ତୈମୁର ଭାଙ୍ଗିଲେ ଦହିହାଣ୍ଡି: ଭିଡ଼ିଓ ଭାଇରାଲ

ମୁମ୍ବାଇ,୨୫।୮: ଜନ୍ମାଷ୍ଟମୀରେ ଦହିହାଣ୍ଡି ଭଙ୍ଗା ପରମ୍ପରା ଦେଶବ୍ୟାପି ପାଳିତ ହୋଇଥିବାବେଳେ ବଲିଉଡ୍‌ ଅଭିନେତା ଶୈଫ୍‌ ଅଲ୍ଲୀ ଖାଁ ଏବଂ କରିନା କପୁରଙ୍କ ପୁଅ ତୈମୁର ଅଲ୍ଲୀ ଖାଁ ଏହି ଉତ୍ସବ ପାଳନ କରିଛନ୍ତି। ସେ ଦହିହାଣ୍ଡି ବେଶ୍‌ ଆନନ୍ଦରେ ଭାଙ୍ଗିଛନ୍ତି। ଏହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ତୈମୁର ତାଙ୍କ କେୟାର ଟେକରଙ୍କ କାନ୍ଧରେ ବସି ଦହିହାଣ୍ଡି ଭାଙ୍ଗୁଥିବାର ଦୃଶ୍ୟ ଭିଡ଼ିଓରେ ଦେଖିବାକୁ ମିଳୁଛି। ଏହି ସମୟରେ ସେ ଟି-ଶର୍ଟ ସହିତ ହାପ୍‌ ପ୍ୟାଣ୍ଟ୍‌ ପିନ୍ଧିଛନ୍ତି। ବିଭିନ୍ନ ରଙ୍ଗର ବେଲୁନ ସହିତ ଟଙ୍ଗା ଯାଇଥିବା ଦହିହାଣ୍ଡିକୁ ଦେଖି ତୈମୁର ବେଶ୍‌ ଖୁସି ହୋଇଯାଇଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଅଭିନେତା କରିଥିଲେ ମନା; ସେଥିପାଇଁ ତ ବିଗ୍‌ ବିଙ୍କ ସହ ଗୋଟିଏ ଫିଲ୍ମ କରିନାହାନ୍ତି ଧକ୍‌ ଧକ୍‌ ଗର୍ଲ

ବମ୍ବେ: ଆଜି ହେଉଛି ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତଙ୍କ ହାପି ବର୍ଥ ଡେ’ ଅର୍ଥାତ ଜନ୍ମଦନ। ମେ’ ୧୫ରେ ସେ ନିଜର ୫୪ତମ ଜନ୍ମଦିନ...

ଅମିତାଭଙ୍କ ସଫଳତା ପଛରେ ରହିଛି ଭାଇ ଅଜିତାଭଙ୍କ ବଡ଼ ଯୋଗଦାନ, ସ୍ତ୍ରୀଙ୍କ ରହିଛି ପତିଆରା; ଏପରି ତାଙ୍କ ପରିବାର

ବମ୍ବେ: ବଲିଉଡ୍‌ ମହାନାୟକ ଅମିତାଭ ସଫଳତାର ଅନ୍ୟ ନାମ। ଏବେ ବି ସେ ସିନେମାଠାରୁ ଆରମ୍ଭ କରି ବିଜ୍ଞାପନରେ ନିଜର ପତିଆରା ଜାରି ରଖିଛନ୍ତି। ହେଲେ...

ନିଜକୁ ମଧୁବାଲାଙ୍କ କପି ବୋଲି କହି ଫଟୋ ଶେୟାର କଲେ କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ପ୍ରାୟ ସବୁ ପ୍ରସଙ୍ଗକୁ ନେଇ ସେ ତାଙ୍କ ବେକାବୁ ବୟାନ ଦେଇ...

ଫିଟ୍‌ନେସ୍‌ ଅନ୍ତରାଳେ..

‘ଭୈରବ’ ଚଳଚ୍ଚିତ୍ରରୁ ଓଡ଼ିଆ ସିନେମା କ୍ୟାରିୟର ଆରମ୍ଭ କରିଥିଲେ ଆହାନା। ତା’ପରେ ‘ବ୍ଲାକ୍‌ମେଲ୍‌’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ନିଜକୁ ଫିଟ୍‌ ରଖିବା ପଛରେ...

ଢୋଲ ବଜାଇ ଦୁର୍ଗାପୂଜା ପାଳନ କଲେ ନୁଶରତ

ଅଭିନେତ୍ରୀ ତଥା ଏମ୍‌ପି ନୁଶରତ୍‌ ଜହାଁ ଢୋଲ ଭିନ୍ନ ଢଙ୍ଗରେ ଦୁର୍ଗାପୂଜା ପାଳନ କରିଛନ୍ତି। ପବିତ୍ର ମହାଷ୍ଟମୀ ଅବସରରେ ସେ ସ୍ବାମୀ ନିଖିଲ ଜୈନଙ୍କ ସହ...

ଟଏଲେଟ୍‌ ସଫା କଲେ ସଲମାନ ଖାନ୍‌

‘ବିଗ ବସ-୧୩’ ଏବେ ଦେଖିବାକୁ ଜବରଦସ୍ତ ହଙ୍ଗାମା। ଚଳିତ ସପ୍ତାହର ସବୁଠୁ ହାଇଭୋଲଟେଜ୍‌ ପାର୍ଟ ଥିଲା ରଶ୍ମି ଦେଶାଇ ଓ ସିଦ୍ଧାର୍ଥ ଶୁକ୍ଲାଙ୍କ ବିଗ ଫାଇଟ।...

ଦିୟା-ବୈଭବଙ୍କ ବିବାହ ପରେ ଏକ୍ସ ଓ୍ବାଇଫ୍‌ ଦେଲେ ଏମିତି ପ୍ରତିକ୍ରିୟା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜା ସୋମବାର ପ୍ରତିଷ୍ଠିତ ବ୍ୟବସାୟୀ ବୈଭବ ରେଖୀଙ୍କୁ ବିବାହ କରିଛନ୍ତି। ଦୁଇଜଣ ଏହି ବିବାହ ପାଇଁ ଖୁବ୍‌ ଉତ୍ସାହିତ...

ଜିମ୍‌ ଲୁକ୍‌କୁ ନେଇ ଚିନ୍ତାରେ ଜାହ୍ନବୀ!

ମୁମ୍ବାଇ: ବଳିଉଡ୍‌ ଷ୍ଟାର କିଡ୍‌ ଜାହ୍ନବୀ କପୁର ତାଙ୍କ ଅଭିନୟ ପାଇଁ ଯେତିକି ପପୁଲାର ତା’ଠାରୁ ଅଧିକ ପପୁଲାର ତାଙ୍କ ଜିମ୍‌ ଲୁକ୍‌କୁ ନେଇ। ଏପର୍ଯ୍ୟନ୍ତ...

Advertisement
Archives

Model This Week