Posted inଜାତୀୟ

ନାଗରିକତା ସଂଶୋଧନ ବିଲ୍‌ ବିରୋଧରେ ସୁପ୍ରିମ୍‌କୋର୍ଟରେ ଆବେଦନ ଦାଖଲ: ମୁସଲିମ୍‌ ଲିଗ୍‌ ପକ୍ଷରୁ ଲଢ଼ିବେ ସିିବଲ୍‌

ନୂଆଦିଲ୍ଲୀ,୧୨।୧୨: ନାଗରିକତା ସଂଶୋଧନ ବିଲ୍‌ ଲୋକ ସଭା ଏବଂ ରାଜ୍ୟ ସଭାରେ ଗୃହୀତ ହୋଇଛି। ଏହାକୁ ବିରୋଧ କରି ଗୁରୁବାର ସୁପ୍ରିମକୋର୍ଟରେ ଇଣ୍ଡିଆନ୍‌ ୟୁନିୟନ ମୁସଲିମ୍‌ ଲିଗ୍‌ ପକ୍ଷରୁ ଆବେଦନ ଦାଖଲ କରାଯାଇଛି। ମୁସଲିମ୍‌ ଳିଗ୍‌ ପକ୍ଷରୁ କପିଲ୍‌ ସିବଲ୍‌ ଏହି ମାମଲା ଲଢ଼ିବେ। ନାଗରିକତା ସଂଶୋଧନ ବିଲ୍‌ ଦ୍ୱାରା ସମ୍ବିଧାନର ଅନୁଚ୍ଛେଦ ୧୪ର ଉଲ୍ଲଂଘନ ହୋଇଥିବା ଆବେଦନରେ ଦର୍ଶାଯାଇଛି। ଏହା ଦ୍ୱାରା ସମ୍ବିଧାନର ମୂଳ ସ୍ବରୂପ ନଷ୍ଟ ହୋଇଯିବାର ଆଶଙ୍କା ରହିଛି। ତେଣୁ ଏହାକୁ ରଦ୍ଦ କରିବାକୁ ଆବେଦନରେ ଦର୍ଶାଯାଇଛି। ଧର୍ମ ଆଧାରରେ ବର୍ଗୀକରଣ ସମ୍ବିଧାନ ସିଦ୍ଧାନ୍ତର ବିରୁଦ୍ଧ ବୋଲି ଏଥିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତି ବିରୋଧରେ ଲଢ଼େଇ :୧୫୦ ସ୍ଥାନରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ,୩୧ା୮: ଦୁର୍ନୀତି ବିରୋଧରେ ସରକାର ଲଢ଼େଇ ଘୋଷଣା କରିଛନ୍ତି। ଦେଶର ବିଭିନ୍ନ ସରକାରୀ ବିଭାଗରେ ସିବିଆଇ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...

ସାଧ୍ୱୀ ପ୍ରଜ୍ଞା ଠାକୁର ଭୋପାଳରୁ ଭାଜପା ପ୍ରାର୍ଥୀ

ନୂଆଦିଲ୍ଲୀ,୧୮ା୪(ପି.ଟି.): ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାରେ ବିଚାରର ସମ୍ମୁଖୀନ ହୋଇଥିବା ସାଧ୍ୱୀ ପ୍ରଜ୍ଞା ସିଂ ଠାକୁରଙ୍କୁ ଭାଜପା ମଧ୍ୟପ୍ରଦେଶର ଭୋପାଳ ଆସନରୁ ପ୍ରାର୍ଥୀ କରିଛି। ଏହି...

ଡ୍ରଗ୍ସ ମାମଲାରେ ମୁକୁଳିଲେ ଅପରାଧି: ବୀରତା ପୁରସ୍କାର ଫେରାଇ ଦେଲେ ମହିଳା ପୋଲିସ ଅଧିକାରୀ

ଇମ୍ଫାଲ,୨୦ ।୧୨: ମଣିପୁରର ଅତିରିକ୍ତ ପୋଲିସ ଅଧିକାରୀ(ଏଏସ୍‌ପି) ଥୋନାଓଜମ ବୃନ୍ଦା ଏକ ଡ୍ରଗ୍ସ ମାମଲାରେ କୋର୍ଟଙ୍କ ରାୟ ପରେ ନିଜର ମୁଖ୍ୟମନ୍ତ୍ରୀ ବୀରତା ପୁରସ୍କାର ଫେରାଇ...

‘ମୋ ମା’ଙ୍କ ମୃତୁ୍ୟର ସିବିଆଇ ଯାଞ୍ଚ କରାଯାଉ’ ମୋଦିଙ୍କୁ ଚିଠି ଲେଖିଲେ ସୋନାଲିଙ୍କ ଝିଅ

ଚଣ୍ଡିଗଡ଼,୬ ।୯: ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ଟିକଟକ ଷ୍ଟାର ସୋନାଲି ଫୋଗାଟଙ୍କ ମୃତୁ୍ୟ ମାମଲା ଏବେବି ରହସ୍ୟ ଘେରରେ । ଏହି ଘଟଣାକୁ...

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ତୃତୀୟ ପର୍ଯ୍ୟାୟରେ ୧୭ ଆସନ ପାଇଁ ମତଦାନ

ରାଞ୍ଚି,୧୧।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ଗୁରୁବାର ୮ଟି ଜିଲାର ୧୭ଟି ଆସନ ପାଇଁ ସକାଳ ୭ଟା ଠାରୁ ମତଦାନ କରାଯିବ। ଶାନ୍ତିପୂର୍ଣ୍ଣ ମତଦାନ...

ପାହାଡ଼ରୁ ଏବେ ବି ଖସୁଛି ପଥର, ଅଟକିଛି ଉଦ୍ଧାର କାର୍ଯ୍ୟ

କିନ୍ନୌର, ୧୨।୮: ହିମାଚଳ ପ୍ରଦେଶର କିନ୍ନୌର ଜିଲାରେ ଘଟିଥିବା ଭୂସ୍ଖଳନ ସ୍ଥାନରୁ ଆହୁରି ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଫଳରେ ୧୪ରେ ପହଞ୍ଚିଛି ମୃତ୍ୟୁ...

ପୂର୍ବାଞ୍ଚଳର କିଛି ଆସନରେ ଅସନ୍ତୁଷ୍ଟ ବିଗାଡି ପାରନ୍ତି ସମୀକରଣ

ଲକ୍ଷ୍ନୌ,୧୭ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଉପରେ ସମସ୍ତଙ୍କ ନଜର । ଏଠାରେ ନିର୍ବାଚନ ଲଢୁଥିବା ପ୍ରମୁଖ ଦଳ ଭାରତୀୟ ଜନତା ପାର୍ଟି(ଭାଜପା) ଓ...

ଅର୍ଥଶାସ୍ତ୍ରୀ ଅଭିଜିତ ସେନଙ୍କ ପରଲୋକ

ନୂଆଦିଲ୍ଲୀ,୩୦ ।୮: ଗ୍ରାମୀଣ ଅର୍ଥ ବ୍ୟବସ୍ଥାର ମୁଖ୍ୟ ବିଶେଷଜ୍ଞ ତଥା ଯୋଜନା ଆୟୋଗର ପୂର୍ବତନ ସଦସ୍ୟ ପ୍ରଫେସର ଅଭିଜିତ ସେନଙ୍କର ପରଲୋକ ହୋଇଛି । ବେଶ...

Advertisement
Archives

Model This Week