Posted inଜାତୀୟ

ଦରକାର ପଡିଲେ ବନ ଅଧିକାରୀଙ୍କୁ ପିଟ: ଭାଜପା ଏମ୍‌ପି

ଆଦିଲାବାଦ,୨୨।୭: ତେଲେଙ୍ଗାନା ଆଦିଲାବାଦର ଭାଜପା ଏମ୍‌ପି ସ୍ବୟମ ବାପୁ ରାଓ ଏକ ବିବାଦୀୟ ବୟାନ ପାଇଁ ଏବେ ଆସିଛନ୍ତି ଚର୍ଚ୍ଚାକୁ। ଶନିବାର ସେ ଉତନୁର ମଣ୍ଡଲଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଦରକାର ପଡିଲେ ବନ ବିଭାଗ ଅଧିକାରୀଙ୍କୁ ପିଟ। ଯାହା ହେବ ସେ କଥା ମୁଁ ବୁଝିବି। ଏମିତି ନିର୍ଦ୍ଦେଶ ସେ ଆସିବାସୀମାନଙ୍କୁ ଦେଇଛନ୍ତି। ସୂଚନାଯୋଗ୍ୟ, ଶନିବାର ଆଦିବାସୀଙ୍କ ମୁଖ୍ୟ ଓ ଟୁଡୁମ ଦେବାର ପ୍ରତିଷ୍ଠାତା ସିଦ୍ଦମ ଶମ୍ଭୁଙ୍କ ଶ୍ରାଦ୍ଧବାର୍ଷିକୀ ପାଇଁ ଉତନୁର ମଣ୍ଡଲଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ବିବାଦୀୟ ବୟାନ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ବନ ବିଭାଗ ଅଧିକାରୀମାନେ ଯେଉଁ ଚାରା ରୋପଣ କରୁଛନ୍ତି ତାକୁ ମଧ୍ୟ ଉପାଡି ଦିଅ।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଚ୍ଛେଦ ୩୭୦ ଉଚ୍ଛେଦ ଉପରେ ଶୀଘ୍ର ହୋଇ ପାରିବନି ଶୁଣାଣି: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୮।୮: ଅନୁଚ୍ଛେଦ ୩୭୦ ଉପରେ ଶୀଘ୍ର ଶୁଣାଣି ହୋଇ ପାରିବନି ବୋଲି ଗୁରୁବାର ସୁପ୍ରିମ୍‌କୋର୍ଟ କହିଛନ୍ତି। ଏସମ୍ପର୍କିତ ଏକ ମାମଲାର ବିଚାର କରି ପ୍ରଧାନ ବିଚାରପତି...

ଡ୍ରଗ୍ସ୍‌ ଚୋରା ଚାଲାଣକୁ ରୋକିବ ସିମ୍ସ୍‌, ୨୬ ଦେଶ ସହିତ ବୁଝାମଣା…

ନୂଆଦିଲ୍ଲୀ,୪।୧୦: ଆଫଗାନିସ୍ତାନରେ ତାଲିବାନ୍‌ର କ୍ଷମତା ଦଖଲ ପରେ ଭାରତ ସରକାରଙ୍କ ପକ୍ଷରୁ ସୀମା ପାର୍‌ ଡ୍ରଗ୍ସ୍‌ ଚୋରା ଚାଲାଣ ପାଇଁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ...

ମାସ୍କ୍‌-ହେଲମେଟ ପିନ୍ଧୁ ନ ଥିବା ପୋଲିସ ବାବୁଙ୍କୁ ହାଇକୋର୍ଟଙ୍କ ତାଗିଦ୍‌, ଆଇନ ସମସ୍ତଙ୍କ ପାଇଁ ସମାନ…

ନୂଆଦିଲ୍ଲୀ, ୧।୬ : ଦିଲ୍ଲୀ ହାଇକୋର୍ଟ ମାସ୍କ୍‌ ଏବଂ ହେଲମେଟ ପିନ୍ଧୁ ନ ଥିବା ପୋଲିସ ବାବୁଙ୍କୁ ତାଗିଦ୍‌ କରିଛନ୍ତି। ବୁଧବାର ହାଇକୋର୍ଟ କହିଛନ୍ତି ଯେ,...

