Posted inଜାତୀୟ

ପଡୋଶୀ ଝିଅଙ୍କୁ କମେଣ୍ଟ ମାରିବାରୁ ପୁଅକୁ ହତ୍ୟା କଲେ ପିତା

ଲକ୍ଷ୍ନୌ, ୧୦।୭: ଉତ୍ତରପ୍ରଦେଶର ଅମରୋହା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ପଡୋଶୀ ଝିଅଙ୍କୁ କମେଣ୍ଟ ମାରିବାରୁ ପୁଅକୁ ହତ୍ୟା କରିଦେଇଛନ୍ତି ପିତା। କ୍ରୋଧରେ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି ଅଭିଯୁକ୍ତ। ସୂଚନାଯୋଗ୍ୟ, ଅମରୋହା ଜିଲାର ଆଦମପୁର ଅଞ୍ଚଳରେ ସୋମବାର ରାତିପ୍ରାୟ ୧୧ଟାବେଳେ ଗାଁର ଗିରିଶ ଗୁର୍ଜରଙ୍କ ୧୮ ବର୍ଷୀୟ ପୁଅ ସତ୍ୟନ୍ଦ୍ର ମଦ ପିଇ ପଡୋଶୀଙ୍କ ଘରେ ପଶି ଝିଅଙ୍କୁ କମେଣ୍ଟ ମାରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଗିରିଶ ପୁଅକୁ କୋଦାଳରେ ହାଣି ହତ୍ୟା କରିଥିଲେ। ଅବଶ୍ୟ ଗିରିଶ ପୁଅର ମୃତ୍ୟୁ ପରେ ତାଙ୍କ ମୃତଦେହକୁ ଧରି ପଡୋଶୀଙ୍କ ଘର ଆଗରେ ବସି ତାଙ୍କୁ ଦୋଷ ଦେଇଥିଲେ। କ୍ରୋଧରେ ଏପରି ଭୁଲ କରିଥିବା ଗିରିଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରୋ ମିଶନ ୨୦୨୨: ଚଳିତ ବର୍ଷର ପ୍ରଥମ ପିଏସ୍‌ଏଲ୍‌ଭି-ସି୫୨ ସାଟେଲାଇଟ ଲଞ୍ଚ

ବେଙ୍ଗାଲୁରୁ,୧୪ ।୨: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ) ଚଳିତ ବର୍ଷର ଏହାର ପ୍ରଥମ ମିଶନ ଭାବେ ସୋମବାର ଏକ ସାଟେଲାଇଟ ଲଞ୍ଚ କରିଛି । ଏହି...

ନିଜ କଳ୍ପନା ରାଇଜରେ ବଞ୍ଚୁଛନ୍ତି ମୋଦି, ଶାହ: ରାହୁଲ

ମାଲାପୁରମ,୫।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର କେରଳ ଗସ୍ତ କରିଛନ୍ତି। ସେଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ...

କେରଳରେ ପ୍ରବଳ ବର୍ଷା: ୩ ମୃତ, ୯ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି

ଥିରୁଭାନନ୍ତପୁରମ୍‌,୨୪ା୭: ଆଜିକାଲି ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେଉଛି। ଏହି ସମୟରେ କେରଳର କେନ୍ଦ୍ରୀୟ ଏବଂ ଉତ୍ତର ଅଞ୍ଚଳରେ ମଧ୍ୟ ବର୍ଷା ହେବାର ସମ୍ଭାବନା...

ବିବାହ ସମାରୋହକୁ ଯାଉଥିବାବେଳେ ଅଘଟଣ: ଚାଲିଗଲା ୭ ଜୀବନ

ଅମରାବତୀ,୧୧।୭: ଆନ୍ଧ୍ରପ୍ରଦେଶର ପ୍ରକାଶ ଜିଲାରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ଘଟିଛି। ବିବାହ ସମାରୋହକୁ ଯାଉଥିବା ଏକ ଭୋର ସମୟରେ ଏକ କେନାଲକୁ ଖସିପଡିଥିଲା। ଏହି...

‘ଶରଦ ଭାଇ…ଏମିତି ବିଦାୟ ନେବାର ନ ଥିଲା’ ଭାବୁକ କଲା ଲାଲୁଙ୍କ ଟୁଇଟ ଭିଡିଓ

ନୂଆଦିଲ୍ଲୀ,୧୩ ।୧: ବରିଷ୍ଠ ସମାଜବାଦୀ ନେତା ଶରଦ ଯାଦବଙ୍କର ଗୁରୁବାର ରାତିରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ୭୫ ବର୍ଷ ବୟସରେ...

ଶୁଭେନ୍ଦୁ ଅଧିକାରୀଙ୍କୁ ଆଶ୍ୱସ୍ତି: ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୪।୮: ସୁପ୍ରିମକୋର୍ଟ ଶୁକ୍ରବାର କଲିକତା ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କରିଦେଇଛନ୍ତି। ଏଥିରେ କୁହାଯାଇଥିଲା ଯେ. ପଶ୍ଚିମବଙ୍ଗ ପୋଲିସ ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ଏଫ୍‌ଆଇଆର...

ମୋଦି ବିଦେଶରେ ସମ୍ମାନ ପାଇବା ଯୋଗ୍ୟ: ଥରୁର

ପୁଣେ,୨୩ା୯(ପି.ଟି.): ମୋଦି ନେତୃତ୍ୱାଧୀନ ସରକାରଙ୍କ ଘୋର ବିରୋଧୀ ଭାବେ ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି।...

ମଇଳା ଉଠାଇବାରେ ୮୪ କୋଟିର ଦୁର୍ନୀତି, ଭାଜପାକୁ ଘେରିଲା ଏଏପି…

ନୂଆଦିଲ୍ଲୀ, ୨୪।୯ : ଆମ ଆଦମୀ ପାର୍ଟି ପକ୍ଷରୁ ଭାଜପା ବିରୋଧରେ ଦିଲ୍ଲୀ ଏମସିଡିରେ ଭ୍ରଷ୍ଟାଚାର ଅଭିଯୋଗ ଅଣାଯାଇଛି। ଏଏପିର ଏମସିଡି ଦାୟିତ୍ୱରେ ଥିବା ଦୁର୍ଗେଶ...

Advertisement
Archives

Model This Week