ଧରା ପଡ଼ିଲେ ପାକିସ୍ତାନର ଦୁଇ ଗୁପ୍ତଚର

ଓ୍ବାଶିଂଟନ,୮।୪: ପାକିସ୍ତାନର ଗୁପ୍ତଚର(ସ୍ପାଇ) ସଂସ୍ଥା ଆଇଏସ୍‌ଆଇର ଦୁଇ ସଦସ୍ୟ ଆମେରିକାର ଓ୍ବାଶିଂଟନରେ ଧରା ପଡ଼ିଛନ୍ତି। ସେମାନେ ଆମେରିକାର ଇଣ୍ଟେଲିଜେନ୍ସ ଏବଂ ସିକ୍ୟୁରୁଟି ଆପାରାଟସ ସମେତ ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ହାଇ ପ୍ରୋଫାଇଲ ସିକ୍ରେଟ ସର୍ଭିସରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ।

ଆରିଆନ ତାହେରଜାଦେ (୪୦) ଏବଂ ହାଇଦର ଅଲି (୩୫)ଙ୍କୁ ବୁରୁବାର ସାଉଥଇଷ୍ଟ ଓ୍ବାଶିଂଟନରୁ ଏଫ୍‌ବିଆଇ ଗିରଫ କରିଛି। ସେମାନଙ୍କ ବିରୋଧରେ ଆମେରିକାର ଜଣେ ଅଧିକାରୀଙ୍କ ମିଛ ପରିଚୟ ବ୍ୟବହାର କରିବା ଲାଗି ଗିରଫ କରାଯାଇଛି। ସିକ୍ରେଟ ସର୍ଭିସର ୪ ସଦସ୍ୟଙ୍କୁ ଛୁଟିରେ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡବ୍ଲ୍ୟୁଏଚ୍‌ଓ ମୁଖ୍ୟଙ୍କ ମନ୍ତବ୍ୟ ନେଇ ଲୋକେ ଆତଙ୍କିତ: କେବେ ବି ଆସି ନ ପାରେ କରୋନା ଟୀକା !

ଜେନେଭା, ୪।୮: ପୃଥିବୀରେ କରୋନା ମହମାରୀ ସଂକ୍ରମଣ ନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ମହାନିର୍ଦ୍ଦେଶକ ଡ....

କୃଷକଙ୍କ ୧୦୨ ପିଲା, ୫୬୮ ନାତୁଣୀନାତି

କାମପାଲ, ୨୮।୧୨: ଛୋଟ ପରିବାର ସୁଖୀ ପରିବାର। ପରିବାର ଯେତେ ଛୋଟ ମୁରବିଙ୍କ ପାଇଁ ଘର ଚଳାଇବା ସେତେ ସହଜ। କ୍ଷୁଦ୍ର ପରିବାରରେ ଖାଦ୍ୟ, ବସ୍ତ୍ର...

ଜେଲେନସ୍କିଙ୍କ ଦାବି କ୍ୱିଭରେ ମିଳିଲା ଆଉ ଏକ ସାମୁହିକ କବର

କ୍ୱିଭ,୩୦ ।୪: ୟୁକ୍ରେନର ମୁଖ୍ୟ ସହର କ୍ୱିଭ ଓବ୍ଲାଷ୍ଟରେ ଏକ ସାମୁହିକ କବର ମିଳିଥିବା ସୂଚନା ମିଳିଛି । ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି କହିଛନ୍ତି...

ଦକ୍ଷିଣ ଚାଇନା ସାଗରରେ ଆମେରିକା ଯୋଗୁ ଅଡୁଆରେ ଚାଇନା…

ଓ୍ବାଶିଂଟନ,୨୯।୩ : ଆମେରିକା ଦକ୍ଷିଣ ଚାଇନା ସାଗରରେ ନିଜର ଯୁଦ୍ଧ ଜାହାଜର କାର୍ଯ୍ୟକଳାପକୁ ବୃଦ୍ଧି କରିଛି। ଚାଇନା ଉପରେ ସର୍ବାଧିକ ଚାପ ପ୍ରୟୋଗ କରିବା ଏହାର...

ଅଣ୍ଡରୱାଲର୍‌ଡ ଡନ ଦାଉଦ ଇବ୍ରାହିମଙ୍କ ନୂଆ ଗର୍ଲଫ୍ରେଣ୍ଡ୍‌, ଜାଣନ୍ତୁ କିଏ

ଅଣ୍ଡରୱାଲର୍‌ଡ ଡନ ଦାଉଦ ଇବ୍ରାହିମଙ୍କ ନାମ ଅନେକ ବଲିଉଡ ଅଭିନେତ୍ରୀଙ୍କ ସମ୍ପର୍କ ରହିଛି। ଏବେ ଦାଉଦଙ୍କ ନାମ ପାକିସ୍ତାନୀ ଅଭିନେତ୍ରୀ ମହଭୀଶ ହାୟାତ୍‌ଙ୍କ ସହ ଯୋଡା...

ପ୍ରଥମ କରୋନା ଟିକା ନେଇଥିବା ରୁଷିଆର ରାଷ୍ଟ୍ରପତିଙ୍କ ଝିଅ ବିଷୟରେ ଜାଣନ୍ତୁ…

ମସ୍କୋ,୧୨।୮: ସାରା ବିଶ୍ୱରେ ଲୋକଙ୍କ ଜୀବନ ନେଇଚାଲିଥିବା ମହାମାରୀ କରୋନାର ପ୍ରଥମ ଟିକା ରୁଷିଆ ଉଦ୍ଭାବନ କରିଛି। ମଙ୍ଗଳବାର ସକାଳେ ‘ସ୍ଫୁଟନିକ ଭି’ ଭାକ୍ସିନ୍‌କୁ ମଞ୍ଜୁରୀ...

ମହିଳାଙ୍କ ଉପରୁ କଟକଣା ହଟାଉ ତାଲିବାନ୍‌:ଜାତିସଂଘ

ଜେନେଭା, ୨୮ା୧୨: କଠୋରପନ୍ଥୀ ତାଲିବାନ୍‌ ଆଫଗାନ ମହିଳା ଓ ଛାତ୍ରୀଙ୍କ ଉପରେ ଲଗାଇଥିବା କଟକଣାକୁ ତୁରନ୍ତ ପ୍ରତ୍ୟାହାର କରୁ ବୋଲି ଜାତିସଂଘର ମାନବାଧିକାର ଉଚ୍ଚାୟୁକ୍ତ ଭୋଲକର...

ଡ୍ରାଇଭର ଜିତିଲେ ୪୦ କୋଟି ଟଙ୍କା

ନୂଆଦିଲ୍ଲୀ,୭।୭: କେରଳର କୋଲାମ ଜିଲା ଛାଡ଼ି ୨୦୦୮ରେ ସପରିବାର ଦୁବାଇ ଚାଲିଯାଇଥିଲେ ରଞ୍ଜିଥ ସୋମରାଜନ। ସେଠାରେ ସେ ଟାକ୍ସି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଦଶନ୍ଧିରୁ...

Advertisement
Archives

Model This Week