ପକ୍ଷାଘାତରେ ପୀଡ଼ିତ ଜଟାଧାରୀ: କଳାକାର ଭତାରୁ ବଁଚିତ୍‌ ଅଭିଯୋଗ

ଅତାବିରା, ୭।୨ (ଡି.ଏନ୍‌.ଏ.)- କେନ୍ଦ୍ର ଆର ରାଏଜ୍‌ ଉଭଏ ସରକାର କଳା, ସଂସ୍କୃତିକେ ବଁଚେଇ ରଖବାର ଲାଗି ପୋରଛାହନ୍‌ ଯୁଗେଇ ଦେଉଛନ୍‌। ସେନ୍‌ତା ୫୦ ବଛର୍‌ରୁ ଅଧ୍‌କା ହେଉଥିବାର କଳାକାରମାନକୁ ଭତା ଦେଉଛନ୍‌। ହେଲେ ଅନେକ ଜାଗାରେ ହକ୍‌ଦାର କଳାକାର ଭତା ପାଏବାରୁ ବଁଚିତ୍‌ ହେଉଥିବାର ଅଭିଯୋଗ ହେଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ। ବରଗଡ଼ ଜିଲା ଭେଡ଼େନ ବ୍ଲକ ବଡ଼ପିପିଲି ଗଁାରେ।
ସୂଚନା ଅନ୍‌ସାରେ ବଡ଼ପିପିଲି ଗଁାର ଜଟାଧାରୀ ପ୍ରଧାନ(୭୦)। ସେ ଅଂଚଲର ଝନେ ନଁାକରା ପାଲା, ସଂକିରତନ୍‌ ଗାହାକ୍‌। କଳା ପଦରଶନ କରି ସେ ଅନେକ ଜାଗାରେ ସନାମନା ବି ହେଇଛନ୍‌। ଏହେଦେ ସେ ବଏସ୍‌ର ଶେଷ ମୁଡ଼ସାକେ ପୁହୁଁଚିଥିଲାବେଲେ କଳାକାର ଭତାର ଲାଗି ବାରବାର ଆବେଦନ କରି ନିରାଶ ହେଇଛନ୍‌। ଆଏଜ୍‌କେ ୯ ମାସ ହେଲା ଜଟାଧାରୀ ପକ୍ଷାଘାତ ରୋଗ୍‌ରେ ପଡ଼ି ଜୀବନ୍‌ ମରନ୍‌ ସଂଗେ ଯୁଝୁଛନ୍‌। ଭାତା ବାବ୍‌ଦେ ତାହାକୁ ପଚ୍‌ରାଲାରୁ କଳାକାର ଭତାର ଲାଗି ଦରକାରି କାଗଜପତର ଭେଡ଼େନ ତହସିଲରୁ ଆନିଥିଲି। ସେ ଗାଜପତର ଭେଡ଼େନ ବ୍ଲକ କଳାକାର ସଂଘ ଜରିଆରେ ବରଗଡ଼ ଜିଲା କଳା ଓ ସଂସ୍କୃତି ବିଭାଗକେ ଦେଇ ଭତାର ଲାଗି ଆବେଦନ କରିଥିଲି। ହେଲେ ଆଏଜ୍‌ତକ ଭତା ନୁହେମିଲେ ବଲି ସେ ମନ୍‌ଦୁଖ କରି କହିଥିଲେ। ଇ ଦିଗେ ଜିଲା କଳା ଓ ସଂସ୍କୃତି ବିଭାଗ ଦୁରୁଷ୍‌ଟି ଦେଇ ଭତା ଯୁଗେଇ ଦେବାକେ ସେ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଏ ଦୁନିଆ ଭଲଲାଗୁନି ଲେଖି ଝୁଲିପଡ଼ିଲେ ପାରା ମେଡିକାଲ ଛାତ୍ରୀ

ପାଟଣା,୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଗୋରାସ ପଞ୍ଚାୟତ କୁଚେଇ ବେଡା ଗାଁ ନିକଟ ହୁଡ଼ିରୁ ଶନିବାର ଜଣେ ୧୯ ବର୍ଷୀୟା ଯୁବତୀଙ୍କ ଝୁଲନ୍ତା ମୃତଦେହ...

