ତୃତୀୟ ଥର ପାଇଁ କନିକାଙ୍କ ରିପୋର୍ଟ ଆସିଲା ପଜିଟିଭ

ମୁମ୍ବାଇ,୨୭।୩: ବଲିଉଡ୍‌ ଗାୟିକା କନିକା କପୁରଙ୍କ କରୋନା ପଜିଟିଭ୍‌ ଥିବା ତୃତୀୟ ଥର ରିପୋର୍ଟରେ ବି ଆସିଛି। ସେ କରୋନାରେ ପୀଡ଼ିତ ହେବା ପରେ ତାଙ୍କ ପରିବାର ଲୋକେ କରୋନା ଟେଷ୍ଟ ରିପୋର୍ଟକୁ ନେଇ ଅଭିଯୋଗ ଆଣିଥିଲେ। ଏହାପରେ ତାଙ୍କର ୨ ଥର ଟେଷ୍ଟ କରାଯାଇଥିବା ବେଳେ ସବୁଥର ସେ କରୋନାରେ ପୀଡ଼ିତ ଥିବା ଦେଖାଯାଇଛି। ବିଦେଶରୁ ଫେରିବା ପରେ ଆଇସୋଲେଶନରେ ନ ରହି କନିକା କିଛି ପାର୍ଟିରେ ଯୋଗ ଦେବା ସହ କେତେଜଣ ଭିଆଇପିଙ୍କ ସଂସ୍ପର୍ଶରେ ଆସିଥିଲେ। ଆଉ କିଛିଦିନ ପରେ ତାଙ୍କ ନିକଟରେ କରୋନା ଭାଇରସର ଲକ୍ଷଣ ପ୍ରକାଶ ପାଇବା ପରେ ତାଙ୍କର ଟେଷ୍ଟ କରାଯାଇଥିଲା। ଆଉ ସେ କରୋନାରେ ପୀଡ଼ିତ ଥିବା ସ୍ପଷ୍ଟ ହୋଇଥିଲା। ଏବେ ସେ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍‌ସେସ୍‌ରେ ଚିକିତ୍ସିତ ହେଉଛନ୍ତି। ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୨୬୬ ଜଣଙ୍କ ମଧ୍ୟରୁ ଏବେ ପର୍ଯ୍ୟନ୍ତ ୬୬ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଣ୍ଡା ହେଲେ ମହିଳା ପୋଲିସ ଅଧିକାରୀ

କୋଚି,୧୭।୧୧: କେରଳର ଜଣେ ମହିଳା ପୋଲିସ ଅଧିକାରୀ ଲଣ୍ଡା ହେବାର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହେଲେ ଏହା...

କ୍ୟାମ୍ପବେଲ୍‌ ଏୟାର ଇଣ୍ଡିଆ ସିଇଓ

ନୂଆଦିଲ୍ଲୀ,୧୩।୫(ପି.ଟି.):ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ତଥା ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଭାବେ ସ୍କୁଟ୍‌ ସିଇଓ କ୍ୟାମ୍ପ୍‌ବେଲ୍‌ ଓ୍ବିଲସନଙ୍କୁ ଟାଟା ସନ୍ସ ନିଯୁକ୍ତି ଦେଇଛି।...

ଦେଶରେ ଆଜି ୧୬୮ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୮।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬୮ ନୂଆ କରୋନା...

୩ ଶ୍ରମ ସଂସ୍କାର ବିଲ୍‌ ସଂସଦରେ ପାରିତ

ନୂଆଦିଲ୍ଲୀ,୨୪।୯(ପି.ଟି.): ପାର୍ଲାମେଣ୍ଟରେ ବୁଧବାର ୩ଗୋଟି ଶ୍ରମ ସଂସ୍କାର ବିଲ୍‌କୁ ଅନୁମୋଦନ ମିଳିଛି। ଏହି ବିଲ୍‌ କମ୍ପାନୀଗୁଡ଼ିକର ପ୍ରତିବନ୍ଧକକୁ ଦୂର କରିବ। ଏଥିସହ ଯେଉଁ କମ୍ପାନୀରେ ୩୦୦...

୩ ବର୍ଷରେ ମୋଦିଙ୍କ ବିଦେଶ ଗସ୍ତ ପାଇଁ ଚାର୍ଟର୍ଡ ବିମାନ ଖର୍ଚ୍ଚ ୨୫୫ କୋଟି ଟଙ୍କା

ନୂଆଦିଲ୍ଲୀ,୨୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତ ତିନି ବର୍ଷରେ ବିଦେଶ ଗସ୍ତ ପାଇଁ ଚାର୍ଟର୍ଡ ବିମାନ ଖର୍ଚ୍ଚ ୨୫୫ କୋଟି ଟଙ୍କା ହୋଇଛି। କେନ୍ଦ୍ର ବର୍ହିିର୍ବ୍ୟାପାର...

ଅଗଷ୍ଟ ୧୫ରେ କରୋନାର ରେକର୍ଡ: ଆଜି ଚିହ୍ନଟ ହେଲେ ସର୍ବାଧିକ ୨୪୯୬ ଆକ୍ରାନ୍ତ; ୫୫ହଜାର ଟପିଲା ସଂଖ୍ୟା

ଭୁବନେଶ୍ୱର,୧୫।୮(ବ୍ୟୁରୋ): ଆଜି ରାଜ୍ୟରୁ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ ଜିଲାରୁ ୨୪୯୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୫୯୧ କ୍ୱାରାଣ୍ଟାଇନ୍‌ର...

ବଏଲର ବିସ୍ଫୋରଣ ପରେ ଅଗ୍ନିକାଣ୍ଡ: ଜଣେ ମୃତ, ୧୪ ଆହତ

ନାସିକ୍‌,୧।୧: ମହାରାଷ୍ଟ୍ରର ନାସିକ୍‌ ଜିଲା ମୁଣ୍ଡେଗାଁରେ ରବିବାର ଏକ ରାସାୟନିକ କମ୍ପାନୀରେ ବଡ଼ଧରଣର ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ମହିଳା କର୍ମଚାରୀଙ୍କ ମୃତ୍ୟୁ...

୧୦୦ ସ୍ବର୍ଣ୍ଣ ମୁଦ୍ରା, ଜାଗା, କାର୍‌ ନେଲା ପରେ ମଧ୍ୟ ଝିଅକୁ ମାରିଦେଲେ

ଥିରୁଭାନ୍ଥପୁରମ,୨୩।୬: ଯୌତୁକ ନିର୍ଯାତନା ଦିଆଯାଉଥିବା ଫଟୋ ପରିବାର ଲୋକଙ୍କୁ ହ୍ବାଟ୍ସଆପ କରିଥିବା ୨୪ ବର୍ଷୀୟା ମହିଳାଙ୍କ ମୃତଦେହ ସ୍ବାମୀଙ୍କ ଘରୁ ମିଳିଛି। ଆୟୁର୍ବେଦିକ ମେଡିସିନ ଛାତ୍ରୀ...

Advertisement
Archives

Model This Week