ହରିୟାଣା/ମୁମ୍ବାଇ,୧୯।୧୦: ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଶନିବାର ଥିଲା ଶେଷ ପ୍ରଚାର। ଭୋଟରଙ୍କୁ ପ୍ରଭାବିତ କରିବାକୁ ଶନିବାର ପ୍ରଚାର ମଇଦାନରେ ଦେଖିବାକୁ ମିଳିଥିଲା ଷ୍ଟାର ପ୍ରଚାରକଙ୍କୁ। ବଲିଉଡ୍‌ ଡ୍ରିମ ଗର୍ଲ ତଥା ଭାଜପା ନେତ୍ରୀ ହେମାମାଳିନୀ ହରିୟାଣାର ପାନିପଥରେ ଭାଜପା ପକ୍ଷରୁ ପ୍ରଚାର କରିଥିଲେ। ଇସରାନା ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବା କ୍ରିଷନ ଲାଲ ପନଓ୍ବରଙ୍କ ପାଇଁ ସେ ପ୍ରଚାର କରୁଥିଲେ। ସେହିପରି ଗୁରୁଦାସପୁରର ଭାଜପା ଏମ୍‌ପି ତଥା ବଲିଉଡ୍‌ ଅଭିନେତା ସନ୍ନି ଦେଓଲ ବଡଲି ବିଧାନସଭା ଆସନରୁ ନିର୍ବାଚନ ଲଢୁଥିବା ଭାଜପା ପ୍ରାର୍ଥୀ ଓମ ପ୍ରକାଶ ଧନକରଙ୍କ ପାଇଁ ପ୍ରଚାର କରିଥିଲେ। ଅନ୍ୟପଟେ ବଲିଉଡ୍‌ ଅଭିନେତା ଗୋବିନ୍ଦା ମହାରାଷ୍ଟ୍ରର ମଲକାପୁର ଆସନରେ ପ୍ରତିଦ୍ୱନ୍ଦିତା କରୁଥିବା ଭାଜପା ପ୍ରାର୍ଥୀ ଚେନସୁଖ ମଦନଲାଲ ସାଞ୍ଚେଟିଙ୍କ ପାଇଁ ପ୍ରଚାର କରିଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତ ଆତ୍ମହତ୍ୟା ମାମଲା: ଓ୍ବାଇଆର୍‌ଏଫ୍‌ ମୁଖ୍ୟଙ୍କୁ ଜେରା

ମୁମ୍ବାଇ,୧୮।୭: ବଲିଉଡ୍‌ ଭର୍ସାଟାଇଲ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସର ତତ୍ପରତା ନଜର ଆସିଛି। ବହୁ କମ୍‌ ସମୟ ମଧ୍ୟରେ କେତେକ...

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୨୮।୯: ଦଶହରା ଏବଂ ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର କର୍ମଚାରୀମାନଙ୍କୁ ବଡ ଉପହାର ଦେଇଛନ୍ତି। ସରକାର ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିଛନ୍ତି। ଫଳରେ...

କରୋନା ଆକ୍ରାନ୍ତ ଡାକ୍ତର କରୁଛନ୍ତି ରୋଗୀଙ୍କ ଚିକିତ୍ସା

ଜୟପୁର, ୨।୯: କରୋନା ମହାମାରୀ ସମୟରେ ରାଜସ୍ଥାନର ବିକାନେର ସହରରୁ ଏକ ଚରମ ଅବହେଳାର ବଡ଼ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଡାକ୍ତର କରୋନା...

ଅବସର ନେଲେ ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀ

ନୂଆଦିଲ୍ଲୀ,୨୪ା୯: ସୁପ୍ରିମକୋର୍ଟର ବରିଷ୍ଠ ମହିଳା ବିଚାରପତି ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀ ଶୁକ୍ରବାର ଅବସର ଗ୍ରହଣ କରିଛନ୍ତି। ଆଗାମୀ ଦିନରେ ସର୍ବୋଚ୍ଚ ଅଦାଲତରେ ଅଧିକ ମହିଳା ବିଚାରପତି...

ମନୋଜ ପାଣ୍ଡେ ହେବେ ପରବର୍ତ୍ତୀ ସ୍ଥଳସେନା ଉପମୁଖ୍ୟ

ନୂଆଦିଲ୍ଲୀ,୧୮।୧: ଦେଶର ପରବର୍ତ୍ତୀ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ନିଯୁକ୍ତି ଅଟକି ରହିଛି। ମାତ୍ର ମଙ୍ଗଳବାର ସରକାର ପୂର୍ବାଞ୍ଚଳ ସେନା କମାଣ୍ଡର ଲ୍ୟୁଟ୍‌ନାଣ୍ଟ ଜେନେରାଲ...

ପୁତ୍ର ସନ୍ତାନ ଜନ୍ମ ଦେଲେ ୧୨ ବର୍ଷୀୟା ବାଳିକା

ଯୋଧପୁର,୨୯।୧୨: ରାଜସ୍ଥାନର ଯୋଧପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ୧୧ ବର୍ଷ ୭ ମାସର ବାଳିକା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ହସ୍ପିଟାଲରେ...

ୟୁପି ବୋର୍ଡ ଟପ୍ପର: ରିୟା-ଅନୁରାଗ

ଲକ୍ଷ୍ନୌ, ୨୭।୬: ୟୁପି ବୋର୍ଡର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ଦଶମ ବୋର୍ଡ ପରୀକ୍ଷାରେ ବାଗପତର ରିୟା ଜୈନ୍‌...

୧୪୫ ଦେଶରେ କରୋନା ମହାମାରୀ: ମୃତ୍ୟୁ ସଂଖ୍ୟା ୫୪୩୬, ଲକ୍ଷେ ୪୫ ହଜାରରୁ ଅଧିକ ସଂକ୍ରମିତ

ଜେନେଭା,୧୪।୩: କରୋନା ମହାମାରୀ ପୃଥିବୀର ଗୋଟିଏ ପରେ ଗୋଟିଏ ଦେଶରେ ପହଞ୍ଚିବାରେ ଲାଗିଛି ଇତିମଧ୍ୟରେ ଏହା ୧୪୫ଟି ଦେଶରେ ପହଞ୍ଚିଛି। ଶନିବାର ସକାଳ ସୁଦ୍ଧା କରୋନା...

Advertisement
Archives

Model This Week