Posted inଜାତୀୟ

ଦିଲ୍ଲୀ ଆସୁଛନ୍ତି ଦିଦି: ମୋଦିଙ୍କ ସହ ହୋଇପାରେ ସାକ୍ଷାତକାର

କୋଲକାତା,୧୬।୯: ଦୀର୍ଘ ଦିନରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିତରେ ମନୋମାଳିନ୍ୟ ରହିଛି। ଏପରିକି ମମତା ମୋଦିଙ୍କ କୌଣସି କାର୍ଯ୍ୟକୁ ସମର୍ଥନ ମଧ୍ୟ କରନ୍ତି ନାହିଁ। ଏହି କ୍ରମରେ ଦିଲ୍ଲୀରେ ଆୟୋଜିତ ନୀତି ଆୟୋଗ ବୈଠକରେ ମଧ୍ୟ ସେ ସାମିଲ ହୋଇ ନ ଥିଲେ। ତେବେ ଏହାରି ଭିତରେ ମଙ୍ଗଳବାର ମମତା ବାନାର୍ଜୀ ଦିଲ୍ଲୀ ଆସିବେ ବୋଲି କୁହାଯାଉଛି। ସେଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିପାରନ୍ତି। ଆଉ ଏଥିପାଇଁ ସେ ସମୟ ମଧ୍ୟ ମାଗିଛନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଅନ୍ୟପଟେ କେନ୍ଦ୍ର ଓ ମମତାଙ୍କ ତିକ୍ତତା ଭିତରେ ହଠାତ୍‌ ଏହି ଗସ୍ତକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଠି ଦ୍ୱିତୀୟ ବିବାହ ଗ୍ରହଣଯୋଗ୍ୟ

ଭାରତରେ ଦ୍ୱିତୀୟ ବିବାହ ଆଇନ ସମ୍ମତ ନୁହେଁ। ପ୍ରଥମ ସ୍ତ୍ରୀ ଥିବା ପର୍ଯ୍ୟନ୍ତ ଜଣେ ଦ୍ୱିତୀୟ ବିବାହ କରିପାରିବେ ନାହିଁ। ହେଲେ ରାଜସ୍ଥାନ ବାଡମେର ଜିଲା...

ଆସାମ ବିଧାନସଭା ନିର୍ବାଚନ: ୩ ଗୁରୁତ୍ୱପୂର୍ଣ୍ଣ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଗୁଆହାଟୀ,୮ ।୩: ସାରା ଦେଶରେ ବେଳକୁ ବେଳ କଂଗ୍ରେସର ପ୍ରଦର୍ଶନ ଖରାପ ହୋଇ ଚାଲିଥିବା ବେଳେ ଏବେ ଏହାକୁ ସଜାଡିବାକୁ ପ୍ରୟାସ କରୁଛି ଦଳ ।...

କନ୍ୟାଙ୍କ ପାଦ ଧୋଇଲେ ମୁଖ୍ୟମନ୍ତ୍ରୀ

ଗୋରଖପୁର,୧୦।୪: ଉତ୍ତର ପ୍ରଦେଶର ଗୋରେଖନାଥ ମନ୍ଦିରରେ ରବିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଚୈତ୍ର ନବରାତ୍ରୀ ଏବଂ ଶ୍ରୀ ରାମନବମୀ ଅବସରରେ ୯ ଜଣ କନ୍ୟାଙ୍କ ପାଦ...

ଗାନ୍ଧୀ ଶାନ୍ତି ପୁରସ୍କାର ସହ ଏକ କୋଟି ଟଙ୍କାର ପୁରସ୍କାର ରାଶି ନେବ ନାହିଁ ଗୀତା ପ୍ରେସ, କହିଲା ସମ୍ମାନ ନେବି ଧନରାଶି ନୁହେଁ

ଗୋରଖପୁର,୧୯।୬: ଗୀତା ପ୍ରେସ ଟ୍ରଷ୍ଟ ଗାନ୍ଧୀ ଶାନ୍ତି ପୁରସ୍କାରରେ ମିଳିବାକୁ ଥିବା ଏକ କୋଟି ଟଙ୍କାର ଧନରାଶି ନେବାକୁ ମନା କରି ଦେଇଛି। ଟ୍ରଷ୍ଟିମାନେ କହିଛନ୍ତି...

ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ,୧୦।୨(ଆଇଏଏନ୍‌ଏସ୍‌):ଆଦାନୀ ଗ୍ରୁପ୍‌ର ଜାଲିଆତି ସମ୍ପର୍କରେ ଆମେରିକାର ଶର୍ଟ ସେଲ୍‌ କମ୍ପାନୀ ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟର ତଦନ୍ତ ଜଣେ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏକ କମିଟି...

ଭାରତରେ କରୋନା ସଂକ୍ରମଣ ହାର ଅଧିକ ନ ଥିଲେ ବି ରହିଛି ବିପଦ ଆଶଙ୍କା: ଡବ୍ଲ୍ୟୁଏଚ୍‌ଓ

ଜେନେଭା/ନୂଆଦିଲ୍ଲୀ, ୬।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ସଙ୍କଟ ସୃଷ୍ଟି କରିଛି। ସରକାର କରୋନା ବିରୋଧରେ ଲଢ଼େଇ ଜୋର୍‌ଦାର କରିଛନ୍ତି। ସରକାରଙ୍କ ଏହି ଉଦ୍ୟମକୁୁ ବିଶ୍ୱ...

ନୂଆ ଆକାନ୍ତଙ୍କ ସଂଖ୍ୟା ୨ ଲକ୍ଷରୁ କମ୍‌: ମୃତ୍ୟୁ ସଂଖ୍ୟା ଯୋଗୁ ସ୍ଥିତି ଅସମ୍ଭାଳ…

ନୂଆଦିଲ୍ଲୀ,୨୫।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ଲକ୍‌ଡାଉନ୍‌ ପ୍ରଭାବରୁ ଧୀରେଧୀରେ...

ଜୁଲାଇ ୬ରୁ ଖୋଲିବ ଏହି ସବୁ ଐତିହ୍ୟସ୍ଥଳୀ

ନୂଆଦିଲ୍ଲୀ,୨।୭-ଅନଲକ ୧ ପରେ ବର୍ତ୍ତମାନ ଦେଶରେ ଅନଲକ ୨ ଆରମ୍ଭ ହୋଇଛି। ତେବେ ସରକାର ଧିରେ ଧିରେ କିଛି କଟକଣାକୁ କୋହଳ କରୁଥିବାବେଳେ କିଛି କଟକଣାକୁ...

Advertisement
Archives

Model This Week