Posted inଜାତୀୟ

ଦିଲ୍ଲୀରୁ କଶ୍ମୀର ପର୍ଯ୍ୟନ୍ତ ଲମ୍ବିଛି ଆତଙ୍କବାଦୀଙ୍କ ଚେର

ଶ୍ରୀନଗର,୧୫।୯: କଠୁଆରୁ ଧରାପଡିଥିବା ଆତଙ୍କବାଦୀଙ୍କୁ ପଚରା ଉଚରା ପରେ ବଡ ତଥ୍ୟ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି। ଏମାନେ ଜୈଶ ଆତଙ୍କବାଦୀଙ୍କ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇ ପାରନ୍ତି ବୋଲି ପୋଲିସ ଅନୁମାନ କରୁଛି। କାରଣ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦର କଠୁଆ ଓ ପଞ୍ଜାବରେ ଏକ ବଡ ନେଟଓ୍ବର୍କ କାମ କରୁଛି। ଯାହା ଦିଲ୍ଲୀରୁ କଶ୍ମୀର ପର୍ଯ୍ୟନ୍ତ ଲମ୍ବିଛି। ଗୁଇନ୍ଦା ବିଭାଗର କହିବା କଥା ହେଲା ଧରାପଡିଥିବା ଆତଙ୍କବାଦୀମାନେ ଏମିତି କେତେଜଣଙ୍କ ନାଁ କହିଛନ୍ତି ଯେଉଁମାନଙ୍କଠାରୁ ଅଧିକ ତଥ୍ୟ ମିଳିପାରିବ ବୋଲି ପୋଲିସ ଆଶା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଦିଲ୍ଲୀ,୨୮ା୪: ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ବିଛା ମନ୍ତବ୍ୟ ଦେଇ କଂଗ୍ରେସ ସାଂସଦ ଶଶୀ ଥରୁର୍‌ ଫସିଯାଇଛନ୍ତି। ଏହି ମନ୍ତବ୍ୟ ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି...

‘ଯେମିତି ଜମ୍ମୁ-କଶ୍ମୀରରୁ ୩୭୦ ହଟିଲା, ତୁମେ ବି ହଟିବ’

ଓ୍ବାରାଙ୍ଗଲ(ତେଲେଙ୍ଗାନା),୯।୧: ଯେଉଁଭଳି ଜମ୍ମୁ-କଶ୍ମୀରରୁ ୩୭୦ ଧାରା ହଟାଗଲା, ଠିକ୍‌ ସେଭଳି ଅସାଦୁଦ୍ଦିନ ଓ୍ବାଇସି ଏବଂ ନିଜାମଙ୍କ ନାମକୁ ଭୁଲାଇ ଦିଆଯିବ। ଏଆଇଏମ୍‌ଆଇଏମ୍‌ ମୁଖ୍ୟ ତଥା ହାଇଦ୍ରାବାଦ୍‌...

ଯାଆଁଳା ପ୍ରସବ ପରେ ମା’ ସମେତ ୩ ଜଣଙ୍କ ମୃତ୍ୟୁ

ଟୁମାକୁରୁ,୪।୧୧(ଆଇଏଏନ୍‌ଏସ୍‌): ସନ୍ତାନ ପ୍ରସବ ଲାଗି ଯାଇଥିବା ଜଣେ ମହିଳାଙ୍କୁ ଜିଲା ହସ୍ପିଟାଲ କର୍ତ୍ତୃପକ୍ଷ ଫେରାଇ ଦେବା ପରେ ସେ ନିଜ ଘରେ ଯାଆଁଳା ସନ୍ତାନ ଜନ୍ମ...

ଚିକେନ ନ ଦେଲେ କୋଭିଡ୍‌ ସେଣ୍ଟରରୁ ଯିବିନି, ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ,୧୦ା୭: ମହାରାଷ୍ଟ୍ରର ସାଙ୍ଗଲି ଜିଲାରୁ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଜଣେ କରୋନା ରୋଗୀ ଡ୍ୟାନ୍ସ କରିବା ସହ ଚିକେନ ମାଗୁଛନ୍ତି। ଆକ୍ରାନ୍ତ ଜଣକ...

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଅପରେଶନ୍‌ ପାଇଁ ହସ୍ପିଟାଲରେ ଭର୍ତ୍ତି

ଅହମ୍ମଦାବାଦ୍‌,୪।୯: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଅଚାନକ ଅହମ୍ମଦାବାଦ୍‌ରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏକ ଛୋଟ...

ମନ କି ବାତରେ ଘଣ୍ଟା ଘଣ୍ଟା ଧରି କହୁଥିବା ପ୍ରଧାନମନ୍ତ୍ରୀ, ମଣିପୁର ଘଟଣାକୁ ନେଇ ୩୬ ସେକେଣ୍ଡରେ କହିଦେଲେ: ପୂର୍ବତନ ରାଜ୍ୟପାଳ ମଲିକ

ନୂଆଦିଲ୍ଲୀ,୨୧।୭: ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ କିଛିଦିନ ହେବ ବିଭିନ୍ନ ପ୍ରସଙ୍ଗରେ ନିଜର ବୟାନ ରଖି ଆସୁଛନ୍ତି ଚର୍ଚ୍ଚାକୁ। ଏଥର ମଣିପୁର ହିଂସାରେ କୁକି...

ଚନ୍ଦ୍ରାୟନ-୨ ଉତ୍‌କ୍ଷେପଣ ଦେଖିବା ପାଇଁ ଅନ୍‌ଲାଇନ୍‌ ପଞ୍ଜିକରଣ ଗୁରୁବାର ମଧ୍ୟରାତ୍ରଠାରୁ ଆରମ୍ଭ

ଶ୍ରୀହରିକୋଟା,୩।୭: ଚନ୍ଦ୍ରାୟନ-୨ ଜୁଲାଇ ୧୫ରେ ଉତ୍‌କ୍ଷେପଣ ହେବ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଏହା ଭାରତୀୟ ସମୟ ରାତ୍ର ୨ଟା ୫୧ରେ ଉତ୍‌କ୍ଷେପଣ...

ରୁଷିଆ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ରାଜନାଥଙ୍କ ପରାମର୍ଶ : ଅଣୁ ଅସ୍ତ୍ର ବ୍ୟବହାର କରନାହିଁ

ନୂଆଦିଲ୍ଲୀ, ୨୭ା୧୦: ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ ସେରେଗି ଶୋଇଗୁ ବୁଧବାର ଭାରତ ପ୍ରତିପକ୍ଷ ରାଜନାଥ ସିଂଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ୟୁକ୍ରେନ୍‌ ‘ଡାର୍ଟି ବମ୍‌’...

Advertisement
Archives

Model This Week