ଫିକା ପଡ଼ିବ ଗଣପର୍ବ ଗଜଲକ୍ଷ୍ମୀ ପୂଜା

କେନ୍ଦ୍ରାପଡ଼ା ଅଫିସ,୩୦।୧୦: କରୋନା ସଂକ୍ରମଣ ଭୟ ଚଳିତବର୍ଷ କେନ୍ଦ୍ରାପଡ଼ା ଜିଲାର ଗଣପର୍ବ ମା’ ଗଜଲକ୍ଷ୍ମୀଙ୍କ ପୂଜାକୁ ଫିକା ପକାଇବ। କୋଭିଡ୍‌ ୧୯ର ସମସ୍ତ ନିୟମ ପାଳନ...

ପୋଖରୀରୁ ଯୁବତୀଙ୍କ କଙ୍କାଳ ମିଳିବା ଘଟଣା: ହାଇଦ୍ରାବାଦ୍‌ରୁ ହତ୍ୟା ଅଭିଯୁକ୍ତ ଗିରଫ

ଦଶରଥପୁର,୧୬।୪(ଡି.ଏନ.ଏ.): ଯାଜପୁର ସଦର ଥାନା କପିଳେଶ୍ୱର ଗ୍ରାମ ସୀମାରେ ଥିବା ପରିତ୍ୟକ୍ତ ପୋଖରୀରୁ ଗତ ୮ ତାରିଖରେ ମିଳିଥିବା କଙ୍କାଳ ଚିହ୍ନଟ ହେବା ପରେ ହତ୍ୟା...

ପ୍ରଚାରକୁ ଓହ୍ଲାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଝାରସୁଗୁଡ଼ା ଅଫିସ,୨୫।୫: ବ୍ରଜରାଜନଗର ଉପନିର୍ବାଚନକୁ ଆଉ ସପ୍ତାହେ ବାକି ଥିବାବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି। ଏଥିରେ ବିଭିନ୍ନ ଦଳର ଷ୍ଟାର...

୩ ବର୍ଷରେ ୧୦୬ ହରିଣ ଶିକାର

ଭୁବନେଶ୍ୱର, ୩୧।୭(ବ୍ୟୁରୋ): ରାଜ୍ୟରେ ହରିଣ ଶିକାର ଦ୍ରୁତ ଗତିରେ ବଢୁଛି। ଗତ ୩ ବର୍ଷ ମଧ୍ୟରେ ବିଭିନ୍ନ ପ୍ରଜାତିର ୧୦୬ ହରିଣଙ୍କୁ ଶିକାର କରାଯାଇଛି। ମଙ୍ଗଳବାର...

ପାରିବାରିକ କଳହରୁ ମହିଳାଙ୍କ ଆତ୍ମହତ୍ୟା

ଯୋଡା,୬ା୫(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ବାମେବରୀ ଅନ୍ତର୍ଗତ ତାଡପାଣି ଅଞ୍ଚଳରେ ମଙ୍ଗଳବାର ପାରିବାରିକ କଳହରୁ ମଞ୍ଜ ମୁଣ୍ଡା ନାମ୍ନୀ ଜଣେ ମହିଳା ଗଛରେ ଫାଶି ଲଗାଇ ଆତ୍ମହତ୍ୟା...

ଆଇଚର-ମୋ ବସ୍‌ ମୁହାଁମୁହିଁ: ୧୦ ଆହତ

ଖୋର୍ଦ୍ଧା ଅଫିସ,୩୦ା୪: ୧୬ନଂ ଜାତୀୟ ରାଜପଥ ପାଲଟିଛି ମରଣାଯନ୍ତା। ଶୁକ୍ରବାର ଗଡ଼ଖୋର୍ଦ୍ଧା ଛକରେ ଦୁଇ ଗାଡ଼ି ମୁହାମୁହିଁ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ...

ମଦସହ ୩ ବାଇକ ଜବତ, ୩ ଗିରଫ

ବେଗୁନିଆପଡ଼ା,୧୫ା୫(ଡି.ଏନ.ଏ.)- କରୋନା କଟକଣାର ଫାଇଦା ନେଇ ଅସାଧୁ ମଦ ବେପାରୀ ମାତିଛନ୍ତି। ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଶୁକ୍ରବାର ଶାଳବଣ ଛକରେ ପାଟ୍ରୋଲିଂବେଳେ...

Advertisement
Archives

Model This Week