ପାଣିଟାଙ୍କି ଉପରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଧମକ: ପୋଲିସ, ଅଗ୍ନିଶମ କର୍ମଚାରୀ ନାକେଦମ୍‌

ପଦ୍ମପୁର,୩୧ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମେଦ ପଞ୍ଚାୟତର ସାନ କାଳିଦାସପୁର ପାଣିଟାଙ୍କି ଉପରେ ରବିବାର ପୂର୍ବାହ୍ନରେ ଜଣେ ଯୁବକ ଚଢ଼ି ଆତ୍ମହତ୍ୟା ଧମକ ଦେଇଛନ୍ତି। ଯୁବକ ଜଣକ ଟ୍ରାକ୍ଟର ଚାଳକ ହୋଇଥିବା ବେଳେ ତାଙ୍କ ନାମ ଶିବ ପ୍ରସାଦ ମଳିକ। ସେ ବାଲେଶ୍ୱର ଜିଲା କାନ୍ତିଗଢ଼ିଆ ଗ୍ରାମର। ଖବର ପାଇ ନାୟକାଣୀଡିହି ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ବୁଝାସୁଝା କରି ନାକେଦମ୍‌ ହୋଇପଡ଼ିଥିଲେ ମଧ୍ୟ ସେ କାହାରି କଥା ନ ଶୁଣି ଟାଙ୍କି ଉପରେ ଚଢ଼ି ରହିଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାନ୍ଧୀ ପାର୍କରେ ଦୁଇଦିନିଆ ପୁଷ୍ପ ପ୍ରଦର୍ଶନୀ ଆରମ୍ଭ, ଆକର୍ଷଣୀୟ ଫୁଲର ସମ୍ଭାର

ପୁରୀ ଅଫିସ, ୧୯ା୧: ଭଳିକି ଭଳି ଫୁଲର ସମ୍ଭାରରେ ବେଶ୍‌ ଆକର୍ଷଣୀୟ ଲାଗୁଛି ଗାନ୍ଧୀ ପାର୍କ। ପାର୍କକୁ ଯେଉଁମାନେ ବୁଲି ଆସିଥିଲେ ସେମାନେ ରଙ୍ଗ ବେରଙ୍ଗର...

ଏମ୍‌ଜିଏନ୍‌ଆରଇଜିଏସ୍‌ରେ କାର୍ଯ୍ୟ, ଆମ ଗାଁ ଆମ ବିକାଶ ଯୋଜନାରେ ବିଲ୍‌

ନାଉଗାଁ,୧୬।୯(ସ୍ବ.ପ୍ର.): ଏମ୍‌ଜିଏନଆରଇଜିଏସ୍‌ରେ ହେଉଛି କାର୍ଯ୍ୟ, କିନ୍ତୁ ଆମ ଗାଁ ଆମ ବିକାଶ ଯୋଜନାରେ ବିଲ୍‌ କରାଇନେବାକୁ ଚାଲିଛି ଯୋଜନା। ଏଭଳି ଘଟଣା ଦେଖିବାକୁ ମିଳିଛି ନାଉଗାଁ...

ଉବୁଟୁବୁ କଣାସ, ବେଘର ଲୋକେ

ପୁରୀ ଅଫିସ/କଣାସ (ସ୍ବ.ପ୍ର.),୩୧ା୮: ମହାନଦୀରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ପୁରୀ ଜିଲାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଜିଲା ମଧ୍ୟଦେଇ ଯାଇଥିବା ଦୟା,...

ଫୁଲ ଚୋରି ରୋକିବାକୁ ବିଦ୍ୟୁତ୍‌ ସଂଯୋଗ,ବୃଦ୍ଧ ମୃତ

ଚଣ୍ଡିଖୋଲ,୧୧।୧(ଡି.ଏନ.ଏ.): ଫୁଲ ଚୋରି ରୋକିବା ପାଇଁ ଜଣେ ଶିକ୍ଷକ ନିଜ ବାଡିରେ ଥିବା ତାର ବାଡରେ ବିଦ୍ୟୁତ୍‌ ସଂଯୋଗ କରିଥିଲେ। ସେହି ତାରବାଡ଼ ସଂସ୍ପର୍ଶରେ ଆସି...

ହାତୀପଲ ଭାଙ୍ଗିଲେ ସ୍କୁଲ

ଲୋଇସିଂହା,୨୪।୩: ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ଅଞ୍ଚଳରେ ଦୁଇଦିନ ହେଲା ହାତୀ ଉପଦ୍ରବ ଦେଖାଦେଇଛି। ଅଞ୍ଚଳରେ ବ୍ୟାପକ ଉପଦ୍ରବ ପରେ ହାତୀ ଏବେ ବରଗଡ ଜିଲାକୁ...

ବାଲିଯାତ୍ରାର ଚତୁର୍ଥ ଦିବସ: ଫାଷ୍ଟଫୁଡ ଷ୍ଟଲ୍‌ରେ ଭିଡ଼

କଟକ ଅଫିସ, ୧୬।୧୧: ଶୁକ୍ରବାର ଥିଲା ଐତିହାସିକ କଟକ ବାଲିଯାତ୍ରାର ଚତୁର୍ଥ ଦିନ। ଦିନତମାମ ପଡିଆରେ ଗହଳି ଚହଳି ଲାଗି ରହିଥିଲା। କେତେକ ଲୋକ ଦିନରେ...

କୋଲ୍‌ ଇଣ୍ଡିଆରେ ବିଦେଶୀ ପୁଞ୍ଜିନିବେଶକୁ ଟ୍ରେଡ୍‌ ୟୁନିୟନ୍‌ର ବିରୋଧ: କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ କୋଇଲା ପରିବହନ ବାଧାପ୍ରାପ୍ତ

ଲଖନପୁର, ୨୪।୯(ଡି.ଏନ.ଏ.)- କେନ୍ଦ୍ର ସରକାର କୋଲ୍‌ ଇଣ୍ଡିଆରେ ଶତପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ କରିବାପାଇଁ କ୍ୟାବିନେଟରେ ନିଷ୍ପତ୍ତି ନେଇଛନ୍ତି। ଏହାକୁ ଏଆଇଟିୟୁସି, ଆଇଏନ୍‌ଟିୟୁସି, ସିଆଇଟିୟୁ, ଏଚ୍‌ଏମ୍‌ଏସ୍‌...

ଛାଡ଼ି ଯାଇଥିବା ଗାଡ଼ି ନେବାକୁ ଆସି ଧରାପଡ଼ିଲେ ୨ ସାଙ୍ଗ

କେନ୍ଦୁଝର,୧୯।୪ (ସ୍ବ.ପ୍ର.): କେନ୍ଦୁଝର ସଦର ମହଦେଈଯୋଡ଼ାର ଦୁଇ ସାଙ୍ଗ ଚୋରି କରିବାକୁ ଆସି ଧରାପଡ଼ିଛନ୍ତି। ସେମାନେ ଛାଡ଼ି ଯାଇଥିବା ଗାଡ଼ି ନେବାକୁ ଆସିଥିବା ବେଳେ ସ୍ଥାନୀୟ...

Advertisement
Archives

Model This Week