Posted inଜାତୀୟ

ପଠାନକୋଟ ଏୟାରବେସ୍‌ରେ ସେନାର ଶକ୍ତି ବୃଦ୍ଧି କରିବ ଆପାଚେ ହେଲିକପ୍ଟର

ନୂଆଦିଲ୍ଲୀ,୩।୯: ଗତ କିଛିିଦିନ ହେବ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଅଶାନ୍ତ ବାତାବରଣକୁ ଦେଖି ଭାରତ କେତେଗୁଡିଏ ପଦକ୍ଷେପ ନେବାକୁ ସ୍ଥିର କରିଛି। ପାକିସ୍ତାନ ସୀମାକୁ ଲାଗି ରହିଥିବା ପଠାନକୋଟ ଏୟାରବେସ୍‌ରେ ମଙ୍ଗଳବାରଠାରୁ ଭାରତ ୮ଟି ଅତ୍ୟାଧୁନିକ ହେଲିକପ୍ଟର ଆପାଚେକୁ ମୁତୟନ କରିଛି। ଆମେରିକାରୁ ଭାରତ ଆସିଥିବା ଏହି ହେଲିକପ୍ଟର ପଠାନକୋଟ ଏୟାରବେସ୍‌ରେ ମୁତୟନ ହେବା ପରେ ଭାରତୀୟ ସେନାର ଶକ୍ତି ବୃଦ୍ଧି ହେବ। ମଙ୍ଗଳବାର ଏହି ୮ଟି ହେଲିକପ୍ଟର ପଠାନକୋଟ ଏୟାରବେସ୍‌ରେ ସେନାରେ ସାମିଲ ହେବା ପୂର୍ବରୁ ପ୍ରଥମେ ଓ୍ବାଟର କ୍ୟାନନରେ ସଲାମି ଦିଆଯାଇଥିଲା।

ଏହାପରେ ଏକ ଲଞ୍ଚିଙ୍ଗ ସମାରୋହରେ ଏୟାର ଚିଫ୍‌ ମାର୍ଶାଲ୍‌ ବିଏସ୍‌ ଧନଓ୍ବା ଓ ତାଙ୍କ ସହ ଓ୍ବେଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର୍‌ ମାର୍ଶାଲ୍‌ ଆର୍‌ ନାମ୍ବିୟାର ମିଶି ଆପାଚେ ହେଲିକପ୍ଟରର ପୂଜା କରିଥିଲେ। ବୋଇଂ ଇଣ୍ଡିଆର ଅଧ୍ୟକ୍ଷ ଶଲିଲ ଗୁପ୍ତେ ଏହାର ଚାବି ବିଏସ୍‌ ଧନଓ୍ବାଙ୍କୁ ଦେଇଥିଲେ।

ଏହାପରେ ଏୟାର ଚିଫ୍‌ ମାର୍ଶାଲ୍‌ ବିଏସ୍‌ ଧନଓ୍ବା ଓ ଓ୍ବେଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର୍‌ ମାର୍ଶାଲ୍‌ ଆର୍‌ ନାମ୍ବିୟାର ହେଲିକପ୍ଟର ନିରିକ୍ଷଣ କରିଥିଲେ। ସୂଚନାଯୋଗ୍ୟ, ଭାରତ ଆମେରିକାଠାରୁ ୨୨ଟି ଆପାଚେ ହେଲିକପ୍ଟର ଆଣିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ ମାଲିକଙ୍କଠାରୁ ଆଦାୟ ହେଲା ୧ ଲକ୍ଷ ୪୦ ହଜାର ଟଙ୍କାର ଜରିମାନା

ନୂଆଦିଲ୍ଲୀ,୧୧।୯:ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଦେଶବ୍ୟାପୀ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରାଯାଉଛି। ଦେଶର ବିଭିନ୍ନ ସ୍ଥାନରେ ଚେକିଂ କରାଯାଇ ବେଆଇନ...

କାହାକୁ ଫାଶୀ କାହାକୁ ନୁହେଁ, ଗାଇଡ୍‌ଲାଇନ୍‌ ଜାରି କରିବେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୨୪।୪ : ସୁପ୍ରିମକୋର୍ଟ କହିଛନ୍ତି ଯେ ଶୀଘ୍ର ଫାଶୀଦଣ୍ଡ ସମ୍ପର୍କରେ ଏକ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରାଯିବ। ଏହା ଅନ୍ତର୍ଗତ କାହାକୁ ଫାଶୀ ଦଣ୍ଡାଦେଶ ଦିଆଯିବ...

