Posted inଜାତୀୟ

ଦୁଃଖ ସମୟରେ ଶ୍ରୀଲଙ୍କା ସହିତ ଭାରତ ରହିଛି: ମୋଦି

ନୂଆଦିଲ୍ଲୀ,୨୧।୪: କଲମ୍ବୋରେ ହୋଇଥିବା ସିରିଜ୍‌ ବିସ୍ଫୋରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ସମାଲୋଚନା କରିବା ସହିତ ଏଭଳି ଦୁଃଖଦ ସ୍ଥିିତିରେ ଶ୍ରୀଲଙ୍କା ସହିତ ଭାରତ ରହିଛି ବୋଲି ପ୍ରକାଶ କରିଛନ୍ତି। ଦକ୍ଷିଣ ଏସିଆ ଅଞ୍ଚଳରେ ଏଭଳି ବର୍ବରତାକୁ ବରଦାସ୍ତ କରାଯିବ ନାହିଁ। ଏହି ବିସ୍ଫୋରଣରେ ମୃତକଙ୍କ ପରିବାରକୁ ସ୍ବାନ୍ତନା ଜଣାଇଛନ୍ତି ମୋଦି। ଟୁଇଟ୍‌ କରି ମୋଦି କଲମ୍ବୋ ବିସ୍ଫୋରଣକୁ ନିନ୍ଦା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେତାଜୀ ବଞ୍ଚିଥିଲେ ଏସ୍‌ଆଇଆର୍‌ ନୋଟିସ ପାଇଥାନ୍ତେ: ମମତା

କୋଲକାତା,୨୪ା୧: ଆଜିର ଦିନରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଯଦି ବଞ୍ଚତ୍ଥାଆନ୍ତେ ତେବେ ନିର୍ବାଚନ କମିଶନ (ଇସି) ତାଙ୍କୁ ଛାଡ଼ି ନ ଥାଆନ୍ତେ। ଭୋଟର ତାଲିକାର ସ୍ବତନ୍ତ୍ର…

‘ୟୁନୁସ ଜଣେ ଫାସିବାଦୀ ହତ୍ୟାକାରୀ’: ବଡ଼ କଥା କହିଦେଲେ ହାସିନା, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୨୪ା୧: ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ ଜଣେ ଫାସିବାଦୀ ହତ୍ୟାକାରୀ। ସେ କ୍ଷମତାରେ ଥିବା ପର୍ଯ୍ୟନ୍ତ ଦେଶରେ ମୁକ୍ତ ଓ ଅବାଧ ନିର୍ବାଚନ ହୋଇପାରିବ…

କେଉଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରନ୍ତି ଅଧିକ ଟଙ୍କା? ଲିଷ୍ଟରେ ଓଡ଼ିଶାର ସ୍ଥାନ…

ନୂଆଦିଲ୍ଲୀ,୨୩।୧: ଜାନୁଆରୀ 2026 ରୁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ କରି ପଞ୍ଜାବ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ…

ଫେବୃଆରୀ ୧ରେ ହିଁ କାହିଁକି ଆସେ ବଜେଟ୍‌? ଜାଣନ୍ତୁ ତାରିଖ ପଛର ରହସ୍ୟ

ନୂଆଦିଲ୍ଲୀ,୨୩।୧: ଜାତୀୟ ବଜେଟ ପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ। ଅର୍ଥ ମନ୍ତ୍ରଣାଳୟ ପୂର୍ଣ୍ଣାଙ୍ଗ ପର୍ଯ୍ୟାୟରେ ପହଞ୍ଚିଛି, ଏବଂ ସବୁବେଳେ ପରି, ଏହି ବର୍ଷ ମଧ୍ୟ ଦେଶର…

ଆଜି ରାତି ଆକାଶରେ ଦେଖାଯିବ ବିରଳ ଦୃଶ୍ୟ, ୩୦ମିନିଟ୍‌ ପାଇଁ ଚନ୍ଦ୍ର ପାଖକୁ ଆସିଯିବ…

ଆଜି, ଜାନୁଆରୀ ୨୩, ୨୦୨୬, ଚନ୍ଦ୍ର, ଶନି ଏବଂ ନେପଚ୍ୟୁନର ଏକ ଅତ୍ୟନ୍ତ ବିରଳ ତ୍ରିକୋଣୀୟ ସଂଯୋଗ ପଶ୍ଚିମ ଆକାଶରେ ଦୃଶ୍ୟମାନ ହେବ। ସୂର୍ଯ୍ୟାସ୍ତ ପରେ, ଅର୍ଦ୍ଧଚନ୍ଦ୍ର…

ସରକାର ଦେବେ ୫୦,୦୦୦ ଟଙ୍କାର କ୍ରେଡିଟ୍ କାର୍ଡ, ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ,୨୩।୧: କେନ୍ଦ୍ର ସରକାରଙ୍କ ‘ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର ଆତ୍ମନିର୍ଭର ନିଧି’ (PM SVANidhi) ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ଦେଶବ୍ୟାପୀ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏସବୁ କର୍ମଚାରୀଙ୍କ ବଢ଼ିଲା ଦରମା, ମିଳିବ ମୋଟା ଅଙ୍କର ଏରିଅର

ନୂଆଦିଲ୍ଲୀ,୨୩।୧: କେନ୍ଦ୍ର ସରକାର ପ୍ରାୟ ୯୩ ହଜାର କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଦେଇଛନ୍ତି। ସାଧାରଣ ବୀମା କମ୍ପାନୀ, ନାବାର୍ଡ (NABARD)…

ଜନଗଣନା ୨୦୨୬: ପ୍ରଥମ ପର୍ଯ୍ୟାୟରେ ପଚରାଯିବ ୩୩ଟି ପ୍ରଶ୍ନ, ଜାଣନ୍ତୁ କ’ଣ ରହିଛି ତାଲିକାରେ

ନୂଆଦିଲ୍ଲୀ,୨୩।୧: ଭାରତ ସରକାରଙ୍କ ପକ୍ଷରୁ ‘ଜନଗଣନା ୨୦୨୬’ର ପ୍ରଥମ ପର୍ଯ୍ୟାୟ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ଏହି ନିର୍ଦ୍ଦେଶାବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri