Posted inଜାତୀୟ

ନିର୍ଭୟା ମାମଲା: ମୁକେଶଙ୍କୁ ଆଉ ଏକ ଝଟ୍‌କା

ନୂଆଦିଲ୍ଲୀ,୧୬।୧: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ମୁକେଶଙ୍କୁ ଲାଗିଛି ଆଉ ଏକ ଝଟ୍‌କା। ଗୁରୁବାର ଉପରାଜ୍ୟପାଳ ମୁକେଶଙ୍କ କ୍ଷମା ଆବେଦନକୁ ଖାରଜ କରି ଦେଇଛନ୍ତି। ଏବେ ଏହି କ୍ଷମା ଆବେଦନକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଇ ଦିଆଯିବ ବୋଲି ଜଣାପଡିଛି। ବୁଧବାର ମଧ୍ୟ ଦିଲ୍ଲୀ ହାଇକୋର୍ଟ ମୁକେଶଙ୍କୁ ଏକ ଝଟ୍‌କା ଦେଇଥିଲେ। ଦିଲ୍ଲୀ ହାଇକୋର୍ଟ ଡେଥ୍‌ ଓ୍ବାରେଣ୍ଟ ଉପରେ ରୋକ ଲଗାଇବାକୁ ମନା କରିଦେଇଥିଲେ। ଏହି ମାମଲାର ଶୁଣାଣି ଆଜି ଦିନ ୨ଟାରେ ପଟିଆଲା ହାଉସ କୋର୍ଟରେ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଅଜିତ୍‌ ପାଓ୍ବାର ହେବେ ଉପମୁଖ୍ୟମନ୍ତ୍ରୀ: ଡିସେମ୍ବର ୧୬ରୁ ଶୀତ ଅଧିବେଶନ

ମୁମ୍ବାଇ,୩୦।୧୧: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଶାସନ ଆରମ୍ଭ ହୋଇଛି। ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଖୁବ୍‌ ଶୀଘ୍ର ଅଜିତ୍‌ ପାଓ୍ବାର ଶପଥ ନେବାର...

ପୋଲାଭରମ୍‌ ପ୍ରକଳ୍ପ କାର୍ଯ୍ୟ ବନ୍ଦ ପାଇଁ ରାଜ୍ୟ ସଭାରେ ଦାବି

ନୂଆଦିଲ୍ଲୀ,୨୭ା୭(ପି.ଟି.): ଓଡିଶାର ଆଦିବାସୀ ଓ ସେମାନଙ୍କ ଜମିର ସୁରକ୍ଷା ପାଇଁ ଆନ୍ଧ୍ରପ୍ରଦେଶରେ ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ଶୁକ୍ରବାର ବିଜେଡି ଏମ୍‌ପି ସସ୍ମିତ...

ତସ୍କରଙ୍କ ଟାର୍ଗେଟ୍‌ରେ ଭାରତୀୟ କଳାକୃତି

ନୂଆଦିଲ୍ଲୀ: ରାଜସ୍ଥାନରୁ ୧୯୯୮ରେ ବ୍ରିଟେନକୁ ଚୋରା ଚାଲାଣ କରାଯାଇଥିବା ମହାପ୍ରଭୁ ଶିବଙ୍କ ଏକ ପ୍ରାଚୀନ ମୂର୍ତ୍ତି ଭାରତ ଫେରିବ। ୧୫ ବର୍ଷ ଧରି ଏଜାଗାରୁ ସେଜାଗା...

ତୀର୍ଥଯାତ୍ରୀଙ୍କ ଉପରେ ମାଡିଗଲା କାର୍‌: ଚାଲିଗଲା ୬ ଜୀବନ

ଅହମ୍ମଦାବାଦ,୨।୯: ଗୁଜରାଟର ଅମ୍ବାଜୀରେ ଶୁକ୍ରବାର ସକାଳେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଦ୍ରୁତଗାମୀ କାର ତୀର୍ଥଯାତ୍ରୀଙ୍କୁ ଚଢିଯିବାରୁ ୬ ଜଣଙ୍କର ମୃତ୍ୟୁ...

କୋଭିଡ୍‌-୧୯ରୁ ମୁକ୍ତି ମିଳିବାକୁ ବର୍ଷେ ଲାଗିବ

ବେଙ୍ଗାଲୁରୁ,୧ା୪ (ଆଇଏଏନ୍‌ଏସ୍‌): ମହାମାରୀ କରୋନାରୁ ମୁକ୍ତି ମିଳିବା ପାଇଁ ୬ ମାସରୁ ବର୍ଷେ ଲାଗିଯିବ ବୋଲି ୮୪% ଭାରତୀୟ ମନେକରନ୍ତି। ଏକ ନୂଆ ସର୍ବେକ୍ଷଣରୁ ଏହି...

ରାଜ୍ୟପାଳଙ୍କୁ ହଟାଇବା ପାଇଁ ରାଷ୍ଟ୍ରପତିଙ୍କୁ ଚିଠି

କୋଲକାତା,୩୦।୧୨: ପଶ୍ଚିମବଙ୍ଗରେ ରାଜନୈତିକ କାଦୁଅ ଫିଙ୍ଗା ଜାରି ରହିଛି। ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁଥିବାବେଳେ ଶାସକ ତୃଣମୂଳ କଂଗ୍ରେସ ଏବଂ ଭାଜପା ମୁହାଁମୁହିଁ ସ୍ଥିତିରେ...

ମୋଦିଙ୍କ ଆଶୀର୍ବାଦ ଲୋଡିଲେ କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୭।୧୨: ଦିଲ୍ଲୀ ମହାନଗର ନିଗମ (ଏମସିଡି) ନିର୍ବାଚନରେ ଆମ ଆଦମୀ ପାର୍ଟି (ଏଏପି) ଏକ ବଡ଼ ବିଜୟ ହାସଲ କରିଛି। ବୁଧବାର ଏମସିଡି ନିର୍ବାଚନର ଫଳାଫଳ...

ଗୁଜରାଟରେ କଂଗ୍ରେସକୁ ବଡ଼ ଝଟକା

ଗାନ୍ଧୀନଗର,୫।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଗୁଜରାଟ ଗସ୍ତ ପୂର୍ବରୁ ବିଶ୍ୱନାଥସିଂ ବଘେଲା ରାଜ୍ୟ ଯୁବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଏଭଳି ସ୍ଥିତିରେ...

Advertisement
Archives

Model This Week