
ନୂଆ ମୋଟର ଯାନ ଆଇନ ଓ ପୋଲିସ ଜୁଲୁମ ବିରୋଧରେ ପ୍ରତିବାଦ କରି ପିପୁଲ୍ସ ପ୍ରୋଟେଷ୍ଟ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ।
ନୂଆ ମୋଟର ଯାନ ଆଇନ ଓ ପୋଲିସ ଜୁଲୁମ ବିରୋଧରେ ପ୍ରତିବାଦ କରି ପିପୁଲ୍ସ ପ୍ରୋଟେଷ୍ଟ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ।
ଶ୍ରାବଣ ଶେଷ ସୋମବାର ମହାଦେବଙ୍କ ଦର୍ଶନଲାଗି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ କାଉଡ଼ିଆ ତଥା ଶ୍ରଦ୍ଧାଳୁମାନେ ଲମ୍ବା ଧାଡ଼ିରେ ଯାଉଛନ୍ତି।
ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ।
ଭୁବନେଶ୍ୱର ଉପକଣ୍ଠ ଏକ ଧାନବିଲରେ ମହିଳାମାନେ ଧାନ ତଳି ରୋଇବାର ଦୃଶ୍ୟ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ନିମନ୍ତେ ରଖାଯାଇଥିବା ସର୍ବଦଳୀୟ ଶୋକସଭାରେ ରାଜ୍ୟପାଳ ଗଣେଶୀ ଲାଲ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି।
କଟକ କୃଷକ ବଜାର ବସ୍ତି ଉଚ୍ଛେଦ ଘୋଷଣା ଓ ପ୍ରଶାସନର ମନମୁଖୀ କାର୍ଯ୍ୟକଳାପ ବିରୋଧରେ ବସ୍ତି ବାସିନ୍ଦା ମିଳିତ ମଞ୍ଚ ପକ୍ଷରୁ କଟକ ଜିଲାପାଳ ଅଫିସ...
ଲଣ୍ଡନର ବଙ୍କିଙ୍ଗହାମ ପ୍ୟାଲେସରେ ବ୍ରିଟେନ ରାଣୀ ଏଲିଜାବେଥ୍ଙ୍କ ସହ ବିଶ୍ୱକପ୍ରେ ଅଂଶଗ୍ରହଣକାରୀ ୧୦ ଦଳର ଅଧିନାୟକ।
କଟକ ତେଲେଙ୍ଗାବଜାର ଶ୍ରୀରଘୁନାଥଜୀଉ ମନ୍ଦିର ପରିସରରେ ଥିବା ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ।
ରାଜଧାନୀରେ ପ୍ରବଳ ବର୍ଷା