Posted inଜାତୀୟ

ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସୋମେନ

କୋଲକାତା,୯।୭: କଂଗ୍ରେସରେ ଏବେ ଇସ୍ତଫାର ପର୍ବ ଲାଗିରହିଛି। ଏହି କ୍ରମରେ ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦଳର ଖରାପ୍‌ ପ୍ରଦର୍ଶନ ପାଇଁ ପଶ୍ଚିମ ବଙ୍ଗର କଂଗ୍ରେସ ଅଧ୍ୟକ୍ଷ ସୋମେନ ମିିତ୍ର ନିଜକୁ ଦାୟୀ କରି ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଅପରପକ୍ଷରେ ରାଜ୍ୟର ପ୍ରଭାରୀ ଗୌରବ ଗୋଗୋଇ ତାଙ୍କର ଇସ୍ତଫାକୁ ସ୍ବୀକାର ନ କରି ତାଙ୍କୁ ତାଙ୍କ ପଦରେ ରହିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ପଶ୍ଚିମ ବଙ୍ଗରେ କଂଗ୍ରେସ ଚଳିତ ବର୍ଷ ଲୋକ ସଭାର ୪୨ଟି ଆସନରୁ ମାତ୍ର ୨ଟି ଆସନରେ ବିଜୟୀ ହୋଇଥିଲା ବେଳେ ୨୦୧୪ରେ ୪ଟି ଆସନରେ ବିଜୟ ଲାଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ବା ସେକ୍ଟରରେ ୪ ସନ୍ଦିଗ୍ଧ ଡ୍ରୋନ୍‌…

ଶ୍ରୀନଗର,୨।୮: ସୀମାରେ ଅନୁପ୍ରବେଶ ଉଦ୍ୟମରେ ବିଫଳ ହେବା ପରେ ପାକିସ୍ତାନ ଏବେ ଡ୍ରୋନ ଷ୍ଟ୍ରାଇକ ଷଡ଼ଯନ୍ତ୍ର କରୁଛି। ତେଣୁ ଲଗାତାର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା(ଏଲ୍‌ଓସି)...

ଆଜିଠୁ ଦୁଇ ଦିନିଆ ୟୁପି ଗସ୍ତରେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୪।୧୧: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜିଠୁ ଦୁଇ ଦିନିଆ ଉତ୍ତରପ୍ରଦେଶର କାନପୁର ଗସ୍ତରେ ଯିବେ। ରାଷ୍ଟ୍ରପତି ଆଜି ଚୌଧୁରୀ ହରମୋହନ ସିଂ ଯାଦବଙ୍କ ଜନ୍ମ ଶତବାର୍ଷିକୀ...

ଛେଳି ଚରାଉଥିବା ଯୁବକ ଏବେ ଆଇଏଏସ୍‌

ନୂଆଦିଲ୍ଲୀ,୬।୪: ପିଲାଦିନ ସହିତ ଜଡିତ ସମସ୍ତଙ୍କର କିଛି ନା କିଛି ସ୍ମୃତି ରହିଛି। ଯେତେବେଳେ ଲୋକମାନେ ସେମାନଙ୍କର ପୁରୁଣା ସାଙ୍ଗମାନଙ୍କ ସହିତ ବସିଥାନ୍ତି ସେହି ମସୟରେ...

ସିବିଆଇ ଅଧିକାରୀଙ୍କ ଘରେ ସିବିଆଇ ଚଢ଼ାଉ

ଗାଜିଆବାଦ୍‌,୧୪।୧: ଉତ୍ତରପ୍ରଦେଶ ଗାଜିଆବାଦ୍‌ସ୍ଥିତ ସିବିଆଇ ଏକାଡେମୀରେ କାର୍ଯ୍ୟ କରୁଥିବା କେତେକ ଅଧିକାରୀଙ୍କ ଘରେ ଗୁରୁବାର ସିବିଆଇ ଚଢ଼ାଉ କରାଯାଇଛି। ସେମାନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଅଣାଯାଇଛି।...

ଆର୍‌ଟିଆଇ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ

ନୂଆଦିଲ୍ଲୀ,୨୬।୭(ପି.ଟି.):ସୂଚନା ଅଧିକାର ଆଇନ (ସଂଶୋଧନ) ବିଲ୍‌ ପାର୍ଲାମେଣ୍ଟର ଅନୁମୋଦନ ଲାଭ କରିଛି। ୨୨ ତାରିଖରେ ବିଲ୍‌ ଲୋକ ସଭାରେ ଗୃହୀତ ହୋଇଥିବାବେଳେ ଗୁରୁବାର ରାଜ୍ୟ ସଭାରେ...

ଦିଲ୍ଲୀ ଡାଇଲଗ୍ସ ୨୦୨୦ରେ ମତ ରଖିଲେ ୫୦ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୫ା୨: ଦିଲ୍ଲୀରେ ଆସନ୍ତା ୮ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ‘ଦିଲ୍ଲୀ ଡାଇଲଗ୍ସ ୨୦୨୦’ ଶୀର୍ଷକ ବିତର୍କ ମଙ୍ଗଳବାର ଆୟୋଜନ କରାଯାଇଛି। ଫାଷ୍ଟ...

ନୂପୁର ଶର୍ମା ମାମଲା, ୧୦ ଅଗଷ୍ଟ ପର୍ଯ୍ୟନ୍ତ ଗିରଫ ମନା…

ନୂଆଦିଲ୍ଲୀ, ୧୯।୭ : ମହାପୁରୁଷ ମହମ୍ମଦଙ୍କ ବିବୃତ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ନୁପୁର ଶର୍ମାଙ୍କୁ ଆଶ୍ୱସ୍ତି ମିଳିଛି। ଅଗଷ୍ଟ ୧୦ ପର୍ଯ୍ୟନ୍ତ ତାଙ୍କ ଗିରଫଦାରୀ ଉପରେ ରୋକ...

ମା’ ଚାମୁଣ୍ଡାଙ୍କ ଆଖିରୁ ବାହାରୁଛି ଲୁହ: ଭକ୍ତଙ୍କ ଜମୁଛି ଭିଡ

ଭୋପାଳ,୨୯।୯: ମଧ୍ୟପ୍ରଦେଶରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି। ମଧ୍ୟପ୍ରଦେଶର ନିମଚ ଜିଲାର ବନ୍ୟା ପ୍ରଭାବିତ ଧାନମଣ୍ଡିରେ ଥିବା ମା’ ଚାମୁଣ୍ଡାଙ୍କ ଆଖିରୁ ଲୁହ ବାହାରୁଛି।...

Advertisement
Archives

Model This Week