ନୀଲ୍‌ ନୀତିନ୍‌ ମୁକେଶ ୩୮ ବର୍ଷରେ: ସୋନମ୍‌ଙ୍କ ସହିତ ୩୦ ଥର କିସିଂ ସିନ୍‌ ଦେଇଥିଲା ପରିଚିତି

ମୁମ୍ବାଇ: ବଲିଉଡ୍‌ ଷ୍ଟାର ନୀଲ୍‌ ନୀତିନ୍‌ ମୁକେଶ ବୁଧବାର ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୨ ଜାନୁୟାରୀ ୧୫ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ନୀଲଙ୍କ ସହିତ ସୋନମ୍‌ ଚୌହ୍ବାନଙ୍କର ପ୍ରେମ ସମ୍ପର୍କ ନେଇ ବଲିଉଡ୍‌ ବେଶ୍‌ ଚର୍ଚ୍ଚା ହୋଇଥିଲା। ନୀଲ୍‌ ୩-ଜି ଫିଲ୍ମରେ ସୋନମ୍‌ ସହିତ ସ୍କ୍ରିନ୍‌ ଶେୟାର କରିଥିଲେ। ଏହି ଫିଲ୍ମରେ ଉଭୟଙ୍କର ୩୦ଟି କିସିଂ ସିନ୍‌ ଥିଲା। ଏହାକୁ ନେଇ ଫିଲ୍ମଟି ବେଶ୍‌ ଚର୍ଚ୍ଚାରେ ରହିଥିଲା। ଦର୍ଶକ କେବଳ ଏହି କିସିଂ ସିନ୍‌ ପାଇଁ ହଲ୍‌କୁ ଯାଉଥିବା କୁହାଯାଇଥିଲା। ଏହାପରେ ନୀଲ୍‌ ୨୦୧୭ରେ ରୁକ୍ମିଣୀ ଶାହାୟଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତଙ୍କ ପରେ ମୁମ୍ବାଇରେ ଆଉ ଜଣେ ବିହାର ଅଭିନେତାଙ୍କ ପରଲୋକ

ମୁମ୍ବାଇ, ୨୯।୯: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ବିହାରର ଆଉ ଜଣେ ଉଦୀୟମାନ କଳାକାରଙ୍କ ବିୟୋଗ ସାମ୍ନାକୁ ଆସିଛି। ଯୁବ ଅଭିନେତା...

ମିସ୍‌ ଗ୍ଲୋରି ଅଫ୍‌ ୟୁନିଭର୍ସ: ଭାରତର ପ୍ରତିନିଧିତ୍ୱ କରିବେ ମଞ୍ଜୁ ଥାପ୍ପା

ନୂଆଦିଲ୍ଲୀ,୬।୧: ମିସ୍‌ ଗ୍ଲୋରି ଅଫ୍‌ ୟୁନିଭର୍ସ-୨୦୨୦ ଫେବୃୟାରୀ ୫ରେ ବ୍ୟାଙ୍କକ୍‌ରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗୀତାରେ ଗ୍ଲୋରି ଅଫ୍‌ ନର୍ଥ-ଇଷ୍ଟ ମଞ୍ଜୁ ଥାପ୍ପା ଭାରତ ପକ୍ଷରୁ...

ପୁଣି ଥରେ ବାପା ହେବାକୁ ଯାଉଛନ୍ତି ମନୋଜ ତିଓ୍ବାରୀ

ବମ୍ବେ: ପୁଣି ଥରେ ବାପା ହେବାକୁ ଯାଉଛନ୍ତି ଅଭିନେତା-ଗାୟକ ତଥା ରାଜନେତା ମନୋଜ ତିଓ୍ବାରୀ। ୫୧ ବର୍ଷୀୟ ମନୋଜଙ୍କ ଘରକୁ କୁନି ଅତିଥି ଆସିବାକୁ ଯାଉଛି।...

ସାରାଙ୍କୁ କେବେ ଉପଦେଶ ଦିଅନ୍ତି ନାହିଁ ଶୈଫ

ମୁମ୍ବାଇ: ବଲିଉଡ୍‌ ଷ୍ଟାର କିଡ୍‌ ତଥା ନବାଗତା ନାୟିକା ସାରା ଅଲ୍ଲି ଖାଁ ଏବେ ଜଣେ ଚର୍ଚ୍ଚିତ ଚେହେରା। ପିତାଙ୍କଠାରୁ ଅଲଗା ହେବା ପରେ ଏବେ...

ଚତୁର୍ଥ ଥର ପିତା ହେବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ ଅଭିନେତା, ନୂଆ ଅତିଥି ସ୍ବାଗତ ପାଇଁ ରହିଛି ସ୍ବତନ୍ତ୍ର ପ୍ଲାନ୍‌

ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଖୁବ୍‌ଶୀଘ୍ର ପିତା ହେବାକୁ ଯାଉଛନ୍ତି। ସୈଫ୍‌ଙ୍କ ସ୍ତ୍ରୀ ତଥା କରିନା କପୁର ନିଜ ଦ୍ୱିତୀୟ ସନ୍ତାନଙ୍କୁ ଜନ୍ମ ଦେବାକୁ...

ଅଡ଼ୁଆରେ ସବ୍ୟସାଚୀ: ରୁଜୁ ହେଲା ମାମଲା

ମୁମ୍ବାଇ:ଫ୍ୟାଶନ ଓ ଜୁଏଲାରୀ ଡିଜାଇନର ସବ୍ୟସାଚୀ ମୁଖାର୍ଜୀଙ୍କ ନାମରେ ଶନିବାର ଏତଲା ରୁଜୁ ହୋଇଛି। ଏକ ମଙ୍ଗଳସୂତ୍ର ବିଜ୍ଞାପନକୁ ନେଇ ତାଙ୍କ ନାମରେ ଭାଜପାର ପରାମର୍ଶ...

କରୋନାକୁ ହରାଇ ଘରକୁ ଫେରିଲେ ଏହି ଅଭିନେତ୍ରୀ

ଛୋଟ ପରଦାର ଚର୍ଚ୍ଚିତ ଧାରାବାହିକ ‘ଇଶ୍କବାଜ’ର ଅଭିନେତ୍ରୀ ଶ୍ରେନୁ ପାରିଖ କିଛି ଦିନ ପୂର୍ବେ କରୋନାରେ ଆକ୍ରାନ୍ତଙ୍କ ହୋଇ ଚିକିତ୍ସାଧୀନ ଥିଲେ। ଏବେ ସେ ସୁସ୍ଥ...

ଫିଲ୍ମ‘ସୂର୍ଯ୍ୟବଂଶୀ’କୁ ନେଇ ବଢୁଛି କ୍ରେଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବଂ ଅଭିନେତ୍ରୀ କାଟ୍ରିନା କୈଫଙ୍କ ଯୋଡିକୁ ବେଶ୍‌ ପସନ୍ଦ କରନ୍ତି ଦର୍ଶକ। ପୁଣି ଥରେ ଏହି ଯୋଡିଙ୍କୁ ଦେଖିବାକୁ...

Advertisement
Archives

Model This Week