Posted inଜାତୀୟ

ନାଗରିକତା ବିବାଦ: ରାହୁଲଙ୍କ ନିର୍ବାଚନ ଲଢ଼ିବା ଉପରେ ଲାଗିପାରେ ରୋକ !

ନୂଆଦିଲ୍ଲୀ,୨।୫: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଏବେ ନାଗରିକତା ବିବାଦ ଯୋଗୁ ରାହୁଲଙ୍କ ନିର୍ବାଚନ ଲଢ଼ିବା ଉପରେ ରୋକ ଲଗାଯିବାର ଆଶଙ୍କା ସୃଷ୍ଟି ହୋଇଛି। ଏହାର ଣୁଣାଣି ଆସନ୍ତା ସପ୍ତାହରେ ହେବ ବୋଲି କୁହାଯାଉଛି। ୟୁନାଇଟେଡ୍‌ ହିନ୍ଦୁ ଫ୍ରଣ୍ଟ୍‌ର ଜୟ ଭଗବାନ ଗୋଏଲ ଏବଂ ହିନ୍ଦୁ ମହାସଭାର ଚନ୍ଦ୍ରପ୍ରକାଶ କୌଶିକ୍‌ଙ୍କ ପକ୍ଷରୁ ଏନେଇ ମାମଳା ଦାଏର କରାଯାଇଛି। ରାଜ୍ୟସଭା ଏମ୍‌ପି ସୁବ୍ରମଣିୟମ୍‌ ସ୍ବାମୀଙ୍କ ଅଭିଯୋଗ ଆଧାରରେ ଗୃହମନ୍ତ୍ରଣାଳ ପକ୍ଷରୁ ଏନେଇ ୧୫ ଦିନ ମଧ୍ୟରେ ରାହୁଲଙ୍କଠାରୁ ମତାମତ ଲୋଡାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତୁକାରାମ ମହାରାଜ ମନ୍ଦିରର ଉଦ୍‌ଘାଟନ କଲେ ମୋଦି

ପୁଣେ,୧୪ ।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣେରେ ଜଗଦଗୁରୁ ଶ୍ରୀସନ୍ଥ ତୁକାରାମ ମହାରାଜଙ୍କ ମନ୍ଦିରର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ଦେହୁର...

ଥରୁର୍‌ଙ୍କ ନଁ।ରେ ଗିରଫ ପରଓ୍ବାନା

ନୂଆଦିଲ୍ଲୀ, ୨୨ା୧୨: କଂଗ୍ରେସ ଏମ୍‌ପି ଶଶୀ ଥରୁର୍‌ଙ୍କ ବିରୋଧରେ ଥିରୁବନନ୍ତପୁରମ୍‌ କୋର୍ଟ ଗିରଫ ପରଓ୍ବାନା ଜାରି କରିଛନ୍ତି। ବାରମ୍ବାର ସମନ୍‌ ସତ୍ତ୍ୱେ ସେ କୋର୍ଟରେ ହାଜର...

ଭାଙ୍ଗିଯାଇପାରେ ଜେଡିୟୁ-ଭାଜପା ମେଣ୍ଟ

ପାଟନା,୮ ।୮: ବିହାରରେ ପୁଣିଥରେ ଜେଡିୟୁ-ଭାଜପା ମେଣ୍ଟ ଭାଙ୍ଗିଯାଇପାରେ । କୁହାଯାଉଛି କି ଦିନେ ଦୁଇଦିନ ମଧ୍ୟରେ ଜନତା ଦଳ ୟୁନାଇଟେଡ(ଜେଡିୟୁ) ଭାରତୀୟ ଜନତା ପାର୍ଟି(ଭାଜପା)ଠାରୁ...

ଦୀପ ଜଳାଇବା ସମୟରେ ଥାଳି ଭଳିି ଭୁଲ ନ ଦୋହରାଇବାକୁ ପରାମର୍ଶ ଦେଲେ ମୋଦି

ନୂଆଦିଲ୍ଲୀ,୩।୪: ସାରା ଦେଶ ମହାମାରୀ କରୋନା ଭାଇରସ୍‌ ବିରୋଧରେ ଲଢ଼େଇ ଜାରି ରଖିଛି। କରୋନା ଭାଇରସ୍‌କୁ ବ୍ୟାପିବାରୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି...

ଆଜିଠୁ ୪ ଦିନିଆ କେରଳ ଗସ୍ତରେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୧।୧୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜିଠୁ ୪ ଦିନିଆ କେରଳ ଗସ୍ତରେ ଯିବେ। ଏ ନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି । ଏହି...

ସ୍ବାମୀଙ୍କ ଅନ୍ତିମ ସଂସ୍କାର କରାଇ ଦେଲେ ନାହିଁ ସ୍ତ୍ରୀ, ଚିତାରୁ ମୃତଦେହ ଉଠାଇ ନେଲା ପୋଲିସ

ମୁରାଦାବାଦ୍‌,୧୩।୧: ଉତ୍ତର ପ୍ରଦେଶର ମୁରାଦାବାଦ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକଙ୍କ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି ଯେ,...

ଭଉଣୀ ପଠାଇଥିବା ରାକ୍ଷୀକୁ କ’ଣ କଲେ କରୋନା ଆକ୍ରାନ୍ତ ଭାଇ: ଜାଣନ୍ତୁ…

ନୂଆ ଦିଲ୍ଲୀ, ୩୦।୭: କରୋନା (କୋଭିଡ୍‌-୧୯)କୁ ନେଇ ସମସ୍ତେ ଆତଙ୍କିତ ଅବସ୍ଥାରେ। କରୋନା ଭୟ ଯୋଗୁ ଏବେ ଆଉ କୌଣସି ପର୍ବପର୍ବାଣୀର ମଜା ରହୁନାହିଁ। ତେବେ...

୧.୨୯ କୋଟି ଭାକ୍ସିନ୍‌ କିଣିଛନ୍ତି ଘରୋଇ ହସ୍ପିଟାଲ, ବ୍ୟବହାର ହୋଇଛି ୨୨ ଲକ୍ଷ: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୧୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ମେ’ ମାସରେ...

Advertisement
Archives

Model This Week