ବାରିପଦା ଅଫିସ,୨୭ା୯- ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଓ ରାଇରଙ୍ଗପୁରସ୍ଥିତ ଅତିରିକ୍ତ ଜିଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ ଗୁରୁବାର ପୋଲିସ ୪ ଦଲାଲଙ୍କୁ ଗିରଫ କରିଛି। ମେଡ଼ିକାଲ କଲେଜ ପରିସରରୁ ଗିରଫ ହୋଇଥିତ୍ବା ଦଲାଲମାନେ ହେଲେ ଅଜୟ କୁମାର ମହାନ୍ତ, ମହମ୍ମଦ ସମୀର ଓ ବିନୋଦ ମିଶ୍ର। ସେହିପରି ଆରଟିଓ ଅଫିସ ପରିସରରୁ ଗିରଫ ହୋଇଥିବା ଦଲାଲ ହେଲେ ସୁଶାନ୍ତ କୁମାର ମହାନ୍ତ। ଏହି ଦଲାଲମାନେ ରୋଗୀଙ୍କୁ ପ୍ରଲୋଭିତ କରି ବିଭିନ୍ନ ଘରୋଇ ହସପିଟାଲକୁ ପଠାଇବା ସହ ଶୋଷଣ କରୁଥିବା ଓ ଡ୍ରାଇଭିଂ ଲାଇସେନ୍ସ କରାଇ ଦେବା ପାଇଁ ଗାଡ଼ି ଚାଳକମାନଙ୍କୁ ଠକୁଥିବା ଅଭିଯୋଗ ହୋଇ ଆସୁଥିତ୍ଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଜିଲା ପୋଲିସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଛି।
Posted inଆମ ଜିଲା ଖବର, ମୟୂରଭଞ୍ଜ View All

ଜାଲ ବୁଣି ସମୟ କାଟୁଛନ୍ତି ସମାରୁ
ସମ୍ବଲପୁର,୨୨ା୪(ବ୍ୟୁରୋ)-ମହାମାରୀ କରୋନା ମୁକାବିଲା ପାଇଁ ସରକାର ଲକ୍ଡାଉନ ଘୋଷଣା କରିଛନ୍ତି । ଏପ୍ରିଲ ୨୦ରୁ କଟକଣା କିଛିମାତ୍ରାରେ କୋହଳ କରାଯାଇଛି । ଲକ୍ଡାଉନର ସୁଯୋଗ ନେଇ...

ସକ୍ରିୟ ହେଉଛି ମାନବ ଚାଲାଣ ର଼୍ୟାକେଟ :୩ ଜିଲାରେ ୩୦୦ ପିଲାଙ୍କ ଖୋଜ୍ଖବର ମିଳୁନି
ବ୍ରହ୍ମପୁର ଅଫିସ,୩୧ା୫-ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲାରେ ମାନବ ଚାଲାଣ ର଼୍ୟାକେଟ ଏବେ ସକ୍ରିୟ ରହିଛନ୍ତି। ଏହାକୁ ରୋକିବା ପାଇଁ ଉଦ୍ୟମ କରାଯାଉଛି। କିନ୍ତୁ ଏଥିନିମନ୍ତେ...

ଆଗକୁ ରାଖୀ, ଏବେଠୁ ଦୋକାନରେ ଜମୁଛି ଭିଡ଼
ଉମରକୋଟ, ୮।୬(ସ୍ବ.ପ୍ର.): ହିନ୍ଦୁ ପରମ୍ପରା ଅନୁଯାୟୀ ବାର ମାସରେ ତେର ପର୍ବ ପାଳିତ ହୋଇଥାଏ। ଭାଇଭଉଣୀଙ୍କ ସ୍ନେହ ପ୍ରୀତିର ବନ୍ଧନ ହେଉଛି ରାଖୀ। ଏହାକୁ ଖୁବ୍...

କଲରାପତରିଆ ବାଘ ଛାଲ ଜବତ: ଅଭିଯୁକ୍ତ ଗିରଫ
ବଲାଙ୍ଗୀର ଅଫିସ,୩୦।୬: ବଲାଙ୍ଗୀର ଜିଲା ସଇଁତଳା ରେଞ୍ଜ କଅଁସର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରାଯାଇ ବାଘ ଛାଲ ଜବତ ହୋଇଛି। ଡିଏଫ୍ଓ ସମୀର...

ବିଦ୍ୟୁତ୍ ସଂସ୍ପର୍ଶରେ ମୃତ୍ୟୁ ଘଟଣା : ସାଉଥ୍କୋ ଅଫିସ ଆଗରେ ଧାରଣା ଦେଲା ଭାଜପା
ବ୍ରହ୍ମପୁର ଅଫିସ,୧୩ା୨-ଦକ୍ଷିଣାଞ୍ଚଳ ବିଦ୍ୟୁତ୍ ପରିବଣ୍ଟନ ସଂସ୍ଥା ସାଉଥ୍-କୋର ବ୍ରହ୍ମପୁରସ୍ଥ କର୍ପୋରେଟ ଅଫିସ ଆଗରେ ବୁଧବାର ଗଞ୍ଜାମ ସାଙ୍ଗଠନିକ ଜିଲା ଭାଜପା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଓ...

ଟୁଇଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ: ଗଞ୍ଜାମରେ ସ୍ବାବ୍ ସଂଗ୍ରହ କରିବ ମୋବାଇଲ ଭ୍ୟାନ୍
ଛତ୍ରପୁର, ୧୧।୭(ଡି.ଏନ୍.ଏ.)- ଗଞ୍ଜାମ ଜ଼ିଲାରେ କରୋନା ପଜିଟିଭ ସଂଖ୍ୟା ବଢ଼ି ଚାଲିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ସୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...

ଅଡିଟ୍ ଧରିଲା ମଧ୍ୟାହ୍ନଭୋଜନ ଚାଉଳ ଅଖା ଦୁର୍ନୀତି
ରଣପୁର,୧୦ା୯(ସ୍ବ.ପ୍ର.): ନୟାଗଡ ଜିଲାରେ ମଧ୍ୟାହ୍ନଭୋଜନ ଚାଉଳ ଅଖା ଦୁର୍ନୀତି ହୋଇଛି । ସ୍କୁଲର ପ୍ରଧାନଶିକ୍ଷକମାନେ ଅଖା ଅଥବା ଅଖା ବାବଦ ଟଙ୍କା ନ ଦେବାରୁ ଅଡିଟ୍...

ସଂସାର ଉଜାଡ଼ିଲା ସ୍ବାମୀ:ମେଡିକାଲ ଯିବା ପୂର୍ବରୁ ସ୍ତ୍ରୀଙ୍କୁ ହତ୍ୟା
ରାସୋଳ,୨୦ା୮(ଡି.ଏନ.ଏ.)କିଡ୍ନୀ ରୋଗରେ ପୀଡ଼ିତ ସ୍ବାମୀଙ୍କୁ ବଞ୍ଚାଇବାକୁ ଟଙ୍କା ଯୋଗାଡ଼ କରୁଥିବା ସ୍ତ୍ରୀକୁ ହାଣି ହତ୍ୟା କରିଛି ସ୍ବାମୀ। ଢେଙ୍କାନାଳ ଜିଲା ରାସୋଳ ଥାନା ଅଞ୍ଚଳରେ ସୋମବାର...