Advertisement
Posted inଫୁରସତ

ପାରଦ

ପାରଦର ଇଂଲିଶ୍‌ ନାମ ହେଉଛି ମର୍‌କ୍ୟୁରୀ। ନିଜର ଗତି ଏବଂ ଗତିଶୀଳତା ପାଇଁ ପରିଚିତ ଥିବା ରୋମାନ୍‌ ଦେବତା ମର୍‌କ୍ୟୁରୀଙ୍କ ନାମରେ ଏହାକୁ ନାମିତ କରାଯାଇଛି ବୋଲି କୁହାଯାଏ।
ଏହାର ରାସାୟନିକ ନାମ Hg, ଯାହାକି ଲାଟିନ୍‌ ଶବ୍ଦ ହାଇଡ୍ରାର୍ଜିରମ୍‌ରୁ ଆସିଛି।
ପାରଦ ପୃଥିବୀପୃଷ୍ଠରେ ଏକମାତ୍ର ଏଭଳି ଧାତୁ, ଯାହା ସାଧାରଣ ତାପମାତ୍ରା ଏବଂ ଚାପରେ ତରଳ ଅବସ୍ଥାରେ ମିଳିଥାଏ।
ଏହା ମୁକ୍ତ ଅବସ୍ଥାରେ ଖୁବ୍‌ କମ୍‌ ମିଳିଥାଏ। ଏହାର ମୁଖ୍ୟ ଓର୍‌ ହେଉଛି ସିନେବାର, ଯାହାକି ସ୍ପେନ୍‌, ଆମେରିକା, ମେକ୍ସିକୋ, ଜାପାନ, ଚାଇନା ଏବଂ ମଧ୍ୟୟୁରୋପରେ ମିଳିଥାଏ।
ଏୟାରକ୍ରାଫ୍ଟରେ ଏହାକୁ ନେବା ମନା। କାରଣ ଏୟାରକ୍ରାଫ୍ଟ ପ୍ରସ୍ତୁତ ହେବା ଲାଗି ଆଲୁମିନିୟମ୍‌ ବ୍ୟବହାର କରାଯାଇଥାଏ। ପାରଦ ଆଲୁମିନିୟମ ସହ ଏକ ମିଶ୍ରଣ ସୃଷ୍ଟି କରେ, ଯାହାକି ଆଲୁମିନିୟମକୁ ଜଙ୍କ୍‌ ହେବାରୁ ରକ୍ଷା କରୁଥିବା ଉପାଦାନକୁ ନଷ୍ଟ କରିଦିଏ।
ପାରଦ ଅଧିକାଂଶ ଏସିଡ୍‌ ସହିତ ମିଶିଲେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନ ଥାଏ।
ଚରକ ସଂହିତାରେ ମଧ୍ୟ ପାରଦ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଗୋଟିଏ ସ୍ଥାନରେ ଏହାକୁ ରସ ଏବଂ ଅନ୍ୟ ସ୍ଥାନରେ ରସୋତ୍ତମ ବୋଲି ଲେଖାଯାଇଛି।
ପାରଦର ଫ୍ରିଜିଙ୍ଗ ପଏଣ୍ଟ -୩୮.୮୩ଂ ସେଲ୍‌ସିଅସ୍‌ ହୋଇଥିବା ବେଳେ ବଏଲିଂ ପଏଣ୍ଟ ୩୫୬.୭୩ଂ ସେଲ୍‌ସିଅସ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ସବୁଠୁ ଛୋଟ ଓକିଲ!

ଜଳନ୍ଧର,୮।୪: କଥାରେ ଅଛି ଯଦି ଦୃଢ ମନୋବଳ ଅଛି, ତେବେ ଦୁନିଆର କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ। ଏହି କଥା ସଦ୍ୟ ଉଦାହରଣ ହେଉଛନ୍ତି ହରଓ୍ବିନ୍ଦର...

