Posted inଜାତୀୟ

ଡାହାଣୀ ସନ୍ଦେହ: ମା’ ଓ ନାବାଳିକା କନ୍ୟାଙ୍କୁ ଗଳାକାଟି ହତ୍ୟା କଲେ ଗ୍ରାମବାସୀ; ବାପା-ନାବାଳକ ପୁଅ ବହୁ କଷ୍ଟରେ ବର୍ତ୍ତିଲେ

ଜାମସେଦ୍‌ପୁର,୨୯।୬: ଆଧୁନିକ ସମାଜରେ ଏବେ ମଧ୍ୟ ଅନେକ କୁସଂସ୍କାର ରହିଛି। ଏହାଯୋଗୁ ବେଳେବେଳେ ମୂଲ୍ୟବାନ ଜୀବନ ଚାଲିଯାଉଛି। ଏହାର ଏକ ସଦ୍ୟତମ ଘଟଣା ଛତିଶଗଡ଼ ପଶ୍ଚିମ ସିଂହଭୂମ ଜିଲାରେ ଘଟିଛି। ଏଠାକାର ମାଓବାଦୀ ପ୍ରବଣ ଅଞ୍ଚଳ ଗୁଦଡ଼ି ଥାନା ଅନ୍ତର୍ଗତ ରୋଓ୍ବାବଳୀ ଗାଁରେ ଡାହାଣୀ ସନ୍ଦେହରେ ଗୋଟିଏ ପରିବାର ମା’ ଏବଂ ନାବାଳିକା କନ୍ୟାଙ୍କୁ ଗ୍ରାମବାସୀ ଠେଙ୍ଗାରେ ନିସ୍ତୁକ ପିଟିବା ସହିତ ସେମାନଙ୍କର ଗଳାକାଟି ହତ୍ୟା କରିଛନ୍ତି। ମା’ ଏବଂ ନାବାଳିକା କନ୍ୟାଙ୍କ ହାତ ଗୋଡ଼କୁ ଗ୍ରାମବାସୀ ଧାରୁଆ ଅସ୍ତ୍ରରେ କାଟିଥିବା ପୋଲିସ କହିଛି। ତେବେ ଏହି ପରିବାରର ବାପା ସୁଭାଷ ଖଣ୍ଡାଇତ ଏବଂ ନାବାଳକ ପୁଅ ଭୟରେ ଘରୁ ବାହାରି ପଳାଇଯାଇ ବହୁ କଷ୍ଟରେ ଜୀବନ ବଞ୍ଚାଇଥିବା କୁହାଯାଉଛି। ସୁଭାଷଙ୍କ ଅଭିଯୋଗ ଆଧାରରେ ଚକ୍ରଧରପୁର ଡିଏସ୍‌ପି ଆନନ୍ଦ ମୋହନ ସିଂ ଏବଂ ଥାନା ଅଧିକାରୀ ମନୋଜ କୁମାର ଗୁପ୍ତା ଘଟଣାର ତଦନ୍ତ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟଙ୍କ ଆୟୁଷ କମି କମି ଯାଉଛି, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୯ା୭: ଭାରତରେ ଲୋକଙ୍କ ଆୟୁଷ ଦିନକୁ ଦିନ କମିକମି ଯାଉଛି। ଆମେରିକାର ଏକ ୟୁନିଭର୍‌ସିଟି ପକ୍ଷରୁ ଏହା କୁହାଯାଇଛି। ଏହାର ମୁଖ୍ୟ କାରଣ ହେଉଛି ପ୍ରଦୂଷଣ।...

ଲାଲ୍‌ କିଲ୍ଲା ହିଂସା: ଦୀପ୍‌ ସିଦ୍ଧୁଙ୍କ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା

ନୂଆଦିଲ୍ଲୀ, ୩।୨: ଲାଲ୍‌ କିଲ୍ଲା ହିଂସା ନେଇ ଦିଲ୍ଲୀ ପୋଲିସ ପକ୍ଷରୁ ଦୀପ୍‌ ସିଦ୍ଧୁଙ୍କୁ ଧରାଇଦେଲେ ଲକ୍ଷେ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ବୁଧବାର...

ଟୁଇଟରରେ ସୁଷମାଙ୍କୁ ଫଲୋ କରୁଥିଲେ କୋଟିଏ ୧୩ ଲକ୍ଷ

ନୂଆଦିଲ୍ଲୀ,୭।୮: ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ସକ୍ରିୟ ରହୁଥିଲେ। ଟୁଇଟରରେ ତାଙ୍କ ଫଲୋରର୍ସଙ୍କ ସଂଖ୍ୟା କୋଟିଏ...

କରୋନା ଯୋଦ୍ଧାଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର

ଭୋପାଳ,୧୪।୫: କରୋନା ଭାଇରସ୍‌ ମହାମାରୀ ଭିତରେ ନିଜ ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ କରି ଲୋକଙ୍କ ପାଖରେ ଖବର ପହଞ୍ଚାଉଥିବା ସାମ୍ବାଦିକଙ୍କ ଚିନ୍ତା ଏବେ...

ସୁଲଭ ଶୌଚାଳୟରେ ଶ୍ରମିକଙ୍କ ଆଇସୋଲେଶନ

ଚାମ୍ବା (ହିମାଚଳପ୍ରଦେଶ),୩୦।୪ : ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ହିମାଚଳ ପ୍ରଦେଶରୁ ସାମ୍ନାକୁ ଆସିଛି ହୃଦୟ ବିଦାରକ ଚିତ୍ର। ସୁଲଭ...

ଅମିତ ଶାହାଙ୍କୁ ଏମ୍ସ୍‌ରୁ ମିଳିଲା ଛୁଟି

ନୂଆଦିଲ୍ଲୀ, ୩୧।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୁସ୍ଥ ହୋଇ ୧୨ ଦିନ ପରେ ଏମ୍ସ୍‌ରୁ ଘରକୁ ଫେରିଛନ୍ତି। ଶାହାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି ଏବଂ...

ଅମିତ ଶାହାଙ୍କ ପାଇଁ ସମନ ଜାରି

କୋଲକାତା,୧୯।୨: ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏମ୍‌ପି ଅଭିଷେକ ବାନାର୍ଜୀଙ୍କ ପକ୍ଷରୁ ଦାୟର ହୋଇଥିବା ମାନହାନି ମାମଲାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ପଶ୍ଚିମବଙ୍ଗର ଏକ ସ୍ବତନ୍ତ୍ର (ଏମ୍‌ପି/ଏମ୍‌ଏଲ୍‌ଏ...

ଆବଦ୍ଧାଞ୍ଚଳ ବାହାରେ ଲକ୍‌ଡାଉନ ମନା

ନୂଆଦିଲ୍ଲୀ, ୩୦।୮: ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ କଣ୍ଟେନ୍‌ମେଣ୍ଟ ଜୋନ୍‌ ବା ଆବଦ୍ଧାଞ୍ଚଳ ବାହାରେ ଲକ୍‌ଡାଉନ୍‌ ଘୋଷଣା କରିପାରିବେ ନାହିଁ। ତେବେ ଆବଦ୍ଧାଞ୍ଚଳରେ...

Advertisement
Archives

Model This Week