Posted inଖେଳ

ତୁର୍କମେନିସ୍ତାନକୁ ହରାଇଲା ଭାରତ

ନୂଆଦିଲ୍ଲୀ, ୧୮।୯: ଉଜବେକିସ୍ତାନରେ ଚାଲିଥିବା ୨୦୨୦ ଏଏଫ୍‌ସି (ଏସିଆନ ଫୁଟ୍‌ବଲ କନ୍‌ଫେଡେରେଶନ) କପ୍‌ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ବୁଧବାର ଅନୁଷ୍ଠିତ ଗ୍ରୁପ୍‌-ବି’ର ଏକ ମ୍ୟାଚ୍‌ରେ ଭାରତୀୟ ଯୁବ ଦଳ ୫-୦ ଗୋଲରେ ଏକପାଖିଆ ଭାବେ ତୁର୍କମେନିସ୍ତାନକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ସିଦ୍ଧାର୍ଥ ନୋଙ୍ଗମେଇକାପାମ (୪୧ତମ ଓ ୯୦+୨ତମ) ଡବଲ୍‌ ଗୋଲସ୍କୋର କରିଥିବାବେଳେ ଶୁଭୋ ପଲ (୨୪ତମ), ତାଇସନ ସିଂ (୫୨ତମ) ଓ ହିମାଂଶୁ ଜାଙ୍ଗ୍ରା (୮୮ତମ) ଗୋଟିଏ ଲେଖାଏ ବଲ୍‌ ପ୍ରତିପକ୍ଷ ନେଟ୍ସ ମଧ୍ୟକୁ ପଠାଇବାରେ ସଫଳ ହୋଇଥିଲେ। ଭାରତ ଓ ତୁର୍କମେନିସ୍ତାନ ବ୍ୟତୀତ ଏହି ଗ୍ରୁପ୍‌ରେ ବାହାରିନ ଓ ଆୟୋଜକ ଉଜବେକିସ୍ତାନ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓସିଏ ସମ୍ବିଧାନ ସଂଶୋଧନ ଘଟଣା: ଆମିକସ୍‌ କ୍ୟୁରିଙ୍କୁ ଭେଟିଲେ ଆଶୀର୍ବାଦ, ଧୀରେନ, ଦୀପକ

କଟକ ଅଫିସ,୧୩ା୫- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ସମ୍ବିଧାନ ସଂଶୋଧନକୁ ନେଇ ଏବେ ବି ଅଡୁଆ ରହିଛି। ପୂର୍ଣ୍ଣ ସଦସ୍ୟତା ଦେବା କ୍ଷେତ୍ରରେ ଟାଳଟୁଳ ନୀତି ଆପଣାଯାଇଛି...

ଟୋକିଓରେ କରୋନା ସଂକ୍ରମଣ ଶୀର୍ଷରେ

ଟୋକିଓ,୮।୭(ଏପି): ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ମାତ୍ର ୨ ସପ୍ତାହ ବାକିଥିବା ବେଳେ ରାଜଧାନୀ ଟୋକିଓରେ କିନ୍ତୁ କରୋନା ସଂକ୍ରମଣ ବଢିବାରେ ଲାଗିଛି। ମେ’ ମାସ...

ଆଇପିଏଲ୍‌ରେ ଏହି କୀର୍ତ୍ତିମାନ କରିବାରେ ଚେନ୍ନାଇ ପ୍ରଥମ ଟିମ୍‌

ଦୁବାଇ, ୧୪।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣରେ ନୈରାଶ୍ୟଜନକ ଆରମ୍ଭ କରିଥିବା ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ) ଏବେ ଲୟକୁ ଫେରିଛି।...

ଘରୋଇ ସେସନ ଲାଗି ବିଦର୍ଭ ଖେଳାଳି ଟ୍ରେନିଂ ଆରମ୍ଭ କରିବେ

ନାଗପୁର,୧୯।୧୧(ପି.ଟି.): କୋଭିଡ୍‌-୧୯ କାରଣରୁ ପାଖାପାଖି ୮ ମାସର ବ୍ରେକ୍‌ ପରେ ବିଦର୍ଭ ରଣଜୀ ଟ୍ରଫି ସମ୍ଭାବ୍ୟ ଖେଳାଳିମାନେ ଚଳିତ ସପ୍ତାହରେ ଟ୍ରେନିଂ ଆରମ୍ଭ କରିବାକୁ ଯାଉଛନ୍ତି।...

ଇସ୍ରାଏଲ୍‌ ଟିମ୍‌ରେ ଯୋଗଦେବେ ଫ୍ରୁମ୍‌

ଓ୍ବାଶିଂଟନ, ୧୦ା୭ (ଏପି)-ଟିମ୍‌ ଲିଡର ମର୍ଯ୍ୟାଦା ହରାଇବାରୁ ୪ଥର ଟୁର୍‌ ଡି’ ଫ୍ରାନ୍ସ ବିଜେତା ଖ୍ରିସ୍‌ ଫ୍ରୁମ୍‌ ଟିମ୍‌ ଇନୋସ୍‌ ଛାଡ଼ିିବେ। ଦିନକୁ ଦିନ ଭଲ...

ଦଳ ସହ ରାଜକୋଟ ଗସ୍ତ କରିବେ ନାହିଁ ପନ୍ତ

ମୁମ୍ବାଇ, ୧୫।୧- ଅଷ୍ଟ୍ରେଲିଆ ଓ ଭାରତ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ରାଜକୋଟଠାରେ ଶୁକ୍ରବାର ଖେଳାଯିବ। ସେଠାକୁ ଭାରତୀୟ ଦଳ ସହ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ...

ସଚିନଙ୍କୁ ଆଉଟ୍‌ କରିବା ପରେ ଅଟୋଗ୍ରାଫ୍‌ ପାଇଁ ଆସିଥିଲେ ବ୍ରାଡ୍‌ ହଗ୍‌; ବାର୍ତ୍ତା ଦେଖି ହୋଇଥିଲେ ଚକିତ

ନୂଆଦିଲ୍ଲୀ,୨୦।୧୧: ଭାରତର ମହାନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକରଙ୍କ ବହୁତ ପ୍ରଶଂସକ ଅଛନ୍ତି। ସାଧାରଣ ଲୋକଟିଏ ହେଉ ଅଥବା କ୍ରିକେଟଜଗତ ସହ ଜଡ଼ିତ ବ୍ୟକ୍ତି ସଚିନଙ୍କ ଗୋଟିଏ...

ଏକଦା ଅଣ୍ଡରଓ୍ବାଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌କୁ ଡ୍ରେସିଂ ରୁମ୍‌ ବାହାରକୁ ତଡ଼ି ଦେଇଥିଲେ କପିଲ ଦେବ; କାରଣ ଜାଣିଲେ..

ନୂଆଦିଲ୍ଲୀ,୯।୬: ଭାରତୀୟ କ୍ରିକେଟ ଟିମ୍‌କୁ ବିଶ୍ୱକପ୍‌ ଜିତାଇଥିବା ପ୍ରଥମ ଅଧିନାୟକ ହେଲେ କପିଲ ଦେବ। ସେ ଅନୁଶାସନକୁ ବ୍ରତ କରିଥିଲେ। ଅଧିନାୟକ ଭାବେ ଦାୟିତ୍ୱ ସମ୍ପାଦନ...

Advertisement
Archives

Model This Week