ମୋ ସହ ଡେଟ୍‌ରେ ଯିବା ପାଇଁ ପସନ୍ଦ କରନ୍ତି ପ୍ରତ୍ୟେକ ପୁରୁଷ, ଭିତିରି କାରଣ କହିଲେ ଏହି ମଡେଲ

ଜଣେ ମଡେଲ ତଥା ସୋସିଆଲ ମିଡିଆ ଷ୍ଟାର ନିଜର ଏକଲାପଣର ଭିନ୍ନ ଏକ କାରଣ କହିଛନ୍ତି। ତାଙ୍କର କହିବା କଥା ମୋର କୌଣସି ମହିଳା ସାଙ୍ଗ...

ମଣିଷ ଭଳି ପରସ୍ପରକୁ ଆଲିଙ୍ଗନ କଲେ ଦୁଇ ଗୋଧି: ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧୫।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ ସୋସିଆଲ୍‌ ମିଡ଼ିଆରେ ଶେୟାର କରାଯାଇଥିବା ଏକ ଭିଡ଼ିଓକୁ ନେଇ ଚର୍ଚ୍ଚା ଜାରି ରହିଛି।...

୩ ଦିନ ପ୍ରଥମ ସ୍ତ୍ରୀ, ଆଉ ୩ ଦିନ ଗର୍ଲଫ୍ରେଣ୍ଡଙ୍କ ସହ ରହିବାକୁ ହୋଇଥିଲା ଚୁକ୍ତି, ପରେ ଘଟିଲା..

ରାଞ୍ଚି,୧୭।୨: ଝାଡଖଣ୍ଡ ରାଜଧାନୀ ରାଞ୍ଚିର ସଦର ପୋଲିସ ଷ୍ଟେଶନ ଅଞ୍ଚଳର ତିରିଲ ଟାଉନସିପରେ ଏକ ନିଆରା ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତି ନିଜ ୨...

ହୃଦୟ ଜିତୁଛି ଜଣେ ବ୍ୟକ୍ତି ପତ୍ନୀଙ୍କ ପାଇଁ ତିଆରି କରିଥିବା ବାଇକ

ଦେଖାଯାଏ ବେଳେ ବେଳେ ମହିଳାମାନଙ୍କର ଅନେକ ଇଚ୍ଛା ଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବା ଟିକେ କଷ୍ଟ ହୋଇଥାଏ। ବିଶେଷ କରି ଯେଉଁ ମହିଳାଙ୍କର ବାଇକ୍‌...

ଗୋଟିଏ ମିନିଟ୍‌ ମଧ୍ୟରେ ସ୍ତ୍ରୀଙ୍କୁ ଛାଡପତ୍ର ଦେଲେ ୩ ଭାଇ

ଅଲଜିୟର୍‌ସ,୨୧।୨: ଆଲଜେରିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପରିବାରର ୩ ଭାଇ ଗୋଟିଏ ମିନିଟ୍‌ ମଧ୍ୟରେ ନିଜ ନିଜ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଛନ୍ତି।...

ମଣିଷ ପରି ଛୁଆ ଜନ୍ମ ଦେଲା ଛେଳି: ଦେଖିବାକୁ ଲୋକଙ୍କ ଭିଡ

ଗୁଆହାଟୀ,୨୮।୧୨:ଏକ ପଶୁ ମଣିଷ ଛୁଆ ଜନ୍ମ ଦେବା ନିହାତି ଏକ ଆଶ୍ଚର୍ଯ୍ୟଜନକ ଖବର। ଆସାମ ରାଜ୍ୟର କଚାର ଜିଲାରେ ମଣିଷ ପରି ଏକ ସନ୍ତାନ ଜନ୍ମ...

ଟ୍ୟୁସନ ପଇସାରେ ସ୍କୁଲ ପିଲାଙ୍କୁ ବହିଖାତା ଦେଇଥିଲି

କେନ୍ଦୁଝର ଜିଲାର କଣ୍ଟିପାଳ ଗାଁରେ ମୋ ଜନ୍ମ । କଣ୍ଟିପାଳ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ୍‌ କରି ଆନନ୍ଦପୁର କଲେଜରେ ଯୁକ୍ତ ଦୁଇ ଓ ଇଂରାଜୀ...

Advertisement
Archives

Model This Week