Posted inଜାତୀୟ

ଦିଲ୍ଲୀ ବିଧାନସଭା ନିର୍ବାଚନ: ବିଏସ୍‌ପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ

ନୂଆଦିଲ୍ଲୀ,୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାରର ଶେଷ ଦିନରେ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ନେତାଙ୍କ ଉପରକୁ ଆକ୍ରମଣ ହୋଇଛି। ବଦରପୁର ବିଧାନସଭା ଆସନରୁ ନିର୍ବାଚନ ଲଢୁଥିବା ବିଏସପି ପ୍ରାର୍ଥୀ ନାରାୟଣ ଦତ୍ତ ଶର୍ମାଙ୍କ ଉପରକୁ କିଛି ଅଜ୍ଞାତ ବ୍ୟକ୍ତି ଆକ୍ରମଣ କରିଥିବା ସୂଚନା ମିଳିଛି। ଆକ୍ରମଣରେ ନାରାୟଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏକ ନିର୍ବାଚନ ବୈଠକରେ ଯୋଗଦେଇ ଫେରୁଥିବାବେଳେ ଏଭଳି ଘଟଣା ଘଟିଥିବା ନାରାୟଣ କହିଛନ୍ତି। ଏହି ଘଟଣା ପାଇଁ ସେ କୌଣସି ନିର୍ଦ୍ଦିଷ୍ଟ ଦଳର ନାଁ ନେଇ ନ ଥିଲେ ମଧ୍ୟ ବିରୋଧୀ ଦଳ ଏଥିପାଇଁ ଦାୟୀ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତର ପ୍ରଦେଶ ଅପେକ୍ଷା ପଶ୍ଚିମବଙ୍ଗରେ ବଡ଼ ବିଜୟ ହାସଲ କରିବୁ: ଅମିତ ଶାହା

କୋଲକତା,୭।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃତୀୟ ପର୍ଯ୍ୟାୟ ମତଦାନ ସରିଛି। ଭାରତୀୟ ଜନତା ପାର୍ଟି କ୍ରମାଗତ ଭାବରେ ରାଜ୍ୟରେ ବଡ ବିଜୟ ଦାବି କରୁଛି। ଏଥି...

ମୁମ୍ବାଇ ବିସ୍ଫୋରଣ: ୪ ଆତଙ୍କବାଦୀ ଗିରଫ

ଗାନ୍ଧୀନଗର,୧୮ା୫: ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ୧୯୯୩ ମୁମ୍ବାଇ ସିରିଜ୍‌ ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ଥିବା ୪ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନେ...

ଉନ୍ନାଓ ପୀଡିତାଙ୍କ ମୃତ୍ୟୁକୁ ନେଇ ରାଜନୀତି ସରଗରମ: ଭାଜପା କାର୍ଯ୍ୟାଳୟ ଘେରିଲେ କଂଗ୍ରେସକର୍ମୀ

ଲକ୍ଷ୍ନୌ,୭।୧୨: ଉନ୍ନାଓ ବଳାତ୍କାର ପୀଡିତାଙ୍କ ମୃତ୍ୟୁ ପରେ ରାଜନୀତି ହୋଇଛି ସରଗରମ। ଏହାକୁ ନେଇ ବିରୋଧୀ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଟାର୍ଗେଟ କରିଛନ୍ତି।...

ଜଷ୍ଟିସ୍‌ ଇକ୍‌ବାଲଙ୍କ ଦେହାନ୍ତ

ନୂଆଦିଲ୍ଲୀ, ୮।୫: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଏମ୍‌.ଓ୍ବାଇ. ଇକ୍‌ବାଲଙ୍କର ଗୁରୁବାର ରାତିରେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୭୦ ବର୍ଷ...

ଜାଲରେ ୪୦ ଭାରତୀୟ ନେତା, ଖବରଦାତା

ନୂଆଦିଲ୍ଲୀ, ୧୯ା୭: ଇସ୍ରାଏଲର ସାଇବର ସୁରକ୍ଷା କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ ପେଗାସସ୍‌ ସ୍ପାଏଓ୍ବେର ପୁଣି ଥରେ ଚର୍ଚ୍ଚାରେ। ଏହି ସ୍ପାଏଓ୍ବେର ଜାଲରେ ଭାରତ...

ଡୋଜ୍‌ ଅଭାବ ନେଇ ଲେଟର ଓ୍ବାର: କେନ୍ଦ୍ର ପକ୍ଷରୁ ପାଲଟା ଜବାବ

ନୂଆଦିଲ୍ଳୀ,୮।୪: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଅଣାୟତ୍ତ ହେବାରେ ଲାଗିଛି। କରୋନାରୁ ଦୂରେଇ ରହିବା ପାଇଁ ଜାରି ରହିଥିବା ସାର୍ବଜନୀକ ଟିକାକରଣ ଅଭିଯାନରେ...

ଦେଶର ଗୋଟିଏ ବି ଜିଲାରେ ନାହିଁ କରୋନାର ୟେଲୋ ଆଲର୍ଟ

ନୂଆଦିଲ୍ଲୀ,୩ ।୧: ଦେଶର କୌଣସି ଗୋଟିଏ ବି ଜିଲାରେ କରୋନାର ୟେଲୋ ଆଲର୍ଟ ନାହିଁ । ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସାପ୍ତାହିକ ସମିକ୍ଷା ରିପୋର୍ଟରୁ...

ନୋଟ୍‌ବନ୍ଦୀ ନିଷ୍ପତ୍ତି କାଏମ ରହିଛି କହିବା ଠିକ୍‌ ନୁହେଁ: କଂଗ୍ରେସ

ନୂଆଦିଲ୍ଲୀ,୩।୧: ବିମୁଦ୍ରୀକରଣ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି କହିବା ବିଭ୍ରାନ୍ତିକର ଓ ଭୁଲ୍‌ ବୋଲି କଂଗ୍ରେସ କହିଛି। ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାର ସୀମିତ ପ୍ରସଙ୍ଗ ଉପରେ...

Advertisement
Archives

Model This Week