Posted inଖେଳ

ତାମିମଙ୍କ ନାମରେ ସର୍ବାଧିକ ରନ୍‌ ରେକର୍ଡ

ମୀରପୁର, ୨।୨- ବାମହାତୀ ଓପନିଂ ବ୍ୟାଟ୍ସମ୍ୟାନ ତାମିମ୍‌ ଇକ୍‌ବାଲ ବାଂଲାଦେଶ ପକ୍ଷରୁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ମ୍ୟାଚ୍‌ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାର ସୌଭାଗ୍ୟ ଲାଭ କରିଛନ୍ତି। ଏଠାରେ ଅନୁଷ୍ଠିତ ବାଂଲାଦେଶ କ୍ରିକେଟ୍‌ ଲିଗ୍‌ ଅବସରରେ ତାମିମ୍‌ ତ୍ରିଶତକ ହାସଲ କରି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ଏହି ମ୍ୟାଚ୍‌ରେ ଇଷ୍ଟ ଜୋନ୍‌ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ତାମିମ ସେଣ୍ଟ୍ରାଲ ଜୋନ୍‌ ବିପକ୍ଷରେ ୩୩୪ ରନ (୪୨୬ ବଲ, ୪୨ ଚୌକା, ୩ ଛକା)ର ତ୍ରିଶତକୀୟ ଇନିଂସ ଖେଳିଥିଲେ। ବାଂଲାଦେଶ ପ୍ରଥମଶ୍ରେଣୀ କ୍ରିକେଟ୍‌ରେ ଏହା ସର୍ବାଧିକ ବ୍ୟକ୍ତିଗତ ସ୍କୋର। ପୂର୍ବରୁ ଏହି ରେକର୍ଡ ରୁବେଲ ହୋସେନଙ୍କ ନାମରେ ରହିଥିଲା। ରୁବେଲ ୨୦୦୭ରେ ଏକ ମ୍ୟାଚ୍‌ରେ ୩୧୩ ରନ କରିଥିଲେ। ସେହିଭଳି ୨ୟ ଥର ଲାଗି କୌଣସି ବାଂଲାଦେଶ ବ୍ୟାଟ୍ସମ୍ୟାନ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ତ୍ରିଶତକ ଅର୍ଜନ କରିଛନ୍ତି। ତେବେ ବାଂଲାଦେଶ ମାଟିରେ ଏହା ସର୍ବାଧିକ ପ୍ରଥମ ଶ୍ରେଣୀ ସ୍କୋର। ୨୦୧୪ରେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ କୁମାର ସଙ୍ଗକାରା ଏକ ଟେଷ୍ଟ ମ୍ୟାଚ୍‌ରେ ୩୧୯ ରନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ତୃତୀୟ ଟି୨୦: ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ମୁମ୍ବାଇ,୧୧।୧୨(ପି.ଟି.)- ନିର୍ଣ୍ଣାୟକ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ଓ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ବୁଧବାର ମୁହାଁମୁହିଁ ହେବେ। ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯିବାକୁ ଥିବା ସିରିଜର ଏହି...

ମ୍ୟାଚ୍‌ ଫିକ୍ସିଂ ସୁରାକ ପାଇଲା ବିସିସିଆଇ

ନୂଆଦିଲ୍ଲୀ,୧୬।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପୁଣି ମ୍ୟାଚ୍‌ ଫିକ୍ସିଂ ସୁରାକ ପାଇଛି। ତାମିଲନାଡୁ ପ୍ରିମିୟର ଲିଗ୍‌ (ଟିଏନ୍‌ପିଏଲ)ରେ ମ୍ୟାଚ୍‌ ଫିକ୍ସିଂ ହୋଇଥିବାର କିଛି...

କନ୍ନଡରରେ ବାର୍ତ୍ତାଳାପ କଲେ ରାହୁଲ, ପାଣ୍ଡେ

ବେଙ୍ଗାଲୁରୁ,୧୩।୨(ପି.ଟି.)- ନ୍ୟୁଜିଲାଣ୍ଡ ବିପକ୍ଷ ଗତ ତୃତୀୟ ଦିନିକିଆ ମ୍ୟାଚ୍‌ ଅବସରରେ କର୍ନାଟକର ଦୁଇ କ୍ରିକେଟର ଲୋକେଶ ରାହୁଲ ଓ ମନୀଷ ପାଣ୍ଡେ ହିନ୍ଦୀ କିମ୍ବା ଇଂଲିଶ୍‌ରେ...

ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ : ଭାରତୀୟ ମହିଳା ଦଳର ବିଜୟ ଅଭିଯାନ

ଟୋକିଓ,୧୭।୮(ପି.ଟି.)- ଭାରତୀୟ ହକି ମହିଳା ଦଳ ବିଜୟ ସହ ଏଠାରେ ଚାଲିଥିବା ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ଆରମ୍ଭ କରିଛି। ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୨-୧...

ଜାତୀୟ ଜୁନିୟର କବାଡ଼ି ଓଡ଼ିଶାରୁ ୩ ଅଫିସିଆଲ

ଭୁବନେଶ୍ୱର, ୭।୨(କ୍ରୀଡ଼ା ପ୍ରତିନିଧି)- ଜାତୀୟ ଜୁନିୟର କବାଡ଼ି ଚାମ୍ପିୟନଶିପ୍‌ର ୪୬ତମ ସଂସ୍କରଣ ହରିୟାଣାର ରୋହତକଠାରେ ଚଳିତମାସ ୧୩ ତାରିଖରୁ ଆରମ୍ଭ ହେବ। ପ୍ରତିଯୋଗିତାକୁ ପରିଚାଳନା କରିବା...

ହଂକଂ ଅଧିନାୟକ ପଦ ଛାଡ଼ିଲେ ଓଡ଼ିଆ ଖେଳାଳି ଅଂଶୁମାନ

ନୂଆଦିଲ୍ଲୀ, ୧୨।୯- ଭାରତ ପକ୍ଷରୁ ଖେଳିବା ସ୍ବପ୍ନରେ ଓଡ଼ିଆ ପୁଅ ଅଂଶୁମାନ ରଥ ଗୁରୁବାର ହଂକଂ ଜାତୀୟ କ୍ରିକେଟ୍‌ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି।...

ଚାଇନିଜ୍‌ ସ୍ପନସରଶିପ୍‌କୁ ବର୍ତ୍ତମାନ ହଟାଇ ହେବନାହିଁ: ଧୁମଲ

ନୂଆଦିଲ୍ଲୀ, ୧୯ା୬ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରୁ ବର୍ତ୍ତମାନ ପାଇଁ ଚାଇନିଜ ସ୍ପନସରଶିପ୍‌କୁ ହଟାଯାଇପାରିବ ନାହିଁ। ଚୁକ୍ତି ମିଆଦ ଶେଷ ହେବା ପରେ ବିକଳ୍ପ...

୨୭ ବର୍ଷ ପରେ କୋଣ୍ଟା

ପ୍ୟାରିସ, ୩୦।୫- ବ୍ରିଟେନ ଟେନିସ ଷ୍ଟାର୍‌ ଜୋହାନ କୋଣ୍ଟା ଏଠାରେ ଚାଲିଥିବା ଚଳିତ ବର୍ଷର ୨ୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ୍‌ ମହିଳା ସିଙ୍ଗଲ୍ସର ୩ୟ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *