ନନ୍ଦନକାନନରେ ନୀଳଗିରି ଲଙ୍ଗୁର ମୃତ

ନରାଜ, ୩୧।୫(ଡି.ଏନ୍‌.ଏ.): ଭୁବନେଶ୍ୱର ନନ୍ଦନକାନନରେ ଥିବା ଭାରତର ଏକମାତ୍ର ଓରାଙ୍ଗଓଟାନ୍‌ ବିନିର ବୁଧବାର ମୃତ୍ୟୁ ଘଟିଥିବା ବେଳେ ଶୁକ୍ରବାର ଆଉ ଏକ ଦୁଃଖଦ ଘଟଣା ସମ୍ମୁଖକୁ ଆସିଛି। ଗତ ୧୭ ତାରିଖରୁ ଡାଇରିଆ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଅଣ୍ଡିରା ନୀଳଗିରି ଲଙ୍ଗୁରର ମୃତ୍ୟୁ ଘଟିଛି। ଗତ ୧୫ ଦିନ ଧରି ଓୟୁଏଟି ବିଶେଷଜ୍ଞଙ୍କ ସହ ନନ୍ଦନକାନନ ପ୍ରାଣୀ ଚିକିତ୍ସକମାନେ ତା’ର ଚିକିତ୍ସା କରିଆସୁଥିଲେ। ଏହାର ମୃତ୍ୟୁ ପରେ ଆଉ ଏକମାତ୍ର ମାଈ ନୀଳିଗିରି ଲଙ୍ଗୁର ରହିଲା। ଏହି ବିଲୁପ୍ତ ପ୍ରାୟ ନୀଳଗିରି ଲାଙ୍ଗୁର ଭାରତର ଦକ୍ଷିଣ-ପଶ୍ଚିମ ନୀଳଗିରି ପାର୍ବତ୍ୟାଞ୍ଚଳରେ ଦେଖାଯାଇଥାନ୍ତି। ଗତ ୨୦୧୭ ସେପ୍ଟେମ୍ବର ୨୬ରେ ଅଦଳବଦଳ ପ୍ରକ୍ରିୟାରେ ଚେନାଇ ଭାଣ୍ଡାଲୁର ଆରଗନା ଆନ୍ନା ଜୁଲୋଜିକାଲ ପାର୍କରୁ ଏକ ହଳ ନୀଳଗିରି ଲଙ୍ଗୁର ଅଣାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାଟ୍ରିକ ରେଜଲ୍ଟ ଖରାପ ହେବାରୁ ଜୀବନ ହାରିଲେ ଛାତ୍ରୀ

ଏରସମା,୨୯ା୭(ସ୍ବ.ପ୍ର.):ମାଟ୍ରିକ ପରୀକ୍ଷା ରେଜଲ୍ଟ ଖରାପ ହେବାରୁ ଜଗତ୍‌ସିଂହପୁର ଜିଲାର ଜଣେ ଛାତ୍ରୀ ବୁଧବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଏରସମା ଥାନା ଅନ୍ତର୍ଗତ ଜାନକାଦେଈପୁର ପଞ୍ଚାୟତସ୍ଥିତ...

ପଞ୍ଚୁକ ପଡ଼ିଲେ ୬ ଦିନ ଶ୍ରୀଜିଉଙ୍କର ହୁଏ ନାଗାର୍ଜୁନ ବେଶ: ୨୫ ବର୍ଷ ପରେ ୨୦୨୦ ନଭେମ୍ବର ୨୭ରେ

କାର୍ତ୍ତିକ ମାସରେ ପଞ୍ଚୁକ ୫ ଦିନ ପରିବର୍ତ୍ତେ ୬ ଦିନ ପଡ଼ିଲେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ହୋଇଥାଏ। ଶ୍ରୀଜିଉ ବୀରବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏହି...

ରାଜ୍ୟରେ ସୁସ୍ଥ ହେଲେ ୩୦୯ କରୋନା ଆକ୍ରାନ୍ତ

ଭୁବନେଶର,୨୧।୧୨: ରାଜ୍ୟରେ ସୋମବାର ୩୦୯ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ମୋଟ ୩,୨୧,୯୫୬ରେ ପହଞ୍ଚିଛି। ଅନୁଗୁଳ ଜିଲ୍ଲାରୁ...

ବାତ୍ୟା ଭୟ ନାହିଁ: ଆଞ୍ଚଳିକ ପାଣିପାଗ ବିଭାଗ

ଭୁବନେଶ୍ୱର,୨୨ା୧୦(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇ ସାରିଥିବା ବେଳେ ଏହା ପ୍ରଭାବରେ ଉପକୂଳ ଜିଲାରେ ବର୍ଷା ଲାଗିରହିଛି। ମାତ୍ର...

ଭୁବନେଶ୍ୱରରେ ୩ ହୋଟେଲରେ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା

ଭୁବନେଶ୍ୱର, ୧୮ା୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ସବୁ ସ୍ତରରୁ ଉଦ୍ୟମ ଚାଲିଛି। ଏବେ ଭୁବନେଶ୍ୱରର ୩ ଘରୋଇ ହୋଟେଲରେ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା କରାଯାଇଛି। ସେଗୁଡ଼ିକ ହେଲା...

ସାଲିହାରେ କ୍ରାନ୍ତି ଦିବସ ବୀରଭୂମି ସାଲିହାର ସଂଗ୍ରାମୀ ଚିରନମସ୍ୟ

ନୂଆପଡ଼ା ଅଫିସ,୧ା୧୦ ସଦର ବ୍ଲକ ସାଲିହା ଶହୀଦ ସ୍ମୃତି ସ୍ତମ୍ଭ ନିକଟରେ ସୋମବାର ସାଲିହା କ୍ରାନ୍ତି ଦିବସ ପାଳିତ ହୋଇଯାଇଛି। ଖାମସିଂ ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ...

‘୫ ବର୍ଷରେ ଓଡ଼ିଶା ଦ୍ରୁତ ଅଭିବୃଦ୍ଧି କରିଛି’

ଭୁବନେଶ୍ୱର,୬।୩(ବ୍ୟୁରୋ): ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ଗତ ୫ବର୍ଷ ଭିତରେ ଦ୍ରୁତ ଅଭିବୃଦ୍ଧି ହାସଲ କରିଛି। ଆମ ଯୁବଗୋଷ୍ଠୀଙ୍କ ଆକାଂକ୍ଷା ପୂରଣ କରିବା ଓ ସେମାନଙ୍କୁ...

ସମ୍ବଲପୁର ହିଂସାକାଣ୍ଡ ଘଟଣା: ୪ ଜଣିଆ ଯାଞ୍ଚ ଟିମ ଗଠନ କଲା ଭାଜପା

ଭୁବନେଶ୍ୱର,୨୮।୪(ବ୍ୟୁରୋ): ହନୁମାନ ଜୟନ୍ତୀ ପୂର୍ବରୁ ସମ୍ବଲପୁରରେ ଘଟିଥିବା ବ୍ୟାପକ ହିଂସାକାଣ୍ଡର ତଦନ୍ତ ନିମନ୍ତେ ଭାଜପା ଏକ ୪ ଜଣିଆ ଯାଞ୍ଚ ଟିମ ଗଠନ କରିଛି। ଏହି...

Advertisement
Archives

Model This Week