ପୁଣିଥରେ ଏକାଠି କାମ କରିବେ ସଲମାନ, ସତିଶ

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ସତିଶ କୌଶିକ ଓ ଅଭିନେତା ସଲମାନ ଖାଁ ପୁଣିଥରେ ଏକାଠି ହେବାକୁ ଯାଉଛନ୍ତି। ଶୁଣିବାକୁ ମିଳିଛି କି ପୂର୍ବରୁ ଏମାନଙ୍କ ଯୋଡି ‘ତେରେନାମ୍‌’ ଭଳି ହିଟ୍‌ ଫିଲ୍ମ ଭେଟି ଦେଇଥିବା ବେଳେ ଏବେ ଏହାର ସିକ୍ୟୁଏଲ ନିର୍ମାଣ କରାଯିବ ବୋଲି ଶୁଣାଯାଉଛି। ତେବେ ଏହାର ସିକ୍ୟୁଏଲରେ ସତିଶ ଓ ସଲମାନ ଉଭୟେ ନିର୍ଦ୍ଦେଶନା ଦେବେ ବୋଲି କୁହାଯାଉଛି। ୨୦୦୩ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମର ଗୀତ ଆଜିବି ଦର୍ଶକ ତଥା ଶ୍ରୋତାଙ୍କ ନିକଟରେ ଅଭୁଲା ହୋଇ ରହିଛି। ଏବେ କିନ୍ତୁ ଉଭୟ ‘କାଗଜ’ରେ କାମ କରିବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାବି ସ୍ବାମୀଙ୍କ ସହ ଅମୃତସରରେ ପହଞ୍ଚିଲେ ପରିଣୀତି

ମୁମ୍ବାଇ: ଆମ ଆଦମୀ ନେତା ତଥା ରାଜ୍ୟ ସଭା ଏମ୍‌ପି ରାଘବ ଚଡ୍ଡା ଏବଂ ତାଙ୍କ ପ୍ରେମିକା ପରିଣୀତି ଚୋପ୍ରା ଶିଖମାନଙ୍କ ପବିତ୍ର ମନ୍ଦିର ସ୍ବର୍ଣ୍ଣ...

ଭାରତର ନମ୍ବର ୱାନ ଫିଲ୍ମ ହେଲା ‘ପଠାନ’

ମୁମ୍ବାଇ: ହିନ୍ଦୀ ସିନେମାର ଜଣାଶୁଣା ପ୍ରଡକସନ ହାଉସ ୟଶରାଜ ବ୍ୟାନର ‘ପଠାନ’ ମାଧ୍ୟମରେ ପୁଣିଥରେ ପ୍ରମାଣ କରିଦେଇଛି କି ତା’ଠାରୁ ଭଲ ସ୍ପାଇ ଥ୍ରୀଲର କେହି...

ଆଲିଆଙ୍କ ଜନ୍ମଦିନରେ ଶୁଭେଚ୍ଛା ବାର୍ତ୍ତାଟିଏ ବି ଦେଲେନି ରଣବୀର, କାରଣ ଖୋଜୁଛନ୍ତି ପ୍ରଶଂସକ

ମୁମ୍ବାଇ: କ୍ୟୁଟ୍‌ ଗାର୍ଲ ଆଲିଆ ଭଟ୍ଟ ଗତ ୧୫ ତାରିଖରେ ୨୭ତମ ଜନ୍ମଦିବସ ପାଳନ କରିଛନ୍ତି। ବଡ଼ ଭଉଣୀ ଶାହୀନ୍‌ ଏବଂ କିଛି ବାନ୍ଧବୀଙ୍କ ସହିତ...

ସଲମାନ, ଶାହରୁଖଙ୍କୁ ପଛରେ ପକାଇଲେ ପ୍ରିୟଙ୍କା ଚୋପ୍ରା

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ କିଏ ଅବା ନଜାଣେ। ବଲିଉଡ୍ରେ ସେ ହେଉଛନ୍ତି ଅନ୍ୟତମ ସଫଳ ନାୟିକା। ତାଙ୍କ ଲୋକପ୍ରିୟତା କେବଳ ଦେଶ ଭିତରେ ସୀମିତ...

ମିକାଙ୍କ ସ୍ବୟଂମ୍ବର ଜିତିବା ପରେ ଟ୍ରୋଲ ହେଉଛନ୍ତି ଆକାଂକ୍ଷା

ବମ୍ବେ: ଶେଷରେ ଲୋକପ୍ରିୟ ବଲିଉଡ ଗାୟକ ମିକା ସିଂହଙ୍କୁ ମିଳିଛି ପାର୍ଟନର। ଗାୟିକା ଆକାଂକ୍ଷା ପୁରୀ ହେବେ ତାଙ୍କ ଜୀବନସାଥୀ। ମିକାଙ୍କ ସ୍ବୟଂମ୍ବର ‘ମିକା ଦି...

ବିବାହର ପ୍ରଥମ ରାତିରୁ ସ୍ତ୍ରୀ ଟ୍ବିଙ୍କଲଙ୍କ ବିଷୟରେ ଏହି କଥା ଜାଣିପାରିଥିଲେ ଅକ୍ଷୟ କୁମାର

ମହାମାରୀ କରୋନା ସମୟରେ ବଲିଉଡ୍‌ କଳାକାରଙ୍କ ଫଟୋ, ଭିଡିଓ ଏବଂ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାରି ମଧ୍ୟରେ ଖିଲାଡି ହିରୋ ଅକ୍ଷୟ...

ଖୁବ୍‌ ବିଳାସମୟ ମହେଶ ବାବୁଙ୍କ ଭ୍ୟାନିଟି ଭ୍ୟାନ

ଚେନ୍ନାଇ: ତେଲଗୁ ସୁପରଷ୍ଟାର ମହେଶ ବାବୁ କଳାକାର ପରିବାରରୁ ଆସିଥିଲେ ବି ବଡ ପରଦାରେ ତିଷ୍ଠି ରହିବାକୁ ସେ ଖୁବ୍‌ ପରିଶ୍ରମ କରିଛନ୍ତି। ନିଜର ପରିଶ୍ରମ...

କଶ୍ମୀରର ଟୋନି ଅଶାୟ କିଏ? ଯାହାଙ୍କ ସହ ବଲିଉଡ କଳାକାରଙ୍କ ଫଟୋକୁ ନେଇ ଉଠିଛି ବିବାଦ

ବଲିଉଡ ଅଭିନେତାଙ୍କ ସହ କଶ୍ମୀରର ଟୋନି ଆଶାୟଙ୍କ ନାମ ବର୍ତ୍ତମାନ ବିବାଦ ଘେରରେ ରହିଛି। ସୋସିଆଲ ମିଡିଆରେ ଶାହରୁଖ ଖାଁ ଏବଂ ଗୌରୀ ଖାଁଙ୍କ ସହ...

Advertisement
Archives

Model This Week