ପିଲାଙ୍କୁ କରନ୍ତୁ ସଂସ୍କାରୀ

ଛୋଟ ପିଲା ମାଟି ପିଣ୍ଡୁଳା। ଏହି ସମୟରୁ ସେମାନଙ୍କୁ ଆଚାର ବ୍ୟବହାର ଶିଖାଇଲେ ସେମାନେ ଭବିଷ୍ୟତରେ ନିଜକୁ ଜଣେ ଆଦର୍ଶ ପିଲା ଭାବରେ ଗଢ଼ିପାରିବେ। ତେବେ
ଏ ନେଇ ଯେଉଁ କେତୋଟି  ବିଷୟ ପ୍ରତି ନଜର ଦେବାକୁ ପଡିଥାଏ ଜାଣନ୍ତୁ ସେ ସମ୍ପର୍କରେ…

ଘରର ମାହୋଲ ଏପରି ରଖନ୍ତୁ ଯେପରିକି ସେ ବଡ଼ମାନଙ୍କ ଆଦର ଓ ସମ୍ମାନ କରିବ।
ସାନମାନଙ୍କ ପ୍ରତି ଭଲପାଇବା ଓ ତ୍ୟାଗ ଭାବନା ମଧ୍ୟ ଶିଖାନ୍ତୁ।
ବଡ଼ମାନଙ୍କ ବ୍ୟବହାର ଦେଖି ପିଲାମାନେ ନକଲ କରିଥାନ୍ତି। ତେଣୁ ସେମାନଙ୍କ ସାମ୍ନାରେ ଆପଣ ଭଲ ବ୍ୟବହାର କରନ୍ତୁ।
ଯଦି ସେ କିଛି ଭୁଲ୍‌ କରୁଛି ତେବେ ଗାଳି କିମ୍ବା ମାଡ଼ ନ ଦେଇ ଆଦରରେ ବୁଝାନ୍ତୁ।
ସତ କହିବାର ମହତ୍ତ୍ୱ ପିଲାକୁ ବୁଝାନ୍ତୁ। ଯଦି ତାକୁ କୌଣସି ପ୍ରତିଶ୍ରୁତି ଦେଉଛନ୍ତି ତେବେ ତାହାକୁ ପୂରଣ କରନ୍ତୁ। ଏପରି ନ କଲେ ସେମାନଙ୍କ ମନରେ ମଧ୍ୟ ସେଭଳି ଭାବନା ରହିଯିବ।
ଯଦି ଆପଣଙ୍କ ପିଲା କିଛି ଭଲ କାମ କରୁଛି ତେବେ ତାକୁ ଖୁସି କରିବା ପାଇଁ ପୁରସ୍କାର ସ୍ବରୂପ ସାଙ୍ଗସାଥୀଙ୍କ ସହ ଖେଳିବାକୁ ଦିଅନ୍ତୁ ବା ମନ ପସନ୍ଦର ଟିଭି ଚ୍ୟାନେଲ ଦେଖିବାକୁ ଦିଅନ୍ତୁ।
ଏପରି ଅନୁଶାସନରେ ବଢ଼ାନ୍ତୁ ଯେପରି ସ୍କୁଲ ଆସିବା ପରେ ସେ ସ୍କୁଲ ବ୍ୟାଗ୍‌,ଡ୍ରେସ୍‌ ନିଜ ଜାଗାରେ ରଖିପାରୁଥିବ।
ଘରେ ବଡ଼ମାନଙ୍କ ସହ କିପରି କଥାବାର୍ତ୍ତା କରିବ ଶିଖାଇବା ସହ ବାହାର ଲୋକଙ୍କ ସହିତ କିପରି କଥାବାର୍ତ୍ତା ଓ ବ୍ୟବହାର କରିବ ବି ଶିଖାନ୍ତୁ।
ପିଲାଙ୍କ ସହ ଉତ୍ତମ ସାଙ୍ଗ ଭଳି ବ୍ୟବହାର କରନ୍ତୁ ଯେପରି କୌଣସି କଥା ଆପଣଙ୍କୁ କହିବାକୁ ସେ ସଙ୍କୋଚ କରିବ ନାହିଁ।
ପିଲାକୁ ସରି ବା ଥ୍ୟାଙ୍କ୍‌ ୟୁ କହିବାର ଅଭ୍ୟାସ କରାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?