ଦାରିଙ୍ଗବାଡ଼ିରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା

ଦାରିଙ୍ଗବାଡ଼ି,୩।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗତ ଦୁଇଦିନ ହେଲା କୋହଲା ପାଗ ସାଙ୍ଗକୁ ଶୀତ ଲାଗି ରହିଛି। ଶୁକ୍ରବାର ଦିନ ତମାମ୍‌ କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ଲାଗି ରହିଛି। ସେପଟେ ଦିନରେ କୁହୁଡ଼ି ଆଚ୍ଛାଦିତ ହୋଇ ଅନ୍ଧାର ଭଳି ପରିସ୍ଥିତି ଉପୁଜିଛି। ଫଳରେ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହେବା ସହ ଜରୁରି କାମଧନ୍ଦା ନ ଥିଲେ କେହି ବାହାରକୁ ବାହାରୁନାହାନ୍ତି। ଦିନରେ ମଧ୍ୟ ଗାଡ଼ି ଲାଇଟ୍‌ ଦେଇ ଯିବାଆସିବା କରିବାକୁ ପଡୁଛି। ଏହା ସତ୍ତ୍ୱେ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକମାନେ ଆସି ମଜା ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଲଭର୍ଟରେ ଆଶ୍ରିତ ବୃଦ୍ଧ ଦମ୍ପତି ଗଲେ ବୃଦ୍ଧାଶ୍ରମ

ଲୋଇସିଂହା,୧୩।୪(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିମୁଣ୍ଡା ପଞ୍ଚାୟତର ଏକ ବୃଦ୍ଧ ଦମ୍ପତି ଗତ ଦୁଇସପ୍ତାହ ହେଲା ପିଡବ୍ଲ୍ୟୁଡି ରାସ୍ତାର କଲଭର୍ଟରେ ଆଶ୍ରୟ ନେଇଥିଲେ। ସେମାନେ...

ସିଗାରେଟ୍‌ ପାଇଁ ଯୁବକଙ୍କୁ ହତ୍ୟା: ଗ୍ରାମବାସୀଙ୍କ ଆକ୍ରମଣରେ ୪ ଯୁବକ ଗୁରୁତର, ମୃତକଙ୍କୁ ନ୍ୟାୟ ଦାବିରେ ରାସ୍ତାରୋକୋ

ବାଲେଶ୍ୱର ଅଫିସ,୧୩।୨: ବାଲେଶ୍ୱର ସଦର ବ୍ଲକ ସାର୍ଥା ଗ୍ରାମରେ ସିଗାରେଟ ପାଇଁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଘଟଣାରେ ଗ୍ରାମବାସୀଙ୍କ ପ୍ରତିଆକ୍ରମଣରେ ୪ଜଣ ଯୁବକ ଗୁରୁତର...

ପ୍ରଥମେ ହେବ ସାତପାହାଚ ଦ୍ୱାର

ପୁରୀ ଅଫିସ,୨୮ା୧୦: ଶ୍ରୀମନ୍ଦିରର ୮ଟି ଦ୍ୱାର ହେବ ରୁପା ଛାଉଣି। ଜୟ ବିଜୟ, କଳାହାଟ, ବେହେରଣ, ସାତପାହାଚ, ପଶ୍ଚିମ ଭୋଗ ମଣ୍ଡପ, ନୃସିଂହ ମନ୍ଦିର, ମା’...

ହଟିଲା କଟକଣା: ରାଉରକେଲାରେ ଖୋଲିଲା କଣ୍ଟେନ୍‌ମେଣ୍ଟ ଜୋନ୍‌

ରାଉରକେଲା ଅଫିସ,୩୦।୫: ସୁନ୍ଦରଗଡ଼ ଜିଲା ରାଉରକେଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗତ ମାସ ୨୬ ତାରିଖରେ ସହରର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ...

ଟଙ୍କା ହଡ଼ପ କରି ଆକାଉଣ୍ଟାଣ୍ଟ ଫେରାର ଘଟଣା: ବ୍ୟାଙ୍କ ମ୍ୟାନେଜର, ରାଜସ୍ବ ନିରୀକ୍ଷକଙ୍କୁ ଜେରା

ଭବାନୀପାଟଣା,୨୧।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବିଇଓ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର ଟଙ୍କା ହଡ଼ପ ଘଟଣାରେ ଭିଜିଲାନ୍ସ ପକ୍ଷରୁ ଆକ୍ସିସ ବ୍ୟାଙ୍କ ମ୍ୟାନେଜର ଓ...

ଲାଇଫ୍‌ ଲାଇନ ପାଲଟିଛି ହାଲେର ଯୋର

ଭବାନୀପାଟଣା,୬।୪(ସ୍ବ.ପ୍ର.): କଳାହାଣ୍ଡି ଜିଲାର ପନିପରିବାର ଗାଁ କହିଲେ ଜୁନାଗଡ ବ୍ଲକର କେଲିଆକୁ ବୁଝାଏ। କାରଣ ଏହି ଗଁା ବର୍ଷ ତମାମ ଜିଲାର ବିଭିନ୍ନ ଅଞ୍ଚଳକୁ ପନିପରିବା...

ମଲାଡ଼ ସରପଞ୍ଚଙ୍କୁ ଆକ୍ରମଣ, ଘରକୁ ପଥର ମାଡ଼

ଗଞ୍ଜାମ/ଛତ୍ରପୁର,୨୬ା୧୦(ଡି.ଏନ୍‌.ଏ.)-ରମ୍ଭା ଥାନା ଗଞ୍ଜାମ ବ୍ଲକ ମଲାଡ ସରପଞ୍ଚ ପ୍ରଭାତ କୁମାର ସେଠୀଙ୍କୁ ଶୁକ୍ରବାର ରାତି ପ୍ରାୟ ୧୦ଟାରେ ଆକ୍ରମଣ ହୋଇଛି। ଏଥିସହ ତାଙ୍କ ଘରେ କୌଣସି...

ଅନୁଗୋଳ ଜିଲା ପରିଷଦର ୪୯ତମ ସାଧାରଣ ବୈଠକ: ଅଧାରୁ ଗୃହ ବର୍ଜନ କଲେ ସଦସ୍ୟ

ଅନୁଗୋଳ ଅଫିସ,୨୧।୮: ଅନୁଗୋଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ୪୯ ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଠମଲ୍ଲିକ ବିଧାୟକ ରମେଶ ସାଏ,...

Advertisement
Archives

Model This Week