Posted inଖେଳ

ନେଟ୍ସରେ ଲଗାତର ୫ ଛକା ମାରିଲେ ଧୋନୀ

ଚେନ୍ନାଇ,୭ା୩- ଦୀର୍ଘ ଦିନ ହେଲେ କ୍ରିକେଟରୁ ଦୂରେଇ ରହିବା ସତ୍ତ୍ୱେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଫର୍ମ ପ୍ରଭାବିତ ହୋଇନାହିଁ। ସ୍ଥାନୀୟ ଚେପକ ଗ୍ରାଉଣ୍ଡରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଦଳର ଅଭ୍ୟାସବେଳେ ଧୋନୀ ନେଟ୍ସରେ ଲଗାତର ୫ ଛକା ମାରିଛନ୍ତି। ଏହାର ଏକ ଭିଡିଓ ଷ୍ଟାର ସ୍ପୋଟର୍ସ ତାମିଲ ପକ୍ଷରୁ ଟୁଇଟରରେ ଶେୟାର କରାଯାଇଛି। ଭିଡିଓରେ ଧୋନୀ ବଡ଼ ଶଟ ଖେଳୁଥତ୍ବାବେଳେ ଉଇକେଟ ପଛ ପଟେ ସୁରେଶ ରାଇନା ଓ ପିୟୂଷ ଚାଓ୍ବଲା ଛିଡ଼ା ହୋଇ ବ୍ୟାଟିଂ ପାଇଁ ଅପେକ୍ଷା କରିଛନ୍ତି। ଏହି ଭିଡିଓ ଏବେ ଭାଇରାଲ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୁମିନ୍ସ ଦାନ କଲେ ୫୦ ହଜାର ଡଲାର

ନୂଆଦିଲ୍ଲୀ, ୨୭ା୪ (ପି.ଟି.)-ଭାରତରେ କୋଭିଡ୍‌ ବିରୋଧରେ ଲଢେଇ ପାଇଁ ସହାୟତାର ହାତ ବଢାଇଛନ୍ତି କୋଲକାତା ନାଇଟ ରାଇଡର୍ସ (କେକେଆର)ର ଅଷ୍ଟ୍ରେଲୀୟ ପେସ୍‌ ବୋଲର ପ୍ୟାଟ୍‌ କୁମିନ୍ସ।...

ଆର୍ଚେରୀ ରିଫ୍ରେଶର ଟ୍ରେନିଂ ପ୍ରୋଗ୍ରାମ

ଭୁବନେଶ୍ୱର, ୨୮।୪(କ୍ରୀଡ଼ା ପ୍ରତିନିଧି)- ଏସଜେଏଫଆଇ ଏବଂ ଏନଏସଏଫ ଜାତୀୟ ପ୍ରତିଯୋଗିତାଗୁଡ଼ିକୁ ଦୃଷ୍ଟିରେ ରଖି ପ୍ରତିଭା ସମ୍ପନ୍ନ ଖେଳାଳିଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାରଙ୍କ...

ଶ୍ରୀଲଙ୍କାକୁ ୭ ଉଇକେଟରେ ହରାଇଲା ଇଂଲଣ୍ଡ

ଗାଲେ, ୧୯ା୧ (ଏପି)- ସପ୍ତମ ଉଇକେଟରେ ଜନ୍ନି ବେୟାରଷ୍ଟୋ ଓ ଡାନିଏଲ୍‌ ଲରେନ୍ସଙ୍କ ମଧ୍ୟରେ ଅପରାଜିତ ୫୨ରନର ପାର୍ଟନରଶିପ୍‌ ଯୋଗୁ ଏଠାରେ ଚାଲିଥିବା ପ୍ରଥମ କ୍ରିକେଟ...

ଇତିହାସ ରଚିବାଠାରୁ ମାତ୍ର ୬ ଉଇକେଟ୍‌ ଦୂରରେ ଅଶ୍ୱିନ୍‌

ଚେନ୍ନାଇରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ଭାରତର ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅନେକ ରେକର୍ଡ ହାସଲ କରିଥିଲେ। ଚେପକରେ ଅଶ୍ୱିନ...

ପାକିସ୍ତାନ ବିପକ୍ଷ ଡେଭିସ୍‌ କପ୍‌ ମ୍ୟାଚ୍‌ ସୁରକ୍ଷା ନେଇ ସମୀକ୍ଷା ହେବ

ନୂଆଦିଲ୍ଳୀ,୧୪।୯(ପି.ଟି.)- ଭାରତ ଓ ପାକିସ୍ତାନ ମଧ୍ୟରେ ଆୟୋଜନ ହେବାକୁ ଥିବା ଡେଭିସ୍‌ କପ୍‌ ମ୍ୟାଚ୍‌ ନେଇ ଅନିଶ୍ଚିତତା ଜାରି ରହିଛି। ପୁନଃ ନିର୍ଦ୍ଧାରିତ ନଭେମ୍ବର ୨୦...

୫ ମାସ ଘରକୁ ଫେରିବେନି ଟିମ୍‌ ଇଣ୍ଡିଆର ଷ୍ଟାର୍‌ କ୍ରିକେଟର…

ନୂଆଦିଲ୍ଲୀ,୧।୭: ଟିମ୍‌ ଇଣ୍ଡିଆର ଷ୍ଟାର୍‌ କ୍ରିକେଟର ଏବେ ବିଦେଶରେ ରହିଛନ୍ତି। ଆସନ୍ତା ୫ ମାସ ପର୍ଯ୍ୟନ୍ତ ଟିମ୍‌ ଇଣ୍ଡିଆ ସଦସ୍ୟ ଘରକୁ ଫେରିପାରିବେ ନାହିଁ। ନଭେମ୍ବର...

ଆଗୁଆ ସିରିଜ କବ୍‌ଜା କଲା ପାକିସ୍ତାନ

ଲାହୋର, ୨୬।୧ (ଏଏଫ୍‌ପି)- ଅଧିନାୟକ ବାବର ଆଜାମ ଓ ଭେଟେରାନ ବ୍ୟାଟ୍ସମ୍ୟାନ ମହମ୍ମଦ ହାଫିଜଙ୍କ ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ବଳରେ ଶନିବାର ଏଠାରେ ଖେଳାଯାଇଥିବା ୨ୟ...

କ୍ଲିନ୍‌ ସୁଇପ୍‌ଠାରୁ ଭାରତ ୨ ଉଇକେଟ ଦୂରରେ : ତୃତୀୟ ଦିନରେ ଦକ୍ଷିଣ ଆଫ୍ରିକାର ୧୬ ଉଇକେଟର ପତନ

ରଞ୍ଚି,୨୧।୧୦ (ପି.ଟି.)- ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ଉପରେ ଭାରତ ଚଳିତ ସିରିଜରେ ସମ୍ପୂର୍ଣ୍ଣ ରୂପେ ଆଧିପତ୍ୟ ବିସ୍ତାର କରିବାରେ ସଫଳ ହୋଇଛି। କ୍ରମାଗତ...

Advertisement
Archives

Model This Week