ହିମାଚଳର ସମସ୍ତ ଅନ୍ତର୍ଜାତୀୟ ସୀମା ସିଲ

ଚଣ୍ଡିଗଡ଼,୯ ।୫: ହିମାଚଳ ପ୍ରଦେଶର ଭାରତୀୟ ଜନତା ପାର୍ଟି(ଭାଜପା) ସରକାର ହଠାତ୍ ରବିବାର ସମସ୍ତ ଅନ୍ତର୍ଜାତୀୟ ସୀମାକୁ ସିଲ୍ କରି ଦେଇଛନ୍ତି । ଏହାସହ ପୋଲିସକୁ...

ଗୋଟିଏ ପରିବାରକୁ ଭାଙ୍ଗି ନ ଦେବା ପାଇଁ ହାଇକୋର୍ଟଙ୍କ ଏମିତି ନିର୍ଦ୍ଦେଶ

ଗ୍ବାଲିଅର୍‌,୨୭।୨: ଗୋଟିଏ ପରିବାର ଭାଙ୍ଗି ନ ଯିବା ପାଇଁ ଗ୍ବାଲିଅର୍‌ ହାଇକୋର୍ଟ ଏକ ପ୍ରଶଂସନୀୟ ନିଷ୍ପତ୍ତି ଶୁଣାଇଛନ୍ତି। ଅଦାଲତର ଏକକ ବେଞ୍ଚ୍‌ ନିର୍ଦ୍ଦେଶରେ ଏବେ ଜଣେ...

୧୦୦ ବର୍ଷ ପୁରୁଣା ପାଣି ଟାଙ୍କିର ମରାମତି କାର୍ଯ୍ୟ ଆରମ୍ଭ: ଖର୍ଚ୍ଚ ହେବ ୧ କୋଟି ୮୦ଲକ୍ଷ ଟଙ୍କା

ଶିମଲା,୮।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମଲାର ଐତିହାସିକ ରିଜ ମୈଦାନରେ ଅବସ୍ଥିତ ୧୦୦ ବର୍ଷ ପୁରୁଣା ଜଳ ସଂରକ୍ଷଣ ଟ୍ୟାଙ୍କର ମରାମତି କାମ ଆରମ୍ଭ ହୋଇଛି।...

ସୁରକ୍ଷାକର୍ମୀଙ୍କୁ ସଫଳତା: ଟଳିଲେ ୩ ଆତଙ୍କବାଦୀ

ଶ୍ରୀନଗର,୬।୫: ଜମ୍ମୁ-କଶ୍ମୀରର ଶୋପିଆନ ଜିଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ତିନିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହାସହ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ...

ମାନଙ୍କ ମଦ୍ୟପାନ ଯୋଗୁ ବିମାନ ଉଡାଣରେ ହୋଇଥିଲା କି ବିଳମ୍ବ: ଲୁଫଥାନ୍ସା ଏୟାରଲାଇନ୍ସ ରଖିଲା ପ୍ରତିକ୍ରିୟା

ଚଣ୍ଡିଗଡ଼,୨୦।୯: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ମଦ୍ୟପାନ ଯୋଗୁ ଜର୍ମାନର ଏୟାରଲାଇନ୍ସ ଲୁଫଥାନ୍ସା ବିମାନ ଉଡ଼ାଣରେ ବିଳମ୍ବ ହୋଇଥିବା ଅଭିଯୋଗ ହୋଇଛି। ଗଣମାଧ୍ୟମର ରିପୋର୍ଟକୁ ଆଧାର...

ସାଧାରଣତନ୍ତ୍ର ଦିବସ ପରେଡ୍‌ : ପ୍ରଦର୍ଶନ ହେବ ୨୩ ପ୍ରଜ୍ଞାପନ ମେଢ଼

ନୂଆଦିଲ୍ଲୀ,୨୩।୧: ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀସ୍ଥିତ କର୍ତ୍ତବ୍ୟପଥରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୨୩ଟି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯିବ। ଏ ସଂକ୍ରାନ୍ତରେ ପ୍ରତିରକ୍ଷା...

Advertisement
Archives

Model This Week