ଦ ଲାୟନ କିଙ୍ଗ୍‌: ପୁଅ ଆର୍ଯ୍ୟନ୍‌ଙ୍କ ପାଇଁ ଶାହରୁଖ୍‌ଙ୍କୁ ୨ ଥର କରିବାକୁ ପଡ଼ିଲା ଡବିଂ

କିଙ୍ଗ୍‌ ଖାନ୍‌ ଶାହରୁଖ୍‌ ଏବଂ ତାଙ୍କ ପୁଅ ଆର୍ଯ୍ୟନ୍‌ ହଲିଉଡ୍‌ ଫିଲ୍ମ ‘ଦ ଲାୟନ କିଙ୍ଗ୍‌’ର ହିନ୍ଦୀ ଡବିଂ ପାଇଁ ସ୍ବର ଦେଇଛନ୍ତି। ଇତିମଧ୍ୟରେ ଫିଲ୍ମର ଟିଜର୍‌ ମଧ୍ୟ ସମ୍ମୁଖକୁ ଆସିସାରିଛି। ହେଲେ ଫିଲ୍ମରେ ଆର୍ଯ୍ୟନ୍‌ଙ୍କ ସକାଶେ ଶାହରୁଖ୍‌ଙ୍କୁ ଗୋଟିଏ ସିନ୍‌ ପାଇଁ ୨ ଥର ଡବିଂ କରିବାକୁ ପଡ଼ିଥିଲା। ଶାହରୁଖ୍‌ କୁହନ୍ତି, ମୋର ଏବଂ ଆର୍ଯ୍ୟନ୍‌ର ସ୍ବର ଏକାପରି ଲାଗୁଥିବା ଥିଏଟରର ସମସ୍ତ ସଦସ୍ୟ କହିଥିଲେ। ଏଥିପାଇଁ ମୋତେ ଆଉ ଥରେ ଉକ୍ତ ଦୃଶ୍ୟର ଡବିଂ କରିବାକୁ ପଡ଼ିଥିଲା। ଆର୍ଯ୍ୟନ୍‌ର ସ୍ବର ମୋ ସ୍ବର ସହ ଏତେମାତ୍ରାରେ ମିଶୁଛି, ତାହା ମୁଁ କେବେହେଲେ ଭାବି ନ ଥିଲି ବୋଲି ଶାହରୁଖ୍‌ କହିଛନ୍ତି।
ଦ ଲାୟନ କିଙ୍ଗ୍‌ରେ ମୁଫାସା(ବାପା) ଚରିତ୍ରରେ ଶାହରୁଖ୍‌ କଣ୍ଠଦାନ କରିଥିବା ବେଳେ ସିମ୍ବା ଚରିତ୍ରରେ ପୁଅ ଆର୍ଯ୍ୟନ୍‌ କଣ୍ଠଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ଉପରେ ଭରସା ନାହିଁ: ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନଙ୍କ ବିବାହକୁ ନେଇ ସବୁବେଳେ କିଛି ନା କିଛି ଖବର ଆସୁଛି ସାମ୍ନାକୁ। ନିକଟରେ ‘ଭାରତ’ ଫିଲ୍ମର ପ୍ରମୋଶନ ଇଭେଣ୍ଟରେ ଯୋଗ...

‘ଦ ଫେମ ଗେମ’ରେ ମାଧୁରୀ

ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଏବେ ଓଟିଟିରେ ଡେବ୍ୟୁ ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି । ନେଟଫ୍ଲିକ୍ସର ୱେବ ସିରିଜ ‘ଦ ଫେମ ଗେମ’ରେ...

ନେହାଙ୍କ ବିବାହକୁ ନେଇ ଏମିତି କହିଲେ ଆଦିତ୍ୟ

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ଏବଂ ରୋହନପ୍ରୀତ୍‌ ସିଂଙ୍କ ବିବାହ ଖବର ଖୁବ୍‌ ଚର୍ଚ୍ଚା ହେଉଛି। ଏହି ସମୟରେ ନେହା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଫଟୋ...

କରୋନା ସମୟରେ ଗର୍ଭବତୀଙ୍କୁ ଟିପ୍ସ ଦେଲେ କରିନା

ମୁମ୍ବାଇ: କରୋନା ମହାମାରୀ ସମୟରେ ଅନୁଷ୍କା ଶର୍ମା, କରିନା କପୁର ଖାଁ ତଥା ଆଉ କେତେଜଣ ଅଭିନେତ୍ରୀ ଗର୍ଭବତୀ ହୋଇଥିବା ଜଣାପଡିଛି । ହେଲେ ଏହାକୁ...

ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ତାଙ୍କ ସ୍କୁଲ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ବିଶେଷକରି ତାଙ୍କ ପ୍ରଶଂସକ ଏବଂ କିଛି ଫିଲ୍ମ କଳାକାର ଆଦୌ...

ସବାଙ୍କ ସହ ଲିପଲକ ହେଲେ ହ୍ରିତିକ

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ ରୋଶନ ଓ ସିଙ୍ଗର ସବା ଆଜାଦଙ୍କ ରିଲେସନଶିକୁ ନେଇ ସବୁଠି ଚର୍ଚ୍ଚା ଲାଗି ରହିଛି । ଏମାନେ ପରସ୍ପରକୁ ଡେଟ...

ଆଇସିୟୁରେ ଭର୍ତ୍ତି ହେଲେ ଏହି ଅଭିନେତା: ଆର୍ଥିକ ସହାୟତା ମାଗିଲେ ଭାଇ

ଟିଭି ଶୋ’ ‘ମନ୍‌ କି ଆଓ୍ବାଜ୍‌ ପ୍ରତିଜ୍ଞା’ରେ ଅଭିନୟ କରି ଘରେ ଘରେ ପରିଚିତ ଅଭିନେତା ଅନୁପମ ଶ୍ୟାମ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ମୁମ୍ବାଇସ୍ଥିତ...

ଇତିହାସକୁ ସାହିତ୍ୟ ମାଧ୍ୟମରେ ଲୋକପ୍ରିୟ କରିବାକୁ ଚେଷ୍ଟା କରେ

ପ୍ରଫେସର ନୀହାର ରଞ୍ଜନ ପଟ୍ଟନାୟକ। ୧୯୫୭ ଫେବୃୟାରୀ ୭ରେ ଜନ୍ମଗ୍ରହଣ କରିଥିବା ପ୍ରଫେସର ପଟ୍ଟନାୟକ କିସ୍‌ ଡିମ୍‌ଡ ବିଶ୍ୱବିଦ୍ୟାଳୟର ପ୍ରୋ-ଭାଇସ୍‌ ଚାନ୍ସଲର ଭାବେ କାର୍ଯ୍ୟରତ। ଉତ୍କଳ...

Advertisement
Archives

Model This Week