ପୁଣିଥରେ ଅଭିନୟ ଦୁନିଆକୁ ଫେରିବେ ସୋନାଲି: ଗୋଲ୍‌ଡି

ମୁମ୍ବାଇ: ବଲିଉଡ୍‌ ନାୟିକା ସୋନାଲି ବେନ୍ଦ୍ରେ ୨୦୧୮ରେ କ୍ୟାନସରରେ ପୀଡିତ ହେବା ପରଠାରୁ ଆଉ ବଡ ପରଦାରେ ନଜର ଆସି ନାହାଁନ୍ତି। ତେବେ ସେ କ୍ୟାନସରର ଚିକିତ୍ସା ପାଇଁ କିଛି ମାସ ନ୍ୟୁୟର୍କରେ ରହିବା ପରେ ଏବେ ସୁସ୍ଥ ହୋଇ ଭାରତ ଫେରି ସାରିଛନ୍ତି। ଆଉ ତାଙ୍କ ସୁସ୍ଥତାକୁ ଦେଖି ତାଙ୍କ ଫ୍ୟାନମାନେ ଅଶା ରଖିଛନ୍ତି କି ସେ ପୁଣି ଥରେ ଅଭିନୟ ଦୁନିଆକୁ ଫେରନ୍ତୁ। ଆଉ ଏହାକୁ ନେଇ ଏବେ ସୋନାଲିଙ୍କ ସ୍ବାମୀ ଗୋଲଡି ବହଲ କହିଛନ୍ତି ସୋନାଲି ପୁଣି ଫେରିବେ ବଡ ପରଦାକୁ। ହେଲେ କେବେ ଫେରିବେ ତାହା ସ୍ପଷ୍ଟ କରି ନାହାଁନ୍ତି। ଅନ୍ୟପଟେ ସୋନାଲି ମଧ୍ୟ କୌଣସି ପ୍ରୋଜେକ୍ଟ ପାଇଁ ସାଇନ୍‌ କରି ନ ଥିବା ଜଣାପଡିଛି। ତେବେ ସେ ଯେ ଫେରିଲେ ତାଙ୍କ ପ୍ରଶଂସକ ସବୁଠାରୁ ଅଧିକ ଖୁସି ହେବେ ଏଥିରେ ଦ୍ୱିମତ ହେବାର ନାହିଁ। ତାଙ୍କର ସୁସ୍ଥ ଜୀବନ କାମନା କରି ଏବେବି ଅନେକେ ଅପେକ୍ଷା ରଖିଛନ୍ତି ତାଙ୍କ ଲେଉଟାଣିକୁ। ହୁଏତ ଖୁବଶୀଘ୍ର ଏହାକୁ ନେଇ ସୋନାଲି ତାଙ୍କ ପ୍ରଶଂସକଙ୍କୁ ଖୁସି ଖବର ଦେଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ କରିଦେଲେ କି ବିଜୟ-ରଶ୍ମିକା! ଫଟୋ ଭାଇରାଲ

ବମ୍ବେ: ବିବାହ କରିଦେଲେ କି ତେଲୁଗୁ ଫିଲ୍ମଜଗତର ଲୋକପ୍ରିୟ ଯୋଡ଼ି ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା। ସୋସିଆଲ ମିଡିଆରେ ଉଭୟଙ୍କ ଏକ ଫଟୋ ଭାଇରାଲ...

ପରିବେଶ ଚିନ୍ତା

ମୌନି ରୟଙ୍କ ମୁଣ୍ଡକୁ ଏବେ ଏକ ନୂଆ କଥା ଜୁଟିଛି। ଅଭିନୟ ତ ଚାଲୁ ରହିବ, ତା’ ସହ ଆଉ ଏକ କ୍ଷେତ୍ରରେ ପାଦ ରଖୁଛନ୍ତି...

ବିବାହ ପରେ ଗ୍ରାଣ୍ଡ ରିସେପଶନ ପାର୍ଟି ହୋଷ୍ଟ କଲେ ଅଲାନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ କଜିନ ସିଷ୍ଟର ତଥା ସୋସିଆଲ ମିଡିଆ ଇପଫ୍ଲୁଏନସର ଅଲାନା ପାଣ୍ଡେ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ସେ...

ଇର୍‌ଫାନଙ୍କୁ ମନେ ପକାଇ ଭାବୁକ ହେଲେ ନୀଲ ନୀତିନ୍‌ ମୁକେଶ

ମୁମ୍ବାଇ: ବଲିଉଡ୍‌ରେ ପ୍ରତିବର୍ଷ ଫିଲ୍ମ ରିଲିଜ୍‌ ହୋଇଥାଏ। ଏହି ଫିଲ୍ମଗୁଡ଼ିକ ମଧ୍ୟରୁ କିଛି ଫିଲ୍ମ ଏଥିରେ ଅଭିନୟ କରିଥିବା ଷ୍ଟାର୍‌ମାନଙ୍କ ପାଇଁ ସ୍ବତନ୍ତ୍ର ହୋଇଥାଏ। କାରଣ...

ରଣବୀରଙ୍କୁ ଚିହ୍ନି ହେଉନି

ବମ୍ବେ: ନୂଆ ଲୁକ୍‌ରେ ବଲିଉଡ୍‌ ଅଭିନେତା ରଣବୀର ସିଂହ। ମେ’ ୧୩ ରେ ରିଲିଜ ହେବାକୁ ଯାଉଛି ତାଙ୍କ ଫିଲ୍ମ ‘ଜୟେଶ ଭାଇ ଜୋରଦାର୍‌’। ଶୁକ୍ରବାର...

ଭାରତୀୟ ସେନା ଉପରେ ନିର୍ମାଣ ହୋଇଥିବା ଏହି ଫିଲ୍ମକୁ ମିଳି ନ ଥିଲା ଏନ୍‌ଓସି: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୨।୨: ବଲିଉଡ୍‌ରେ ଦେଶର ସେନା ଓ ଯବାନଙ୍କୁ ନେଇ ଅନେକ ଫିଲ୍ମ ତିଆରି କରାଯାଇଛି। ଆଉ ଏଭଳି ଫିଲ୍ମଗୁଡ଼ିକୁ ବଲିଉଡ୍‌ ପ୍ରଥମେ ଆଗ୍ରାଧିକାର ଦେଉଥିବା ବେଳେ...

ମାଳଦ୍ୱୀପରେ ପରିବାର ସହ ଛୁଟି କାଟୁଛନ୍ତି ବଲିଉଡର ଏହି ଚର୍ଚ୍ଚିତ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି।...

୨୯ ବର୍ଷ ପୂର୍ବେ ମୁସଲମାନ ଯୁବତୀଙ୍କ ହାତ ଧରିଥିଲେ ସୁନିଲ ସେଟ୍ଟୀ; ପରିବାରକୁ ବୁଝାଇବାକୁ ଲାଗିଥିଲା ନଅ ବର୍ଷ

ବମ୍ବେ: ବଲିଉଡ୍‌ରେ ଡେବ୍ୟୁ କରିବା ପୂର୍ବରୁ ହାତକୁ ଦୁଇ ହାତ ହୋଇସାରିଥିଲେ ଅଭିନେତା ସୁନିଲ ସେଟ୍ଟୀ। ୧୯୯୧ରେ ମାନାଙ୍କୁ ପ୍ରେମ ବିବାହ କରିଥିଲେ ସୁନିଲ। କୋନେପିୟନ...

Advertisement
Archives

Model This Week