Posted inଜାତୀୟ

ପୁଞ୍ଚ୍‌ରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୨୨।୧୨: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ରବିବାର ପୁଞ୍ଚ୍‌ ଜିଲାର ମେଣ୍ଡାର ଏବଂ କ୍ରିଷ୍ଣାଘାଟି ସେକ୍ଟରରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଭାରତୀୟ ପୋଷ୍ଟଗୁଡିକୁ ଲକ୍ଷ୍ୟ କରି ମୋର୍ଟାର ଶେଲିଂ ମାଡ଼ ହୋଇଛି। ଏହାର ଜବାବରେ ଭାରତୀୟ ପୋଷ୍ଟଗୁଡ଼ିକରୁ ପାଲଟା ଗୁଳିଗୋଳା ମାଡ଼ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିବସେନା ପାଇଁ ନୂଆ ସୂର୍ଯ୍ୟୋଦୟ

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରରେ ପ୍ରଥମଥର ଲାଗି ଶିବସେନା ନେତା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଏହାକୁ ନେଇ କେବଳ ଶିବସେନା ଶିବିରରେ କାହିଁକି ସାରା ଦେଶରେ ଅଗଷ୍ଟ ୧୫...

ମହାକାଶ କାର୍ଯ୍ୟକ୍ରମରେ ଘରୋଇ କ୍ଷେତ୍ରକୁ ସୁଯୋଗ

ନୂଆଦିଲ୍ଲୀ,୨୫ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକ ବସି ମହାକାଶ କ୍ଷେତ୍ରରେ ବଡ଼ ସଂସ୍କାର ଆଣିବା ଲାଗି ଐତିହାସିକ ନିଷ୍ପତ୍ତି ନିଆଯାଇଛି।...

ପରିବେଶ ମନ୍ତ୍ରୀ ଗୋପାଲ ରାୟ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ,୨୬।୧୧: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହା କବଳରୁ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ଭିଭିଆଇପି ମଧ୍ୟ ବର୍ତ୍ତି...

ଶାହିନ ବାଗ୍‌ରେ ପ୍ରଦର୍ଶନ ଶାନ୍ତିପୂର୍ଣ୍ଣ: ପୋଲିସ ଅଯଥା ବନ୍ଦ କରିଛି ରାସ୍ତା; ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ

ନୂଆଦିଲ୍ଲୀ,୨୩।୨: ଶାହିନ ବାଗ୍‌ରେ ୨ ମାସରୁ ଅଧିକ ଦିନ ଧରି ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ପ୍ରଦର୍ଶନ ଜାରି ରହିଛି। ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ପ୍ରଦର୍ଶନକାରୀଙ୍କ ସହିତ...

ଷ୍ଟାଚ୍ୟୁ ଅଫ୍‌ ୟୁନିଟ୍‌ ନିକଟରେ ଭୂକମ୍ପ…

ଅହମଦାବାଦ, ୨୧।୬ : ଗୁଜରାଟର ନର୍ମଦା ଜିଲାର କଓ୍ବେଡ଼ିଆ ଗାଁ ନିକଟରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୩.୧ ଥିଲା ବୋଲି...

ଲାଲକିଲାରେ କୁନି ପିଲାଙ୍କୁ ମନେପକାଇଲେ ମୋଦି

ନୂଆଦିଲ୍ଲୀ,୧୫।୮: କରୋନା କାଳରେ ଦେଶରେ ୭୪ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ ସାଢ଼େ ୭ଟାରେ ଲାଲକିଲାରେ ପହଞ୍ଚି ପତାକା...

ଲକ୍‌ ଡାଉନ୍‌ର ପ୍ରଭାବ: ୧୦ ବର୍ଷ ପଛକୁ ଚାଲିଯିବ ଦେଶ; ସୃଷ୍ଟି ହେବେ ୧୦ କୋଟି ନୂଆ ଗରିବ; ବିପିଏଲ୍‌ ସଂଖ୍ୟା ଛୁଇଁବ ୯୧ କୋଟି

ନୂଆଦିଲ୍ଲୀ,୧୮।୪: କରୋନା ସଂକ୍ରମଣକୁ ଦୂରେଇବା ପାଇଁ ଭାରତ ସରକାର ଦେଶବ୍ୟାପୀ ଲକ୍‌ ଡାଉନ୍‌ ଜାରି କରିଛନ୍ତି। ଏହାଦ୍ୱାରା ଦେଶ ଆର୍ଥିକ ଦୃଷ୍ଟିକୋଣରୁ ୧୦ ବର୍ଷ ପଛକୁ...

ଉତ୍ତରପ୍ରଦେଶ ନିର୍ବାଚନ ସେମିଫାଇନାଲ ନୁହେଁ, ୨୦୨୪ ଲୋକ ସଭା ନିର୍ବାଚନ ଉପରେ ଏହାର ପ୍ରଭାବ ପଡିବ ନାହିଁ…

ନୂଆଦିଲ୍ଲୀ, ୧୯।୧୨:  ଉତ୍ତରପ୍ରଦେଶରେ ୨୦୨୨ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନ ଉପରେ ସମଗ୍ର ଦେଶର ନଜର ରହିଛି। ଏକ ଚ୍ୟାନେଲକୁ ଦିଆଯାଇଥିବା ଏକ...

Advertisement
Archives

Model This Week