Posted inଜାତୀୟ

ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମୋଦି

ନୂଆଦିଲ୍ଲୀ, ୩୦।୫: ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପ୍ରଧାମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ବହୁ ରାଷ୍ଟ୍ରମୁଖ୍ୟ, ଶାସନ ମୁଖ୍ୟ, ଶମ୍ବିଧାନ ବିଶେଷଜ୍ଞ ଓ କୂଟନୈତୀଜ୍ଞମାନେ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତ୍ୟାହାର ହେବ ନାହିଁ କୃଷି ଆଇନ

ନୂଆଦିଲ୍ଲୀ,୮।୭: କେନ୍ଦ୍ର ସରକାର ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବେ ନାହିଁ। ଏହାର ଅନ୍ୟ ବିକଳ୍ପ ସମ୍ପର୍କରେ ଚାଷୀଙ୍କ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ।...

ପାର୍ଟି ବୈଠକରେ ବର୍ଷିଲେ ଅଜିତ ପାଓ୍ବାର, କହିଲେ ବୟସ ୮୦ପାର୍‌ ହେଲାଣି…

ମୁମ୍ବାଇ,୫।୭:ମହାରାଷ୍ଟ୍ରର ଜାତୀୟତାବାଦୀ କଂଗ୍ରେସ ପାଟ(ଏନସିପି) ରାଜନୈତିକ ସଙ୍କଟ ଦେଇ ଗତି କରୁଛି। ଅଜିତ ପାଓ୍ବାର ଏବଂ ଶରଦ ପାଓ୍ବାର ଦଳର ମାଲିକାନା ନେଇ ପରସ୍ବର ମଧ୍ୟରେ...

ଦେଶରେ ଦାରିଦ୍ର୍ୟତା ୧୨.୩ ପ୍ରତିଶତ ହ୍ରାସ ପାଇଛି, ବିଶ୍ୱବ୍ୟାଙ୍କ ରିପୋର୍ଟ…

ନୂଆଦିଲ୍ଲୀ, ୧୭।୪ : ଦେଶରେ ଦାରିଦ୍ର୍ୟତା ୧୨.୩ ପ୍ରତିଶତ ହ୍ରାସ ପାଇଛି। ବିଶ୍ୱବ୍ୟାଙ୍କର ନୀତି ଅନୁସନ୍ଧାନର ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ରିପୋର୍ଟରେ କୁହାଯାଇଛି...

ଭାଜପା-ଜେଜେପି ମେଣ୍ଟରେ ଫାଟ: ଚିନ୍ତାରେ ହରିୟାଣା ସରକାର…

ଚଣ୍ଡିଗଡ଼,୭।୬ : ହରିୟାଣାରେ ଭାଜପା-ଜେଜେପି ମିଳିତ ମଞ୍ଚରେ ବିଦ୍ରୋହର ଖବର ପଦାରେ ପଡ଼ିଛି। ଜନନାୟକ ଜନତା ପାଟି(ଜେଜେପି) ସୁପ୍ରିମୋ ଦୁଶ୍ୟନ୍ତ ଚୌତାଲାଙ୍କ ଉଚାନକାଲାନ ବିଧାନସଭା ଆସନ...

‘ପାକିସ୍ତାନକୁ ଅଲଗା ନ କଲେ କିଛି ହେବ ନାହିଁ’, ପାକକୁ ଟାର୍ଗେଟ କଲେ ଭିକେ ସିଂ

କଶ୍ମୀର,୧୪।୯: ଦକ୍ଷିଣ କଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀ ଏବଂ ସେନାଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଜଣେ ସେନା ଯବାନ ଏବଂ ତିନିଜଣ ଅଧିକାରୀ ଶହୀଦ ହୋଇଛନ୍ତି। ସେନାଙ୍କର...

ମହାରାଷ୍ଟ୍ର ଅପେକ୍ଷା ହରିୟାଣା ବିଧାୟକ ଅଧିକ ପାଠୁଆ

ନୂଆଦିଲ୍ଲୀ : ସଦ୍ୟସମାପ୍ତ ବିଧାନସଭା ନିର୍ବାଚନରେ ମହାରାଷ୍ଟ୍ର ଅପେକ୍ଷା ହରିୟାଣାରେ ଅଧିକ ଶିକ୍ଷତ ବିଧାୟକ ଅଛନ୍ତି। ପିଆର୍‌ଏସ୍‌ ଲେଜିସ୍‌ଲେଟିଭ୍‌ ରିସର୍ଚ୍ଚ ରିପୋର୍ଟରେ ଏନେଇ ଉଲ୍ଲେଖ କରାଯାଇଛି।...

ଦ୍ୱିତୀୟ ଥର ଲାଗି ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୁପେନ୍ଦ୍ର ପଟେଲ

ଅହମଦାବାଦ,୧୨ ।୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା)ର ଐତିହାସିକ ବିଜୟ ପରେ ଏବେ ମନ୍ତ୍ରିମଣ୍ଡଳ ଶପଥଗ୍ରହଣ ସମାରୋହର ପ୍ରସ୍ତୁତି ଚାଲିଛି । ଭୁପେନ୍ଦ୍ର...

‘ଟେରର ଫଣ୍ଡିଂ ମାମଲାରେ ହେଉ ଫାଶୀ’, ଏନଆଇଏର ଦାବିକୁ ନେଇ ୟାସିନ ମଲିକଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ

ନୂଆଦିଲ୍ଲୀ,୨୯।୫: ଦିଲ୍ଲୀ ହାଇକୋର୍ଟ ସୋମବାର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ନୋଟିସ ଜାରି କରିଛନ୍ତି। ଆତଙ୍କବାଦୀ ସଙ୍ଗଠନ ଜେକେଏଲଏଫର ନେତା ୟାସିନ ମଲିକଙ୍କୁ ଟେରର ପଣ୍ଡିଂ...

Advertisement
Archives

Model This Week