ନୀଲ୍‌ ନୀତିନ୍‌ ମୁକେଶ ୩୮ ବର୍ଷରେ: ସୋନମ୍‌ଙ୍କ ସହିତ ୩୦ ଥର କିସିଂ ସିନ୍‌ ଦେଇଥିଲା ପରିଚିତି

ମୁମ୍ବାଇ: ବଲିଉଡ୍‌ ଷ୍ଟାର ନୀଲ୍‌ ନୀତିନ୍‌ ମୁକେଶ ବୁଧବାର ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୨ ଜାନୁୟାରୀ ୧୫ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ନୀଲଙ୍କ ସହିତ ସୋନମ୍‌ ଚୌହ୍ବାନଙ୍କର ପ୍ରେମ ସମ୍ପର୍କ ନେଇ ବଲିଉଡ୍‌ ବେଶ୍‌ ଚର୍ଚ୍ଚା ହୋଇଥିଲା। ନୀଲ୍‌ ୩-ଜି ଫିଲ୍ମରେ ସୋନମ୍‌ ସହିତ ସ୍କ୍ରିନ୍‌ ଶେୟାର କରିଥିଲେ। ଏହି ଫିଲ୍ମରେ ଉଭୟଙ୍କର ୩୦ଟି କିସିଂ ସିନ୍‌ ଥିଲା। ଏହାକୁ ନେଇ ଫିଲ୍ମଟି ବେଶ୍‌ ଚର୍ଚ୍ଚାରେ ରହିଥିଲା। ଦର୍ଶକ କେବଳ ଏହି କିସିଂ ସିନ୍‌ ପାଇଁ ହଲ୍‌କୁ ଯାଉଥିବା କୁହାଯାଇଥିଲା। ଏହାପରେ ନୀଲ୍‌ ୨୦୧୭ରେ ରୁକ୍ମିଣୀ ଶାହାୟଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅର ପ୍ରଥମ ଜନ୍ମଦିନରେ ଭାବବିହ୍ବଳ ହେଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜାଙ୍କ ପୁଅ ଅଭ୍ୟାନ ଆଜାଦ ରେଖୀଙ୍କୁ ଆଜି ଅର୍ଥାତ୍‌ ମେ’ ୧୪ରେ ବର୍ଷେ ପୂରିଛି। ପୁଅର ପ୍ରଥମ ଜନ୍ମଦିନରେ ଏକ...

ରିଲିଜ ଅପେକ୍ଷାରେ ବୈଶାଳୀ

ଓଡ଼ିଆ ସିନେମା ‘ବୈଶାଳୀ’ ଚଳିତ ମାସ ୧୯ରେ ପରଦା ଉପରକୁ ଆସୁଛି। ଏହି ଫିଲ୍ମରୁ ନିଜର ଆକ୍ଟିଂ କ୍ୟାରିୟର ଆରମ୍ଭ କରୁଛନ୍ତି ନବାଗତ ଡ. ପ୍ରୀତ୍‌।...

ଜୋର୍‌ କା ଝଟ୍‌କା

ଚଳିତ ମାସ ୨୦ରେ ରିଲିଜ୍‌ ହେବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ‘ଜୋର୍‌ କା ଝଟ୍‌କା’। କମେଡିଭିତ୍ତିକ ଏହି ଫିଲ୍ମଟିର କାହାଣୀରେ ଏଭଳି ମସଲା ରହିଛି, ଯାହା...

ଝିଅଙ୍କ ବିବାହକୁ ନେଇ ଉତ୍ସାହିତ ଅଛନ୍ତି ସୁନୀଲ

ଅଭିନେତ୍ରୀ ଆଥିଆ ସେଟ୍ଟୀ ଏବଂ କ୍ରିକେଟର କେ.ଏଲ. ରାହୁଲଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦୁହିଁଙ୍କ ବିବାହ ଏହି ବର୍ଷ ଡିସେମ୍ବରରେ ହେବ...

ବଲିଉଡ୍‌ରେ ଓ୍ବାହିଦା ରେହମାନଙ୍କୁ ଏହି ଅଭିନେତା ଦେଇଥିଲେ ବ୍ରେକ୍‌

ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ରର ପପୁଲାର ଓ ବରିଷ୍ଠ ଅଭିନେତ୍ରୀ ଓ୍ବାହିଦା ରେହମାନ ସୋମବାର ୮୨ ବର୍ଷରେ ପ୍ରଦାର୍ପଣ କରିଛନ୍ତି। ତାଙ୍କର ଜନ୍ମଦିନ ଅବସରରେ ବଲିଉଡ୍‌ ସେଲିବ୍ରିଟିଙ୍କଠାରୁ...

କାହିଁକି ନାମରେ ଅଛି ଦୁଇଥର ‘ଏନ୍‌’ ଆଉ ‘ଆର୍‌’; ଅଭିନେତା କହିଲେ…

ବମ୍ବେ: ନିଜର ନିଖୁଣ ଅଭିନୟ ଦ୍ୱାରା ବଲିଉଡ୍‌ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନ୍ନା। ସେ ସର୍ବଦା ନିଜର ସଫଳତାର ଶ୍ରେୟ...

‘ବ୍ରହ୍ମାସ୍ତ୍ର’ ପୂର୍ବରୁ ଏହି ପ୍ରୋଜେକ୍ଟରେ ନଜର ଆସିବେ ଆଲିଆ-ରଣବୀର

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁର ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ। ମାତ୍ର ଏହି ଫିଲ୍ମ ପୂର୍ବରୁ ତାଙ୍କୁ...

ପୁଣି ପ୍ରେମରେ ପଡିଛନ୍ତି କାର୍ତ୍ତିକ

ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଜଣେ ଆଗଧାଡିର କଳାକାର। ତାଙ୍କର ଅନେକ ମହିଳା ପ୍ରଶଂସକ ଅଛନ୍ତି। ସେ ବଲିଉଡର ଏପରି ଜଣେ ଅଭିନେତା, ଯିଏ ଖୁବ...

Advertisement
Archives

Model This Week