ପାନପତ୍ର ସହ ମସଲାରେ ରହିଛି ଅନେକ ଔଷଧୀୟ ଗୁଣ: ଏସବୁ ସମସ୍ୟା କରେ ଦୂର

ପାନ ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। ସବୁଦିନେ ନ ଖାଇଲେ ମଧ୍ୟ କିଛି ସ୍ବତନ୍ତ୍ର ଦିନରେ ଏହାର ମଜାନେବାକୁ ପ୍ରାୟ ସମସ୍ତେ ଚାହିଁଥାନ୍ତି। ସେଥିରୁ ଗୋଟିଏ ହେଉଛି ରଜ। ରଜରେ ପାନର ମଜା ସମସ୍ତେ ନେଇଥାନ୍ତି। ପାନ ସହିତ ଏଥିରେ ବ୍ୟବହାର କରାଯାଉଥିବା ମସଲାର ମଧ୍ୟ ଔଷଧୀୟ ଗୁଣ ମଧ୍ୟ ରହିଛି, ଯାହା ବହୁତ କମ୍‌ ଲୋକଙ୍କୁ ଜଣାଥିବ। ତେବେ ଜାଣନ୍ତୁ କ’ଣ ରହିଛି ପାନର ଔଷଧୀୟ ଗୁଣ।

-ପାନପତ୍ର: ଏହାକୁ ପୂଜାରେ ବ୍ୟବହାର କରାଯାଏ।
ପାଏରିଆ ସମସ୍ୟା ଥିବା ବ୍ୟକ୍ତି ଏହାକୁ ଚୋବାଇ ଖାଇବା ଫଳରେ ଏହି ସମସ୍ୟା ଦୂର ହୋଇଥାଏ।

-ପାନମଧୁରି
ଖାଇବା ପରେ ଏହାକୁ ଖାଇବା ଫଳରେ ହଜମ ପ୍ରକ୍ରିୟା ସହଜ ହୋଇଥାଏ।

-ଗୁଆ
ଏହାର ମଧ୍ୟ ଓଷଧୀୟ ଗୁଣ ରହିଛି। ଛୋଟ ଛୋଟ ଗୁଆ ଖଣ୍ଡକୁ ପାଣିରେ ଫୁଟାଇ ସକାଳେ ସନ୍ଧ୍ୟାବେଳେ ପିଇବା ଫଳରେ ପେଟଜନିତ ସମସ୍ୟା ଦୂର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସୌନ୍ଦର୍ଯ୍ୟ ବୃଦ୍ଧିକରେ ସାଗୁଦାନା, ଏପରି କରନ୍ତୁ ପ୍ରୟୋଗ

ମହିଳାମାନେ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ସର୍ବଦା ଚିନ୍ତିିତ। ଏ ନେଇ ସେମାନେ ରାସାୟନିକ ଦ୍ରବ୍ୟର ବ୍ୟବହାର କରିବା ସହିତ ବିଭିନ୍ନ ଫେସ୍‌ ପ୍ୟାକ୍‌ ମଧ୍ୟ...

ଏସବୁ ରୋଗରୁ ବି ଦୂରେଇ ରଖେ ଆମ୍ବ ଟାକୁଆ…

ଆମ୍ବ ଶରୀର ପାଇଁ ଉପକାରୀ। ଏହା ସହିତ ଆମ୍ବ ଟାକୁଆ ମଧ୍ୟ ଶରୀର ପାଇଁ ବେଶ୍‌ ଲାଭପ୍ରଦ। ଟାକୁଆରୁ କୋଇଲି ବାହାର କରି ଏହାକୁ ଶୁଖାଇ...

ଶୀତଦିନେ ଖାଆନ୍ତୁ ଏହି ଫଳ

ଫଳ ଶରୀର ପାଇଁ ଲାଭଦାୟକ। ହେଲେ କେଉଁ ଫଳ କେତେବେଳେ ଖାଇବା ଆବଶ୍ୟକ ତାହା ମଧ୍ୟ ଜାଣିବା ଜରୁରୀ। ଆୟୁର୍ବେଦ ଅନୁଯାୟୀ ଶୀତଦିନେ ଖଟାଫଳ ଶରୀର...

ମ୍ୟାଲେରିଆର ଏବିସିଡି

ଶ୍ୱ ମ୍ୟାଲେରିଆ ଦିବସ। ଏପ୍ରିଲ ୨୫ରେ ପାଳିତ ହେଉଥିବା ଏହି ଦିବସ ଲାଗି ଚଳିତ ବର୍ଷର ବାର୍ତ୍ତା ରହିଛି ‘ଶୂନ୍ୟ ମ୍ୟାଲେରିଆ, ମୋଠାରୁ ଆରମ୍ଭ।’ ଅର୍ଥାତ୍‌...

ଏକ୍‌ମୋ ଚିକିତ୍ସା

ଏକ୍‌ମୋ ଗୋଟିଏ ପରିବର୍ତ୍ତିତ ହାର୍ଟ-ଲଙ୍ଗ୍‌ସ ଯନ୍ତ୍ର। ହୃତ୍‌ପିଣ୍ଡ ବା ହାର୍ଟ ଅପରେଶନ ସମୟରେ ଏହା ବ୍ୟବହାର ହୁଏ। ମୁମୂର୍ଷୁ ରୋଗୀକୁ ଜୀବନ ଦାନ କରେ। ଶରୀରର...

ଦାନ୍ତ ପାଇଁ କ୍ଷତିକାରକ ସୁଗାର ଫ୍ରି ଖାଦ୍ୟ

ସାଧାରଣତଃ ଡାଇବେଟିସ୍‌ ରୋଗୀ ନିଜର ଖାଦ୍ୟପେୟ ପ୍ରତି ଅଧିକ ସତର୍କତା ଅବଲମ୍ବନ କରିଥାଆନ୍ତି। ବିଶେଷଭାବରେ ଡାକ୍ତର ସେମାନଙ୍କୁ ସୁଗାର ଫ୍ରି ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଥାଆନ୍ତି,...

ମକା ଖାଇ ପାଣି ପିଉଛନ୍ତି କି? ହୋଇପାରେ ଏହିସବୁ ରୋଗ

ମକା ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି। ମନସୁନ୍‌ରେ ଲୋକେ ବଡ଼ ସଉକରେ ଏହାର ସେବନ କରିଥାନ୍ତି। ବର୍ଷା ପାଗକୁ ଗରମ ଗରମ ମକାରେ ଲେମ୍ବୁ...

ଖରାପ ସମୟ ଚାଲିଛି କି? ଚାଣକ୍ୟଙ୍କ ଏହି ୩ କଥାକୁ ରଖନ୍ତୁ ଧ୍ୟାନ, ଜିତିବେ ବାଜି…

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା...

Advertisement


Archives

Model This Week