ ଉଭୟେ ନିର୍ଦ୍ଦେଶନା ଦେବେ ବୋଲି କୁହାଯାଉଛି। ୨୦୦୩ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମର ଗୀତ ଆଜିବି ଦର୍ଶକ ତଥା ଶ୍ରୋତାଙ୍କ ନିକଟରେ ଅଭୁଲା ହୋଇ ରହିଛି। ଏବେ କିନ୍ତୁ ଉଭୟ ‘କାଗଜ’ରେ କାମ କରିବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ରଜନୀକାନ୍ତଙ୍କଠାରୁ ଆରମ୍ଭ କରି ରଣବୀର ସିଂହ: ନିଜର ସରନେମ୍‌ ହଟାଇଛନ୍ତି ଏହି ୬ କଳାକାର; ପୁରା ନାମ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ଅଭିନୟ ପାଇଁ ନିଜ ନାମ ମଧ୍ୟ ବଦଳାଇଦେଇଥାଏ କଳାକାର। ବଲିଉଡ୍‌ରେ କିଛି କଳାକାର ଅଛନ୍ତି ଯେଉଁମାନେ ଫିଲ୍ମଦୁନିଆ ପାଇଁ ନିଜର ନାମ ପରିବର୍ତ୍ତନ କରିଛନ୍ତି। ସେହିଭଳି...

ସାମ୍ନାକୁ ଆସିଲା ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ପଛର ସତ !

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଇତି ମଧ୍ୟରେ ଏକ ମାସ ବିତିଲାଣି। ହେଲେ ପ୍ରଶଂସକମାନେ ତାଙ୍କ ମୃତ୍ୟୁକୁ ଗ୍ରହଣ କରିବାକୁ ନାରାଜ। ଅପରପକ୍ଷେ...

ବିକିଙ୍କ ନାଁରେ ମାମଲା ରୁଜୁ

ନୂଆ ବର୍ଷ ଅଭିନେତା ବିକି କୌଶଲଙ୍କ ପାଇଁ ନୂଆ ଅସୁବିଧା ଆଣିଛି। ଭିକି ଏବଂ ଅଭିନେତ୍ରୀ ସାରା ଅଲି ଖାନ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ପରବର୍ତ୍ତୀ...

ପୂର୍ବତନ ମିସ୍‌ ଇଣ୍ଡିଆ ଏବେ ଲାଇମ୍‌ଲାଇଟ୍‌ରୁ ଦୂରରେ

ମୁମ୍ବାଇ: ୮୦ ଓ ୯୦ ଦଶକର ଏହି ଅଭିନେତ୍ରୀ ନିଜର ସୌନ୍ଦର୍ଯ୍ୟ ଓ ଅଭିନୟ ଜାଦୁରେ ସମସ୍ତଙ୍କ ମନ୍ତ୍ରମୁଗ୍ଧ କରିଥିଲେ। ନିଜର ସୌନ୍ଦର୍ଯ୍ୟ ପାଇଁ ମିସ୍‌...

ବିବାହର ଗୋଟିଏ ଦିନ ପରେ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କଲେ ମୋନା

‘ଜସି ଜୈସି କୋଇ ନହିଁ’ ଟିଭି ସିରିୟଲର ଅଭିନେତ୍ରୀ ମୋନା ସିଂହ ଡିସେମ୍ବର ୨୭ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହର ଗୋଟିଏ ଦିନ ପରେ...

ଦ୍ୱାଦଶ ଫେଲ୍‌ ପରେ ରୋଷେୟା ହେବାକୁ ଚାହୁଁଥିଲେ, ଆଜି ସୁପରଷ୍ଟାର୍‌ ଅଭିନେତା

ସାଉଥ୍‌ ସୁପରଷ୍ଟାର ଧନୁଷ ଆଜି ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ଜଣେ ଅଭିନେତା, ଲେଖକ, ନିର୍ମାତା, ନିର୍ଦ୍ଦେଶକ ଏବଂ ପ୍ଲେବ୍ୟାକ୍‌ ସିଙ୍ଗର ଭାବେ ଧନୁଷ ଫିଲ୍ମ...

ସୈଫ୍‌ଙ୍କ ଅବିକଳ ଦିଶୁଛନ୍ତି ତୈମୁର, କରିନା ଶେୟାର କଲେ ଫଟୋ

ବମ୍ବେ: ପିଲାଟି ଦିନୁ ଚର୍ଚ୍ଚାରେ ରହିଆସୁଥିବା ତୈମୁର ଅଲ୍ଲୀ ଖାଁ କୌଣସି ଷ୍ଟାରଠାରୁ କମ୍‌ ନୁହନ୍ତି। ସବୁବେଳେ ତାଙ୍କର କ୍ୟୁଟ୍‌ ଫଟୋ ସୋସିଆଲ ମିଡିଆରେ ଭାଇରାଲ...

ଫିଲ୍ମ ଲାଗି ସିରିଏଲ ଛାଡ଼ିବିନି

ରାକେଶ ଧଳ। ବହୁ କମ୍‌ ଦିନରେ ଟେଲିଭିଜନ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିଜ ଅଭିନୟ ଯାଦୁରେ ସେ ଘରେ ଘରେ...

Advertisement
Archives

Model This Week