
ଏଫ୍ଆଇଏଚ୍ ପୁରୁଷ ହକି ସିରିଜ୍ ଫାଇନାଲ ଖେଳିବା ଲାଗି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଲା ୟୁଏସ୍ଏ ପୁରୁଷ ହକି ଟିମ୍।
ଏଫ୍ଆଇଏଚ୍ ପୁରୁଷ ହକି ସିରିଜ୍ ଫାଇନାଲ ଖେଳିବା ଲାଗି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଲା ୟୁଏସ୍ଏ ପୁରୁଷ ହକି ଟିମ୍।
କୃଷକ ଭବନ ସମ୍ମିଳନୀ କକ୍ଷରେ କୃଷି ଓ କୃଷିଜୀବୀ ସଶକ୍ତିକରଣ ବିଭାଗ ପକ୍ଷରୁ ରାଜସ୍ତରୀୟ କର୍ମଶାଳାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସହ ମଞ୍ଚାସୀନ ଅନ୍ୟ ଅତିଥିମାନେ।
ଗଙ୍ଗମନ୍ଦିର ପୂଜା କମିଟି ପକ୍ଷରୁ ଚାନ୍ଦି ମେଢ଼ ନିର୍ମାଣ।
ଶ୍ରୀଜିଉଙ୍କ ଅପେକ୍ଷାରେ ତିନି ରଥ।
ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ।
୩ ଦଫା ଦାବିରେ ଜୋମାଟୋ ରାଇଡର୍ସ ୟୁନିୟନ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମ୍ଜିରେ ଧାରଣା।
ଅସରାଏ ବର୍ଷାରେ ଇସ୍କନ ମନ୍ଦିର ସମ୍ମୁଖରେ ଆଣ୍ଠୁଏ ପାଣି।
ରାଜଧାନୀରେ ପ୍ରବଳ ବର୍ଷା
ବାତ୍ୟା ବିଧ୍ୱସ୍ତ ଅଞ୍ଚଳ ଜନସାଧାରଣଙ୍କ ସମସ୍ୟା ଓ ସମାଧାନ ଦାବିରେ ଏସ୍ୟୁସିଆଇ(ସି) ପକ୍ଷରୁ ପିଏମ୍ଜିଠାରେ ବିକ୍ଷୋଭ।