ପୋଖରାନ୍‌ ପରୀକ୍ଷଣ ଥିଲା ଶ୍ରେଷ୍ଠ ଉପଲବ୍ଧି: ଏବେ କରୋନାକୁ ପରାସ୍ତ କରିବା ଲାଗି ଜ୍ଞାନକୌଶଳର ଉପଯୋଗ ଅପରିହାର୍ଯ୍ୟ, କହିଲେ ମୋଦି

ନୂଆଦିଲ୍ଲୀ,୧୧।୫: ଗତ ୨୨ ବର୍ଷ ତଳେ ୧୯୯୮ ମେ ୧୧ରେ ଭାରତ ରାଜସ୍ଥାନ ପୋଖରାନ୍‌ ଆର୍ମି ଟେଷ୍ଟ ରେଞ୍ଚ୍‌ରେ ଶକ୍ତି-୧ ଆଣବିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ...

କରୋନାରେ ସ୍ବାମୀଙ୍କ ମୃତ୍ୟୁ ହେବା ପରେ ପିପିଇ କିଟ୍‌ ପିନ୍ଧି ମୁଖାଗ୍ନି ଦେଲେ ପତ୍ନୀ

ଜବଲପୁର,୨୪।୭: ଦେଶରେ ମହାମାରୀ କରୋନା ଯୋଗୁ ବିଭିନ୍ନ କ୍ଷେତ୍ରରେ ପ୍ରଭାବ ପଡ଼ିଛି। ଏପରିକି ସମ୍ପର୍କରେ ମଧ୍ୟ ଫାଟ ସୃଷ୍ଟି ହେଉଥିବା ଘଟଣା ସାମ୍ନାକୁ ଆସୁଛି। କିନ୍ତୁ...

ଆଜିଠାରୁ ଖୋଲିଲା ଶିରିଡି ସାଇ ମନ୍ଦିର

ମୁମ୍ବାଇ,୧୬।୧୧-ମହାମାରୀ କରୋନା ଯୋଗୁ ଦେଶରେ ଥିବା ସମସ୍ତ ଧର୍ମାନୁଷ୍ଠାନଗୁଡିକ ବନ୍ଦ ରହିଥିଲା। ତେବେ ଆଜିଠୁ ମହାରାଷ୍ଟ୍ରରେ ସବୁ ଧର୍ମାନୁଷ୍ଠାନଗୁଡିକ ଖୋଲିବା ସହ ପ୍ରସିଦ୍ଧ ସିରିଡି ସାଇ...

ଆଜିର ଦିନରେ ଦେଶରେ ଆରମ୍ଭ ହୋଇଥିଲା ମୋଦି ଲହର

ନୂଆଦିଲ୍ଲୀ, ୧୬।୫: ଆଜକୁ ପ୍ରାୟ ଠିକ୍‌ ପାଞ୍ଚ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୪ ମେ ୧୬ ଦିନ ବିରୋଧୀଙ୍କୁ ଚିତ୍‌ କରି ଭାଜପା ଏକତରଫା ବିଜୟ...

ପଲିଟିକ୍ସ୍‌ ଫିଜିକ୍ସ୍‌ ନୁହେଁ କେମେଷ୍ଟ୍ରି, କହିଲେ ସ୍ବରାଷ୍ଟ୍ରମନ୍ତ୍ରୀ…

ନୂଆଦିଲ୍ଲୀ,୪।୧୨: ଉତ୍ତରପ୍ରଦେଶରେ ୨୦୨୨ରେ ହେବାକୁଥିବା ବିଧାନସଭା ନିର୍ବାଚନ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏକ ନୂଆ ପ୍ରକାରର ମନ୍ତବ୍ୟ ଦେଇଛନ୍ତି। ଶାହାଙ୍କ ରାଜନୀତିର ବିଜ୍ଞାନ ପାଠ...

Advertisement
Archives

Model This Week